Browsing Category

ଆଞ୍ଚଳିକ

ବ୍ଲକ କାର୍ଯ୍ୟାଳୟ ତରଫରୁ ଜିପିଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ଫିରିଙ୍ଗିଆ ଜୀପିଓ ଙ୍କୁ ତାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ରେ ଏ ପି ଓ ସୁମନ୍ତ…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ଟିମ୍ ର ପରିଦର୍ଶନ…

ଦାରିଙ୍ଗବାଡ଼ି, ୩୧/୧ : କନ୍ଧମାଳ ଜିଲ୍ଲାର ସମସ୍ତ ଡାକ୍ତରଖାନାକୁ ତଦାରଖ କରିବାକୁ ଆସିଛନ୍ତି କାୟାକଳ୍ପ ଟିମ୍। ଯୁଗ୍ମ ନିର୍ଦେଶକ ଡା. ଶୁଭ୍ରାଂଶୁ ଶେଖର ପ୍ରଧାନଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଦାରିଙ୍ଗବାଡ଼ିକୁ ଗସ୍ତ କରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅନୁଧ୍ୟାନ କରିଛନ୍ତି। ଟିମ୍‌ରେ…

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦଶବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା…

ଫୁଲବାଣୀ : ଏକ ନାବାଳିକା ଦୁଷ୍କର୍ମ ମାମଲା ର ସାଖ୍ୟ ପ୍ରମାଣ ସାଙ୍ଗକୁ ପୋଲିସ ରିପୋର୍ଟ ପୀଡିତା ବୟାନକୁ ଭିତ୍ତି କରି ଫୁଲବାଣୀ ପୋସ୍କୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ଫେରୀଵାଲା ଉତ୍ତର ପ୍ରଦେଶ ଫରିଦାପୁର ଅଂଚଳର ବସିର ସାହାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫…

ନଦୀ ଗବେଷଣା ପାଇଁ ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’…

ଫୁଲବାଣୀ,୩୧/୧ : ନଦୀ ଗବେଷଣା ପାଇଁ ବିଶିଷ୍ଟ କଥାକାର ତଥା ଗବେଷକ ଡ. ରଞ୍ଜନ ପ୍ରଧାନଙ୍କୁ ସମ୍ମାନଜନକ ‘ତପସ୍ୟା ସୃଜନ ପୁରସ୍କାର-୨୦୨୧’ ପ୍ରଦାନ କରାଯାଇଛି। ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଏକ ଗବେଷଣା ପୁସ୍ତକକୁ ଏହି ପୁରସ୍କାର…

ନନ୍ଦାହାଣ୍ଡିର ବାଙ୍ଗିରି ଠାରେ ଅଜଣା ବ୍ୟକ୍ତିର ମୃତଦେହ ଠାବ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…!

ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ଠାରୁ ମାତ୍ର ଗୋଟିଏ କିଲୋମିଟର ହେବ ବାଙ୍ଗିରି ନାଳରେ ଏକ ଅଜଣା ବ୍ୟକ୍ତିଙ୍କୁ ଶବ ପାଣିରେ ଭାସିଥିବା ଦେଖିବାକୁ ମିଳିଛି,ଦୁଇ ଦିନ ହେବ ସେଠିକାର ପାଖ ଗାଁ ଲୋକ ଉକ୍ତ ବିଷୟରେ ଜାଣି ମଧ୍ୟ ଭୟଭୀତ ହୋଇ ନୀରବତା ଅବଲମ୍ବନ କରିଥିଲେ…

ଫିରିଙ୍ଗିଆ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ…

ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି l ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ନୀଳ ଗିରି ଦିଗାଲ ,ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର,ସମିତି ସଭ୍ୟା…

ଆବାସ ଯୋଜନା ଅଭିଯୋଗ କୁ ନେଇ ଗ୍ରାମ ସଭା…

ଫିରିଙ୍ଗିଆ- ଫିରିଙ୍ଗିଆ ବ୍ଲକ ରତଙ୍ଗ ଗ୍ରାମ ପଞ୍ଚାୟତ ସଭା ଗୃହ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଭିଯୋଗ କୁ ନେଇ ଗ୍ରାମ ସଭା ଅନୁଷ୍ଠିତ ହୋଇଛି l ରତଙ୍ଗ ପଞ୍ଚାୟତ ସରପଞ୍ଚ ପାର୍ବତୀ ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମ ସଭା ବୈଠକ ରେ ସମିତି ସଭ୍ୟ ବିରଞ୍ଚି ମଲ୍ଲିକ ,ପଞ୍ଚାୟତ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ନୀତି ରାତି ଅଧିଆ ଧାରଣା ଦେଲେ ବିଭିନ୍ନ ଗ୍ରାମ ର ଗ୍ରାମ ବାସୀ…

ଶେରଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ ରେ ପାତର ଅନ୍ତର ନୀତି ଯୋଗୁଁ ଆଜି ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ସମୂଖ ରେ ଶେରଗଡ଼ ବ୍ଲକ ବିଭିନ୍ନ ଗ୍ରାମ ରୁ ଶତାଧିକ ମହିଳା ଓ ପୁରୁଷ ରାତି ଅଧିଆ ଧାରଣ ଦେଇପ୍ରତିବାଦ କରିଛନ୍ତି। ସୂଚନା ଯୋଗ୍ୟ ଯେ ହିତାଧିକାରୀ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ସହିଦ ଦିବସ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ, ଆଲୁମ୍ନି କନେକ୍ଟ ଏବଂ ଏନ୍ଏସ୍ଏସ୍ ଶାଖାର ମିଳିତ ସହଯୋଗରେ ଆଜି ବିଶ୍ୱବିଦ୍ୟାଳୟ ପରିସରସ୍ଥ ଅହିଂସା ସ୍ଥଳରେ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପୁରାତନ…

ଜିଲ୍ଲା ବିଜୁ ଜନତାଦଳ ପକ୍ଷରୁ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି ସହ ସ୍ୱର୍ଗତ ନବଦାସଙ୍କ ସ୍ମୃତି ଚାରଣ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ପରିଷଦ ସଭା ଗୃହ ଠାରେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ।ସ୍ୱାସ୍ଥ୍ୟ କ୍ଷେତ୍ରରେ ସାରା ଓଡ଼ିଶା, ଓ…