Browsing Category

ଆଞ୍ଚଳିକ

ଚିତ୍ରକୋଣ୍ଡାରେ ଆନ୍ତଃ ବ୍ଲକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଚିତ୍ରକୋଣ୍ଡା (୨୯/୦୧) : ଚିତ୍ରକୋଣ୍ଡା ସ୍ଥିତ ଥାନା ପଛ କ୍ରିକେଟ ପଡ଼ିଆରେ ଆନ୍ତଃ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ଚିତ୍ରକୋଣ୍ଡା ବ୍ଲକର ୧୬ ଗୋଟି ଟିମ ଭାଗ ନେଇଛନ୍ତି।ଏହି ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ…

ଉତ୍କଳ ସାମ୍ବାଦିକ ସଙ୍ଘର ୭୮ତମ ପ୍ରତିଷ୍ଠା ଦିବସ ପାଳିତ…

ବ୍ରହ୍ମପୁର : ସାମ୍ବାଦିକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହିଲେ ସାଧାରଣ ଜନତା ଙ୍କ ସମସ୍ୟା ର ସମାଧାନ ହୋଇପାରିବ : ଉପଜିଲ୍ଲାପାଳବାଲିଗୁଡା, ଉତ୍କଳ ସାମ୍ବାଦିକ ସଂଘ ର ୭୮ ତମ ପ୍ରତିଷ୍ଠା ଦିବସ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ମେଗା ନର୍ସରି ପରିସରରେ କନ୍ଧମାଳ…

ସାମ୍ବାଦିକ ଏକାଦଶ ଓ ମେଡ଼ିକାଲ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ…

ଚିକିଟୀ : ଚିକିଟୀ ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ରେ ଚିକିଟୀ ବ୍ଲକ ସାମ୍ବାଦିକ ଏକାଦଶ ଓ ମେଡ଼ିକାଲ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।୧୨ଅଭର ବିଶିଷ୍ଟ ଏହି ମ୍ୟାଚ ରେ ମେଡ଼ିକାଲ ଦଳ କୁ ହରାଇ ସାମ୍ବାଦିକ ଦଳ ବିଜୟ ହାସଲ…

ପୁଲିସ ଏଏସ୍‌ଆଇ ଗୋପାଳଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା, ସେ ନିୟମିତ ଚିକିତ୍ସା ପାଇଁ ଆସୁନଥିଲେ: ଡାକ୍ତର

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳି ଚଳାଇଥିବା ଗୋପାଳ ଦାସ ସୁସ୍ଥ ନଥିଲେ। ସେ ତାଙ୍କର ସ୍ବାସ୍ଥ୍ୟ ପାଇଁ ଔଷଧ ଖାଉଥିଲେ। ଗୋପାଳ ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ଏହା କହିଛନ୍ତି । ଡାକ୍ତର କହିଛନ୍ତି, ଗତ ୮ରୁ ୧୦ ବର୍ଷ ତଳେ ଗୋପାଳ…

ଦାରିଙ୍ଗବାଡି ସମବାୟ ସମିତିରେ ଅନିୟମିତତା ଅଭିଯୋଗ…

ଦାରିଙ୍ଗବାଡି,୨୮/୧ : ଦାରିଙ୍ଗବାଡି ବହୁମୁଖି ସମବାୟ ସମିତି କାର୍ଯ୍ୟଳୟରେ ଅନିୟମିତତା ହୋଇଥିବା ଅଭିଯୋଗ । ଏନେଇ ଡାଇରେକ୍ଟର ମାନେ ଓଡ଼ିଶା ରେଜିଷ୍ଟର ଅଫ୍ କୋପୋରେଟିଭ ସୋସାଇଟି କୁ ଲିଖିତ ଅଭିଯୋଗ କରିଛନ୍ତି । ଡାଇରେକ୍ଟରଙ୍କ ଅଭିଯୋଗ ପ୍ରକାରେ ଦାରିଙ୍ଗବାଡି ସମବାୟ ସମିତିରେ ଚାକିରି…

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରହ୍ମପୁର ଆଚଂଳିକ କମିଟିର ସାଧାରଣ ପରିଷଦ ବୈଠକ…

ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରହ୍ମପୁର ଆଚଂଳିକ କମିଟିର ସାଧାରଣ ପରିଷଦ ବୈଠକ ପାର୍କ ସାହି ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ନାରୀ ନେତ୍ରୀ ସୁପ୍ରଭା ମିଶ୍ର ଯୋଗଦେଇ ପାର୍ଟିର ଲାଲ ପତାକାକୁ ଉତୋଳନ କରିଥିଲେ ବୈଠକର ଶୁଭାରମ୍ବ କରିଥିଲେ। ରବିନ୍ଦ୍ର କୁମାର…

ପକନାଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ…

ଫୁଲବାଣୀ : ପକନାଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରଧାନ ଶିକ୍ଷକ ଗୋପିନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଯୋଗଦେଇ କ୍ରୀଡ଼ା ଉତ୍ସବ ଟି ଉଦଘାଟନ…

ଲେଖକ ସାମ୍ମୁଖ୍ୟର ମାସାନ୍ତ ଆସର ଓ ଶ୍ରଦ୍ଧାଞ୍ଜଳି ସଭା…

ଫୁଲବାଣୀ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟର ରବିବାସରୀୟ ମାସାନ୍ତ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧକ୍ଷାତରେ ଆୟୋଜିତ ଏହି ସଭାରେ ସାମ୍ମୁଖ୍ୟର ସହ ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ସ୍ୱାଗତ ଭାଷଣ ଦେବା ସହ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ହେଣ୍ଡବଲ ମହିଳା ଦଳର ତୃତୀୟ ରାଉଣ୍ଡରେ ପ୍ରବେଶ

ବ୍ରହ୍ମପୁର : ମେଘାଳୟ ଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ହେଣ୍ଡ ବଲ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା ହେଣ୍ଡ ବଲ ଦଳ ପ୍ରଥମ ମ୍ୟାଚରେ ଏସଏନପିଭି ରାଇଘର ବିଶ୍ଵବିଦ୍ୟାଳୟକୁ 28:06 ଗୋଲ ବ୍ୟବଧାନରେ ପରାସ୍ତ କରିଥିଲେ ଏବଂ ଦ୍ୱିତୀୟ ମ୍ୟାଚରେ ରିବା…

ଓଡ଼ିଶା ନାଟ୍ୟଦିବସ ଆମ ଗର୍ବ ଓ ଗୌରବର ପର୍ବ : କଳାକାର ମହାସଂଘ…

ବ୍ରହ୍ମପୁର, ତା.୨୯/୦୧ : ନାଟ୍ୟ ସାହିତ୍ୟର ଆଦି ଗ୍ରନ୍ଥ 'କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ' ରଚୟିତା କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ଶ୍ରୀପଞ୍ଚମୀ ତିଥି ଅବସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ ଆୟୋଜିତ ପୌରାଣିକ ନାଟକ ମହୋତ୍ସବ : ୨୦୨୩ର…