Browsing Category

ଆଞ୍ଚଳିକ

ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ…

ହିଞ୍ଜିଳିକାଟୁ ୨୮।୧ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବେଲଗାଁ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ଡ଼ ଅମିତା ପଣ୍ଡା ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ…

ଅଗସ୍ତିନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସଵ… 

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଛି l ବିଦ୍ୟାଳୟର ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ଛାଟେଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ…

ରାଉରକେଲାରେ ‘ସରସ ମେଳା’ ଉଦଯାପିତ: ୧୩ ଦିନରେ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ…

ସୁନ୍ଦରଗଡ଼/ରାଉରକେଲା,: ହକି ବିଶ୍ବକପ ଅବସରରେ ରାଉରକେଲା ସହରରେ ଚାଲିଥିବା ‘ସରସ ମେଳା’ ଶୁକ୍ରବାର ଉଦଯାପିତ ହୋଇଯାଇଛି। ୧୩ ଦିନ ଧରି ଚାଲିଥିବା ଏହି ମେଳାରେ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି। ଉଦଯାପନି ସନ୍ଧ୍ୟାରେ ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା…

ଉତ୍କଳ ବିଶ୍ବବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ…

ନୂତନ ଭାରତକୁ ଗଢ଼ିପାରିଛି ଭାରତରତ୍ନ ଡ.ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ଭାରତୀୟ ସମ୍ବିଧାନ ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଯାଇଛି। ବାଣୀବିହାର ନୂଆ ପ୍ରଶାସନିକ ଭବନ ସମ୍ମୁଖରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ…

ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲଙ୍କ ୱାଟ୍‌ସପ୍ ହ୍ୟାକ…

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲଙ୍କ ୱାଟ୍‌ସପ୍ ହ୍ୟାକ ହୋଇଥିବା ନେଇ ସାଇବର୍ ଥାନାରେ ହୋଇଛି ଅଭିଯୋଗ । ମହାନଗର ନିଗମ କମିଶନର ଜେ. ସୋନାଲଙ୍କ ନାମରେ ଏକ ସୋସିଆଲ୍ ମିଡ଼ିଆରେ ଏକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କୁ ସନ୍ଦେଶ ପଠାଇ ଟଙ୍କା ଏବଂ ଉପହାର ମାଗୁଥିବା…

ବ୍ରହ୍ମପୁର ପୋଲିସ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ କବ୍‌ଜାରେ ଏକ ଲୁଟେରା ଗ୍ୟାଙ୍ଗ୍ । ଏଠାରେ ସୂଚନା ଥାଉକି ଗୋଳନ୍ଥରା ଗ୍ରାମର କାଳୁ ପ୍ରଧାନ ଗତ ୨୩ ତାରିଖରେ ତାଙ୍କ ଘରୁ ଡ଼କାୟତି ହୋଇଥିବା କୁ ନେଇ ଅଭିଯୋଗ କରିଥିଲେ । କିଛି ଦୁର୍ବୃତ ୨୨ ତାରିଖ ମଧ୍ୟ ରାତ୍ରିରେ ତାଙ୍କ ଘରେ ପଶି ୨୦ ତୁଳା ସୁନା ଅଳଙ୍କାର…

ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଛତ୍ରପୁର : ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଓଡ଼ିଶାର ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ…

ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ବିୟୋଗରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷରୁ ଶୋକସଭା…

ବ୍ରହ୍ମପୁର : ଯୁବ ସାମ୍ବାଦିକ ଚିରଜିଂତ୍ ରାଜଗୁରୁଙ୍କ ବିୟୋଗରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁଦିପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୋକ ସଭାରେ ଅତିଥି ଭାବେ ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍ ଯୋଗଦେଇ…

କବିସୂର୍ଯ୍ୟ ଥିଲେ ଜଣେ ସମାଜ ସଚେତକ କବି…

ବ୍ରହ୍ମପୁର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସିଦ୍ଧ ଭୈରବୀ ଗଟ ବ୍ରହ୍ମପୁର ତରଫରୁ ସ୍ଥାନୀୟ ରାମହରି ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ସ୍ୱ ନକ୍ଷତ୍ର ଦିବସ ଉପଲକ୍ଷେ କବିସୂର୍ଯ୍ୟ ଜୟନ୍ତୀ ଉଦ୍ୟକ୍ତା ଡ଼ ପ୍ରାନଚାନ୍ଦ୍ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଥିଲା।…

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ…

ଫୁଲବାଣୀ : ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥୁରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଳିକ…