Browsing Category

ଆଞ୍ଚଳିକ

ଏମ.ଭି ୬୭ ସ୍କୁଲ ରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ…

ମାଲକାନଗିରି :୧୧/୧ କାଲିମେଳା ବ୍ଳକ ଅନ୍ତର୍ଗତ କୋଇମେଟଳା ଗ୍ରାମ ପଞ୍ଚାୟତ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏମ.ଭି -୬୭ ରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ବ୍ଳକ ଅଧ୍ୟକ୍ଷା ସୁଭାସିଣି ସୋଡି। ଏହି ସଭା ରେ ମୁଖ୍ୟ ଅତିଥି - ଏ.ବି.ଓ ଚିନ୍ତାହରଣ ମଧୁ ,ମଞ୍ଚାସିନ ଅତିଥି…

ଜିଲାପାଳଙ୍କ ଉଦ୍ୟମରେ ଦାରିଙ୍ଗବାଡ଼ିରେ ସଫଳ ହେଲା ଷ୍ଟ୍ରବେରୀ ଚାଷ…

ଦାରିଙ୍ଗବାଡ଼ି,୧୧/୦୧, ପ୍ରଥମ ଥର ପାଇଁ ଦାରିଙ୍ଗବାଡ଼ିରେ ଆରମ୍ଭ ହୋଇଛି ଷ୍ଟ୍ରବେରି ଚାଷ କନ୍ଧମାଳ ଜିଲ୍ଲାପାଳ ଡ.ଆଶିଷ ଇଶ୍ବର ପାଟିଲଙ୍କ ଉଦ୍ୟମ କ୍ରମେ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ଓ ଓଡ଼ିଶା ଜୀବିକା ମିଶନର ସହଯୋଗ ରେ ଦାରିଙ୍ଗବାଡି ଠାରେ ଷ୍ଟ୍ରବେରି ଚାଷ ସଫଳ ହୋଇଛି।…

ସରକାରୀ ହସ୍ପିଟାଲର ଫଳକ ନାମା ବୋର୍ଡ କୁ ଅପବ୍ୟବହାର…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ସଦର ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ରାସ୍ତା ପାର୍ଶରେ ଥିବା ଫଳକ ନାମା ବୋର୍ଡ କୁ ଭାଙ୍ଗି ରାସ୍ତାର ଅଳିଆ ଆବର୍ଜନା ଓ ପାଣି ଯିବା ଡ୍ରେନର ମୁଣ୍ଡରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫଳକ ନାମାକୁ କଣ୍ଟା ବାଡ଼େଇ ବ୍ୟବହାର କରିବା ଦେଖିବାକୁ…

ଚିତ୍ରକୋଣ୍ଡା ଥାନା ପକ୍ଷରୁ ‘ଆମ ପୋଲିସ ସମିତି’ ବୈଠକ ଅନୁଷ୍ଠିତ…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପକ୍ଷରୁ ଥାନା ଗୃହରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଆଖ ପାଖ ଅଞ୍ଚଳରେ ଥିବା ମୁଖ୍ୟ ସମସ୍ୟା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ଲୋକଙ୍କ ଅନେକ…

ସାଥୀ ଜବାନଙ୍କ ଗୁଳିରେ ଅନ୍ୟ ଜଣେ ଯବାନ ଆହତ ।

ମାଲକାନଗିରି, ୧୦।୧ : ମାଲକାନଗିରି ଜିଲ୍ଲା ଏମ୍‌.ଭି. ୭୯ ଥାନା ଅନ୍ତର୍ଗତ ୧୪୨ ବାଟାଲିୟନରେ ଆଜି ଜଣେ ଯବାନଙ୍କ ଗୁଳିରେ ଅନ୍ୟଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ତଥ୍ୟ ଅନୁଯାୟୀ ଏମ୍‌.ଭି. ୭୯ରେ ଥିବା ୧୪୨ ବାଟାଲିୟନ ବିଏସଏଫ କ୍ୟାମ୍ପରେ କାର୍ଯ୍ୟରତ ଜବାନ ଭାସ୍କର…

ଶକ୍ତି ଉତ୍ତୋଳନ କରି ରାଜ୍ୟ ସ୍ତରରେ ଗୈାରବ ଆଣିଛି କାଲିମେଳା ଯୁବକ ରାଜ ତରୁଣ…

ମାଲକାନଗିରି : ଜିଲ୍ଲାର କାଲିମେଳା ଅଞ୍ଚଳର ଯୁବକ ରାଜ ତରୁଣ ରାଉଲ ରାଜ୍ୟ ସ୍ତରରେ ଶକ୍ତି ଉତ୍ତୋଳନ କରି କାଲିମେଳା ଅଞ୍ଚଳ ତଥା ମାଲକାନଗିରି ଜିଲ୍ଲା ପାଇଁ ଗୋୖରବ ଆଣିଛି। ସେ ରାଜ୍ୟ ସ୍ତରରେ ‌ ରାୟଗଡ଼ା ଜିଲ୍ଲାର ଗୁଣୁପୁର ର ୧୧ତମ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ୨୦୨୩ ରେ…

ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଚିତ୍ରକୋଣ୍ଡା ଜଳ ଭଣ୍ଡାର ରୁ ୪୦୧୨ ଟି ପକ୍ଷୀ ଗଣନା କରାଯାଇଛି…

ଚିତ୍ରକୋଣ୍ଡା(୧୦/୦୧) : ମାଲକାନଗିରି ଜିଲ୍ଲା ବନଖଣ୍ଡ ଅଧୀନସ୍ଥ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶକ୍ରମେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଭିତରେ…

ଜିଲ୍ଲା ସ୍ତରୀୟ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା…

ଛତ୍ରପୁର : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମଧ୍ୟ ଇରାଜୀ ବିଦ୍ୟାଳୟ ସ୍ତରରେ…

ୟୁଥମାସ ସେବା ସଂଘ ପକ୍ଷରୁ ଦିନିକିଆ ହକି ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ…

ଛତ୍ରପୁର : ଆସନ୍ତା ୧୩ ତାରିଖରେ ହେବାକୁ ଥିବା ହକି ବିଶ୍ୱ କପ 2023ର ପ୍ରଚାର ଓ ପ୍ରସାର ପାଇଁ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ ମାସ ସେବା ସଂଘ ପକ୍ଷରୁ ଦିନିକିଆ ହକି ଓ କ୍ରକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି…

ଏଥର କନ୍ଧମାଳ ଷ୍ଟାଡିୟମରେ ହେବ କନ୍ଧମାଳ ମହୋତ୍ସବ…

ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୩ ର ସଫଳ ଆୟୋଜନ ଉଦ୍ଦେଶ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ-୨ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ଉତ୍ସବ ଜାନୁଆରୀ ୨୫ ତାରିଖରୁ ୨୯ ତାରିଖ…