Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସାତ ଫୁଟର ଅଜଗର ସାପ ଉଦ୍ଧାର କଲା ଟିମ ହ୍ୟୁମାନିଟି କନ୍ଧମାଳ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରଠୁ ପ୍ରାୟ ୭ କିଲୋମିଟର ଦୂର କରଡ଼ାକୁମ୍ପା ଗ୍ରାମରେ ୭ ଫୁଟର ଅଜଗର ସାପ ପଶି ଆସିଥିବା ନେଇ ସୁନୀଲ ଦିଗାଲ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ସମୟ ନଷ୍ଟ ନ କରି ତୁରନ୍ତ ଟିମ୍ ସଦସ୍ୟ ଭି. ଜଗନ୍ନାଥ!-->…
ବୁଗୁଡ଼ା ବନାଞ୍ଚଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲହାନି, ଚିନ୍ତାରେ ଚାଷୀ
ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍ ନିକଟସ୍ଥ କରସିଙ୍ଗି ଗ୍ରାମରେ ଗତ ରାତିରେ ବଣୁଆ ହାତୀ ପଲର ଉପଦ୍ରବ ଯୋଗୁଁ ବ୍ଯାପକ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି ।ହାତୀଙ୍କ ଉପଦ୍ରବରେ ଗଙ୍ଗାଧର ପ୍ରଧାନ, ରମେଶ ଚନ୍ଦ୍ର ବାରିକ, ସମିତା ବାରିକ, ସନ୍ଧ୍ୟା ବାରିକ, ଦେବ!-->…
ଶ୍ରୀ ବେଲେଶ୍ବର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ…
ହିଞ୍ଜିଳିକାଟୁ ୭।୧ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଗଣ୍ଡୋଳା ବେଲଗାଁ ଶ୍ରୀ ବେଲେଶ୍ବର ଉଚ୍ଚମାଧ୍ୟମିକ ଵିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରଷ୍କାର ବିତରଣ ଉତ୍ସବ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ!-->…
ସ୍ୱାଭିମାନ ଅଞ୍ଚଳରେ ଘରେ ଘରେ ପୁଷ୍ଟି ପ୍ରୟାସର ଶୁଭାରମ୍ଭ କଲେ ମନ୍ତ୍ରୀ
ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଡ଼ା ଦୌଡ଼ ପ୍ରତିଯୋଗିତା l
ଚିତ୍ରକୋଣ୍ଡା : ଘରେ ଘରେ ପୃଷ୍ଟି ପ୍ରୟାସ ଆଜି ଆରମ୍ଭ କଲେ ଓଡିଶା ସରକାର। ରାଜ୍ୟ ସରକାରଙ୍କ ନ୍ୟୁଟ୍ରିସନ ଏଟ ଡୋରଷ୍ଟେପ (ଘରେ ଘରେ ପୁଷ୍ଟି) ପ୍ରଥମ କରି ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନଞ୍ଚଳ!-->!-->!-->!-->!-->…
ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ୪ର୍ଥ ଦିବସରେ ବରୁଣେଇ ଦଳ ବିଜୟୀ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ୪ର୍ଥ ଦିଵସରେ ବଡଗଡ ପ୍ରିନ୍ସ ଦଳ ସହ ବରୁଣେଇ ଦଳ ନନ୍ଦଳା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ବଡଗଡ ପ୍ରିନ୍ସ ଦଳ!-->…
ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା -୨୦୨୨-୨୩ ଉଦଘାଟିତ…
ଛତ୍ରପୁର : ହକି ପୁରୁଷ ବିଶ୍ୱ କପ୍ -୨୦୨୩ ପ୍ରଚାର ପ୍ରସାର ଉଦ୍ଦେଶ୍ୟ ନେଇ ଶନିବାର ସ୍ଥାନୀୟ ଅନସ୍ଲୋ ସରକାରୀ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ୨୦୨୨-୨୩ ଉଦଘାଟିତ!-->…
ମହୁରୀ କାଳୁଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ଶିବିର ଉଦ୍ଘାଟିତ…
ବୁଗୁଡ଼ା : ସ୍ଥାନୀୟ ମହୁରୀ କାଳୁଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ଶିବିର କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ଆଶା ଲତା ଜେନାଙ୍କ ସଂଯୋଜନା ଏବଂ ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି | ଜିଲ୍ଲା ସଂଯୋଜକ, ଖଲ୍ଲିକୋଟ!-->…
ଧାନ କ୍ରୟ ସଂକ୍ରାନ୍ତ ଭାଗଚାଷୀଙ୍କ ବିଭିନ୍ନ ଦାବୀ ନେଇ ଓଡ଼ିଶା କୃଷକ ସଭାପକ୍ଷରୁ ଆନ୍ଦୋଳନ କରାଯିବ…
ବ୍ରହ୍ମପୁର : ଭାଗ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ଓ କୁଇଟାଂଲ୍ ପିଛା ୫ ଶହ ଟଙ୍କା ବୋନସ୍ ପ୍ରଦାନ କରିବା ଓ କାଟ୍ ଛାଟ୍ ନୀତି ବନ୍ଦ କରିବା ଦାବୀରେ ଆଗାମୀ ଦିନରେ ଓଡ଼ିଶା କୃଷକ ସଭା ପକ୍ଷରୁ ଜିଲ୍ଳାବ୍ୟାପି ଆନ୍ଦୋଳନ କରାଯିବ । ଏନେଇ ଆଜି ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି ।!-->…
ରାଜ୍ୟ ସରକାରଙ୍କ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ବିଫଳ….
ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ବିଫଳ ହୋଇଛି | ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନମ୍ବର ୪୦ରେ। ୱାର୍ଡ଼ ନଂ ୪୦ ଅନ୍ତର୍ଗତ ଆଙ୍କୁଲି ନୂଆ ସାହିରେ ଦୀର୍ଘ ୪ ଦିନ ହେଲା ପାନୀୟଜଳ ଯୋଗାଣ ହେଉନଥିବା!-->…
ସ୍ବଳ୍ପ ସଞ୍ଚୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ଓ ଦ୍ବିତୀୟ ପୁରସ୍କାର ବିଜେତା…
ଛତ୍ରପୁର : ଓଡିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “AS” ସିରିଜ୍ ର ଉଠାଣ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଗତ ତା.୦୭.୦୭.୨୦୨୨ରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ଲଟେରୀ ଉଠାଣରେ ସର୍ବ ମୋଟ୍ ୨୪୨୮ ଗୋଟି ପୁରସ୍କାର ଘୋଷଣା ହୋଇଥିଲା । ପ୍ରଥମ ଓ ଦ୍ବିତୀୟ ପୁରସ୍କାର ଦୁଇଟି!-->!-->!-->…