Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ…
ଫୁଲବାଣୀ :- ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ପଞ୍ଚାୟତ ସ୍ଥରରେ କ୍ରୀଡାକୁ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି l ସେହିପରି ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡ଼ା ଠାରେ ମଧ୍ୟ ବିଶି ପଡା ସରପଞ୍ଚଙ୍କ ପ୍ରତ୍ୟକ୍ଷ!-->…
ଚାଉଳ ଡାଲି ବୋଝେଇ ଟ୍ରକ ଭେଟଖୋଲ ଘାଟିରେ ଓଲଟିଲା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର…
ଫୁଲବାଣୀ,ଖଜୁରୀପଡ଼ା : କନ୍ଧମାଳ ବୌଦ୍ଧ ଜିଲ୍ଳା କୁ ସଂଯୋଗ କରୁଥିବା ରାଜ ରାସ୍ତା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦାଦପାଜୁ ନିଟକବର୍ତ୍ତୀ ଭେଟଖୋଲ ଘାଟିରେ ଚାଉଳ ଡାଲି ବୋଝେଇ ଟ୍ରକ ଓଡି ୨୧- ଇ - ୨୭୪୦ ଭାରସାମ୍ୟ ହରାଇ କୋଡ଼ିଏ ଫୁଟ ତଳକୁ ଓଲଟିବା ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା!-->…
ସି.ସି.ଟିଭି ଦ୍ବାରା ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତି କରଣ ହେଲା ବୁଗୁଡ଼ା ସହର…
ବୁଗୁଡ଼ା (୦୬/୦୧) : ଜନତାଙ୍କ ସୁରକ୍ଷା ଏବଂ ଅପରାଧିକ କାର୍ଯ୍ୟକଳାପକୁ ଲଗାମ୍ ଦେବା ସକାଶେ ବୁଗୁଡ଼ା ସହରର ବିଭିନ୍ନ ଛକରେ ସି.ସି.ଟିଭି କ୍ଯାମେରା ଲଗାଇବା ନିମନ୍ତେ ଦୀର୍ଘ ଦିନ ହେଲା ସାଧାରଣରେ ଦାବି ହୋଇ ଆସୁଥିଲା ବେଳେ ଆଜି ତାହା ପୂରଣ ହୋଇଛି । ସ୍ଥାନୀୟ ପୋଲିସ ଥାନା ପକ୍ଷରୁ!-->…
କୃଷି ଜନଗଣନା ଉପରେ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ…
ଫୁଲବାଣୀ : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ,ଓଡ଼ିଶା ସରକାରଙ୍କର ଯୋଜନା ଓ ମନିଟରିଂ ବିଭାଗର ପରିସଂଖ୍ୟାନ ଶାଖା ଏବଂ ଜିଲ୍ଲା ପ୍ରଶାସନ, କନ୍ଧମାଳଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଏକାଦଶ କୃଷି ଜନଗଣନା ଉପରେ ଜିଲ୍ଲାସ୍ତରୀୟ!-->…
ଦାରିଙ୍ଗବାଡ଼ି ରେ ଶୀତ ଉତ୍ସବ ଉପଲକ୍ଷେ ମିନି ମାରାଥନ…
ଦାରିଙ୍ଗବାଡ଼ି , ୫/୧, ଦାରିଙ୍ଗବାଡ଼ି ରେ ଶୀତ ମହୋତ୍ସବ ଉପଲକ୍ଷେ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗ ର ଲୋକେ ଭାଗ ନେଇ ବ୍ଲକ ପରିସରରୁ ବାହାରି ଆଇଟିଆଇ ପଡ଼ିଆ ରେ ପହଞ୍ଚିଥିଲେ । ଦାରିଙ୍ଗବାଡ଼ି ଅଞ୍ଚଳର ଭାଇଚାରା ଏକତା ରଖିବା ହିଁ ଏହି ଗଣ!-->…
ଆବାସ ଯୋଜନାରେ ଲାଞ୍ଚ ଅଭିଯୋଗ, ଜିଓ ଟ୍ୟାଗ ପାଇଁ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଗାଁ ସାଥି…
ଦାରିଙ୍ଗବାଡି,୬/୧/୨୩ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଗୃହହୀନ ତଥା ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିବା ପରିବାରଙ୍କୁ ଗୃହ ଯୋଗାଇ ଦେବା ନିମନ୍ତେ ଯୋଜନା କରିଥିବା ବେଳେ ଘରର ଜିଓ ଟ୍ୟାଗ ପାଇଁ ହିତାଧିକାରୀଙ୍କ ଠାରୁ ଗାଁ ସାଥୀ ମାନେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି!-->…
ଆଈଙ୍କୁ ଟଣା ଓଟରା କରି ନାତି ଗିରଫ…
ବୁଗୁଡ଼ା (୦୬/୦୧) : ମଦ ନିଶାରେ ସମ୍ପର୍କୀୟ ଆଈଙ୍କୁ ଟଣା ଓଟରା କରି ଜେଲ ଗଲା ନାତି l ଗିରଫ ଯୁବକ ହେଲେ ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ ଅନ୍ତର୍ଗତ କୁମୁଟିଘାଇ ଗ୍ରାମର ମାନଭଞ୍ଜନ ପ୍ରଧାନ ଓରଫ୍ ପାଣ୍ଡିଆ l ଘଟଣାରୁ ପ୍ରକାଶ ଯେ, କରଚୁଲି ପଞ୍ଚାୟତ ଅନ୍ତର୍ଗତ ହୀରାପଲ୍ଲୀ ଗ୍ରାମରେ ଏକ!-->…
ଓ୍ବାରେଣ୍ଟ୍ ବଳରେ ଦୁଇ ଗିରଫ…
ବୁଗୁଡ଼ା (୦୬/୦୧): ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ଦୁଇ ଜଣ ଯୁବକଙ୍କୁ ପୋଲିସ ଓ୍ବାରେଣ୍ଟ୍ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ଜଣାଯାଇଛି । ଗିରଫ ଦୁଇ ଜଣ ହେଲେ କୃଷ୍ଣ ନାଇକ(୩୦) ଓ ସୁନିଲ୍ ନାଇକ(୨୮) । ସେମାନଙ୍କ!-->…
ଭାରତ ଯୋଡ଼ ଯାତ୍ରାରେ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲା କଂଗ୍ରେସ କର୍ମୀ ସାମିଲ୍…
ମାଲକାନଗିରି : ବିଗତ କିଛି ମାସ ଧରି ଅନେକ ଘାତ ପ୍ରତିଘାତ , ବାଦ ବିବାଦ , ଶାସକ ଦଳର ଅପପ୍ରଚାର ମଧ୍ୟ ଦେଇ ୨୦୧୪ ମସିହା ପରେ ପରେ ଦେଶରେ ତିଆରି ହୋଇଥିବା ସାମ୍ପ୍ରଦାୟିକ ଶକ୍ତି ବିରୋଧରେ 'ଭାରତ ଯୋଡ଼' ନାଁ ରେ ଭାରତର ଧର୍ମନିରପେକ୍ଷତା , ସ୍ୱତନ୍ତ୍ରତା , ଭାଇଚାରାର ବାର୍ତ୍ତା ବହନ କରି!-->…
ବୁଗୁଡ଼ା ବ୍ଲକର ସ୍ମାର୍ଟସ୍କୁଲ ଦେଖି ଅସନ୍ତୋଷ ପ୍ରକାଶ କଲେ ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ…
ବୁଗୁଡ଼ା : ସ୍ମାର୍ଟ ସ୍କୁଲ ନାଆଁରେ ହରିଲୁଟ୍ l ଠିକାଦାର ସାଜିଥିଲେ ବିଡ଼ିଓ l କୌଣସି ବିଦ୍ୟାଳୟରେ ଏ ପର୍ଯ୍ୟନ୍ତ ସବୁ କାମ ସମ୍ପୂର୍ଣ୍ଣ ହୋଇନି l ବିଶେଷକରି ଅଧିକାଂଶ ବିଦ୍ୟାଳୟରେ ଶୌଚାଳୟ ନଥିବା ଫଳରେ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ଛାତ୍ରୀ l ଆଜି ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ!-->…