Browsing Category

ଆଞ୍ଚଳିକ

ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏନ.ଏସ.ଏସ ସ୍ୱତନ୍ତ୍ର ଶିବିର ଉଦଯାପିତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ସ୍ଥିତ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା (NSS) ର ସ୍ୱତନ୍ତ୍ର ଶିବିର ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ସାହୁ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଅତିଥି ଭାବେ…

ଏକଦିବସୀୟ ଛତୁଚାଷ କର୍ମଶାଳା ଆୟୋଜିତ

ନୟାଗଡ଼ : ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅଧୀନସ୍ଥ ପରିବେଶ ଅଧ୍ୟୟନ କେନ୍ଦ୍ର ଦ୍ୱାରା ପ୍ରାୟୋଜିତ ଏକ ଦିବସୀୟ ଛତୁ ଚାଷ ଦକ୍ଷତା ବିକାଶ କର୍ମଶାଳା ସ୍ଥାନୀୟ ପି ଏମ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିପୁୂରଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ…

ରାଜ୍ୟସ୍ତରୀୟ ମଞ୍ଚରେ ଚମକିଲେ ବ୍ରହ୍ମପୁରର ପ୍ରତିଭା “ତୁଳିକା”

ଓଡ଼ିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା ଶାସ୍ତ୍ରୀୟ ନୃତ୍ୟ ବିଭାଗରେ ଦିତ୍ୱୀୟ ସ୍ଥାନ ଅଧିକାର ବ୍ରହ୍ମପୁର : ରେଭେନ୍ସା ବିଶ୍ବବିଦ୍ୟାଳୟ ରେ ଚାଲିଥିବା ଓଡ଼ିଶା ଆନ୍ତଃ ବିଶ୍ବବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକୁ ପ୍ରତିଯୋଗିତା ରେ ତୁଳିକା ସଫଳତା ହାସଲ…

ଟିକାବାଲି ମହୋତ୍ସବ -୨୦୨୬ ଉଦଯାପିତ

ବାଲିଗୁଡା : ପାରମ୍ପରିକ ଲୋକ କଳାକାର ମହାସଂଘ,ଓ ବ୍ଲକ କଳା ସଂସ୍କୃତି ସଂଘ ତରଫରୁ ଟିକାବାଲି ସ୍ଥିତ ହାଇସ୍କୁଲ ପଡିଆରେ "ଟିକାବାଲି ମହୋତ୍ସବ" ର ଶୁଭ ଉଦଘାଟନ ଉତ୍ସବ ଅତି ନିଆରା ଡ଼ଙ୍ଗରେ ଅନୁଷ୍ଠିତ ହୋଇଛି l ହାଇସ୍କୁଲ ପଡ଼ିଆରୁ ଏକ ବିରାଟ ପଟୁଆରରେ ମଶାଲ ଶୋଭାଯାତ୍ରା ବାହାରି ବଜାର…

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ ପାଟଖଣ୍ଡା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଚୈତ୍ର ମାସର ଚତୁର୍ଥ ତଥା ଶେଷ ମଙ୍ଗଳବାର ଯାତ୍ରା ଉଦଯାପିତ ହୋଇଯାଇଛି | ଏହି ଅବସରରେ ମା' ପାଟଖଣ୍ଡା ପଦ୍ମ ଫୁଲ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ଚୈତ୍ର ମାସର ଶେଷ ମଙ୍ଗଳବାର ହୋଇଥିବା ଯୋଗୁଁ…

ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସକୁ ବଡ଼ ସଫଳତା: ଡକାୟତି ଯୋଜନା ପଣ୍ଡ, ୫ ସଶସ୍ତ୍ର ଅପରାଧୀ ଗିରଫ

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ ଏକ ବଡ଼ ଧରଣର ଅପରାଧିକ ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି। ପୋଲିସ ପକ୍ଷରୁ କରାଯାଇଥିବା ଅତର୍କିତ ଚଢ଼ାଉରେ ୫ ଜଣ ଦୁର୍ଦ୍ଦାନ୍ତ ସଶସ୍ତ୍ର ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ…

ଯୌନ ପିପାସୁଙ୍କ କବଳରୁ ନାବାଳିକା ଉଦ୍ଧାର : ବାହାର ରାଜ୍ୟରୁ ଆସିଥିବା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ନିଶା ଦେଇ ଜଣେ ନାବାଳକ ସହିତ ଆଉ ଦୁଇ ମିଶି କଲେ ବଳାତ୍କାର ବ୍ରହ୍ମପୁର : ଏଭଳି ଘଟଣା ଘଟିଛି ଗୋସାଇଁନୂଆଁଗାଁ ଥାନା ଅଞ୍ଚଳରେ । ନିଜ ଘରରୁ ଲୁଚି ଆସି ଆତ୍ମଗୋପନ କରିଥିବା ଝିଅ ହାଯାଇଛି ସବୁକିଛି । ଆନ୍ଦ୍ରପ୍ରଦେଶ କଡ଼ପା ଜିଲ୍ଲାରେ ରହୁଥିବା ନାବାଳିକାଙ୍କ ବାପା କିଛି ଦିନ ତଳେ…

“୧୮୧୭ର ପାଇକ ବିଦ୍ରୋହ” ସମ୍ପର୍କରେ ପାଠଚକ୍ର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ଇତିହାସ ବିଭାଗ ତରଫରୁ ଏକ ପାଠଚକ୍ର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ବିଜେନ୍ଦ୍ର କୁମାର ବିନ୍ଧାଣୀଙ୍କ ସଭାପତିତ୍ୱରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଷୟ ବସ୍ତୁଥିଲା " ୧୮୧୭ର ପାଇକ…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ଛତ୍ରପୁରରେ ପାଳିତ

୫ଜଣ ଟ୍ରାନ୍ସଜେଣ୍ଡରଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସମ୍ବର୍ଦ୍ଧନା ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି…

୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ ସ୍ୱ-ଗଣନା

ସ୍ୱ-ଗଣନାରେ ସାମିଲ ହେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ : ପ୍ରଥମ ଥର ପାଇଁ ସମଗ୍ର ପ୍ରକ୍ରିୟାକୁ ଡିଜିଟାଲ ମାଧ୍ୟମରେ କରାଯିବ ଛତ୍ରପୁର : ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ୱ-ଗଣନା) ଆସନ୍ତାକାଲି ଅର୍ଥାତ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…