Browsing Category

ଆଞ୍ଚଳିକ

କନ୍ଧମାଳ ଜିଲ୍ଲା ନୂତନ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ଦାୟିତ୍ବ ଗ୍ରହଣ…

ଫୁଲ ବାଣୀ: କନ୍ଧମାଳ ଜିଲ୍ଲାର ନୂତନ ଏସ୍‌ପି ଭାବରେ ଶୁଭେନ୍ଦୁ ପାତ୍ର ଯୋଗ ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ପୂର୍ବତନ ଆରକ୍ଷୀ ଅଧ୍ୟକ୍ଷକ, ଭିନିତ୍ ଅଗ୍ରୱାଲଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ସମେତ ଗଞ୍ଜେଇ ଚୋରା ଚାଷ,ଡ୍ରଗ୍ସ…

କେଡିଜେଏର ସାଧାରଣ ବୈଠକ ଓ ବନ୍ଧୁ ମିଳନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ (କେ ଡି ଜେ ଏ )ର ଏକ ସାଧାରଣ ବୈଠକ ଓ ନବ ବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିଲା ସାଲୁଙ୍କିଡ୍ୟାମ ପରିସରରେ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ସଙ୍ଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ…

ଶଙ୍କର ଚକ୍ଷୁ ଚିକିତ୍ସାଳୟର ସିଟି ସେଣ୍ଟର ଉଦଘାଟିତ…

ବ୍ରହ୍ମପୁର : ବ୍ରହ୍ମପୁର ଖଲ୍ଲିକୋଟ କଲେଜ ରୋଡ ସ୍ଥିତ ବିଏମସି ଗେଷ୍ଟ ହାଉସ ଆଗରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସିଟି ସେଣ୍ଟରକୁ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ଼. ସର୍ବଣl ବିବେକ ଯୋଗଦେଇ ସିଟି ସେଣ୍ଟରକୁ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶଙ୍କର ଆଇ ହସ୍ପିଟାଲର ମେଡିକାଲ…

ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ, ନବବର୍ଷର କ୍ୟାଲେଣ୍ଡର ଉନ୍ମୋଚିତ…

ବୁଗୁଡ଼ା : ସ୍ଥାନୀୟ ମାଳିଝୋଳା ମନ୍ଦିର ପରିସରରେ ବୁଗୁଡ଼ା ବ୍ଲକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ କାର୍ଯ୍ୟକାରୀ ବୈଠକ ସଭାପତି ବିଶ୍ଵମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଦୁଇ ଦିବଂଗତ ସଦସ୍ୟ ଶିଶିର କୁମାର ଦାଶ ଓ ଗୋବିନ୍ଦ ଦାଶଙ୍କ ଅମର ଆତ୍ମାର…

ବିଜେଡିରେ ଯୋଗଦେଲେ କତକଲା ଗ୍ରାମର ଯୁବଗୋଷ୍ଠୀ…

ବୁଗୁଡ଼ା : ବୁଗୁଡ଼ା ବ୍ଲକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ କତକଲା ଗ୍ରାମର ଏକ ଯୁବଗୋଷ୍ଠୀ ପୂର୍ବତନ ସରପଞ୍ଚ କବିରାଜ ଗୌଡ଼ଙ୍କ ନେତୃତ୍ତ୍ଵରେ ହାତୀଓଟ ଗ୍ରାମସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ୍ ହୋଇଥିବା ବେଳେ…

ସ୍ୱାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପାଇଁ ଉଦ୍ଘାଟନ ହେଲା ଦୁଇଟି ମୋଟର ବାଇକ ଆମ୍ବୁଲାନ୍ସ…

ମାଲକାନଗିରି,(୦୪/୧) : ସ୍ୱାଭିମାନ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁବେଳେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯାଉଛି। ଆଜି ଏ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତି ସମାରି ତାଙ୍ଗୁଲୁ, ଡିଡିଏମ ନାବାର୍ଡ, ସଚିବ, ପରିବର୍ତ୍ତନ ଙ୍କ…

ଚାକିରି କରେଇ ଦେବା ନାଁରେ ଠକେଇ କରିବା ଅଭିଯୋଗରେ ମହିଳା ଗିରଫ

ବ୍ରହ୍ମପୁର : ଭାରତୀୟ ପୂର୍ବତଟ କେନ୍ଦ୍ରିୟ ରେଳୱାଇରେ ଚାକିରି କରେଇ ଦେବା ନାଁରେ ଠକେଇ କରିବା ଅଭିଯୋଗରେ ଟାଉନ୍ ଥାନା ପୋଲିସ୍ ଜଗତସିଂହପୁରର ଝିମାନୀ ଗ୍ରାମର ଜେ.ଏମ୍‌.ଏସ୍‌. ପ୍ରଭାକୁ ଗିରଫ କରିଛି । ସୋରଡ଼ା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଏସ୍‌. ହିତେସ୍ ପାତ୍ର ଟାଉନ୍ ଥାନାରେ…

ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌକା ଚାଳନା ପ୍ରତିଯୋଗିତା କମିଟିର ବୈଠକର ବିବରଣୀ…

ମାଲକାନଗିରି (୦୪/୦୧) : ଆଜି ପୂର୍ବାହ୍ନରେ ସତିଗୁଡା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ପରିସରରେ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌକା ଚାଳନା ପ୍ରତିଯୋଗିତା ଦାୟିତ୍ୱରେ ଥିବା କମିଟିର ଏକ ବୈଠକ ଉପନିର୍ଦ୍ଦେଶକ, ମତ୍ସ୍ୟ ବିଭାଗ, ନରସିଂହ ମୁଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି…

ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ପାଳିତ…

ନବରଙ୍ଗପୁର : ଏକଜୁଟ ହୋଇ କାମ କରି ଜିଲ୍ଲା ରେ ବିଜେଡି କୁ ଅଧିକରୁ ଅଧିକ ଶକ୍ତିଶାଳୀ କରି ସଫଳତା କୁ ଦୋହରରିବା ପାଇଁ ଜିଲ୍ଲା ସ୍ତରୀୟ ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ସମାରୋହ ରେ ଆହ୍ୱାନ ଦେଲେ ଜିଲ୍ଲା ବିଜେଡି ନେତା । ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ରାଜ୍ୟର ସମସ୍ତ ୧୪୭ ଗୋଟେ…

ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ…

ସୁନ୍ଦରଗଡ଼(୩/୧) : ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଉପଖଣ୍ଡର ୯ଟି ବ୍ଲକରୁ 38 ଟି ସାଂସ୍କୃତିକ ଦଳ…