Browsing Category

ଆଞ୍ଚଳିକ

ମାଁ ସୁରାଦେଇ ସେବାସଂଘ ଗଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ ଆଜି ମାଁ ସୁରାଦେଇ ସେବାସଂଘ ଗଠନ ଓ କର୍ମକର୍ତ୍ତା ଚୟନ ହୋଇଯାଇଛି।ଖଜୁରୀପଡା ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତର ଯୁବକ ଯୁବତୀ ସ୍ୱେଚ୍ଛାକୃତ ଭାବେ ବହୁବର୍ଷ ପୂର୍ବରୁ ବିଭିନ୍ନ ସମସ୍ୟାରେ ସାମିଲ ହୋଇ ଜନମଙ୍ଗଳ କାର୍ଯ୍ୟ କରିଆସୁଥିବା ବେଳେ…

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ, ଚାଳକ ମୃତ…

ବାଲିଗୁଡ଼ା,: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବଡ଼ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଲରେ ପଡ଼ିଲା ମୋଟରସାଇକେଲ । ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ଡାବଲାପଙ୍ଗା ଅଞ୍ଚଳର ଅଜୟ ମଳିକ ହୋଇଥିବା…

ବାଲିପଦର ଡିଗ୍ରୀ କଲେଜର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦଯାପିତ…

ବୁଗୁଡ଼ା : ତା ୨୬/୧୨/୨୨ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଡିଗ୍ରୀ କଲେଜର ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ପୋଷ୍ଯଗ୍ରାମ ଡେହୁକା ଠାରେ ଆୟୋଜିତ ଶୀତକାଳୀନ ସ୍ବତନ୍ତ୍ର ଶିବିର ଆଜି ଉଦଯାପିତ ହୋଇଯାଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ ଶିବିର ଅବସରରେ ସ୍ବେଚ୍ଛାସେବୀମାନେ…

ବିଶ୍ବ ହକିକପ୍ କୁ  ଗଞ୍ଜାମ  ଜିଲ୍ଲାରେ ଭବ୍ୟ ସ୍ବାଗତ କରାଯିବା ନେଇ ବୈଠକ…

ବ୍ରହ୍ମପୁର : ବିଶ୍ବ ହକିକପ୍ କୁ ଗଞ୍ଜାମ ଜିଲ୍ଲାରେ ଭବ୍ୟ ସ୍ବାଗତ କରାଯିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ନିରାପତ୍ତାର ସହିତ ବିଶ୍ବ ହକିକପ୍ ଟି ଯେପରି ଜିଲ୍ଲାରେ ପରିଭ୍ରମଣ କରିପାରିବ ସେଥି ସକାଶେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ କୁହାଯାଇଛି ।ବୈଠକରେ…

ଜମା ଅର୍ଥକୁ ଫେରାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ…

ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡ଼ା ପ୍ରାଥମିକ ସେବା ସମବାୟ ବ୍ୟାଙ୍କ୍ ଠାରୁ ଜମା ରାଶି ଫେରି ପାଉ ନଥିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଇଛନ୍ତି ସ୍ଥାନୀୟ ବସିନ୍ଧା। ଆଜି ବ୍ରହ୍ମପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଚାଲିଥିବା ବେଳେ…

ଜିଏସଟି ଅଧିକାରୀ କହି ଜାତୀୟ ରାଜପଥରେ ଟ୍ରକରୁ ମାଡ ମାରି ଲୁଟ ଘଟଣାରେ ୪ଜଣକୁ ଗିରଫ କଲା ଛତ୍ରପୁର ପୋଲିସ

୧ ଲକ୍ଷ ୪୦ ହଜାର ଟଙ୍କା, ୬୦ ବସ୍ତା ପାନ ମସଲା, ଦୁଇଟି କାର ଓ ୫ ଟି ଫୋନ ଜବତ, ସାମ୍ମାଦିକ ସମ୍ମିଳନୀ ସୂଚନା ଦେଲେ ଗଞ୍ଜାମ ଅତିରିକ୍ତ ଏସପି ଛତ୍ରପୁର : ଜିଏସଟି ଅଧିକାରୀ କହି ଜାତୀୟ ରାଜପଥରେ ଟ୍ରକକୁ ଅଟକାଇ ଚାଳକକୁ ମାଡ ମାରି ୬୦ ବସ୍ତା ପାନ ମସଲା ଲୁଟ ନେବାସହ ଟଙ୍କା ମାଗିବା…

ହିଞ୍ଜିଳିକାଟୁ ପୂର୍ବତନ ଵ୍ଳକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପ୍ରଧାନଙ୍କ ଦେହାନ୍ତ…

ହିଞ୍ଜିଳିକାଟୁ ୨୬।୧୨ ହିଞ୍ଜିଳିକାଟୁ ବ୍ଳକ ଶିକିରି ପଞ୍ଚାୟତର ପୂର୍ବତନ ବ୍ଳକ ଅଧ୍ୟକ୍ଷା ତଥା ଆଗ ଧାଡିର ନେତା ସୁରେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପ୍ରଧାନଙ୍କ ଦେହାନ୍ତ ।ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଶ୍ରୀମତୀ ପ୍ରଧାନ ସୋମବାର ପୂର୍ବାହ୍ନ ୯ଘଣ୍ଟ ସମୟରେ ନିଜ…

ବୁଦ୍ଧଖୋଲରେ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବଚ୍ଛତା ରକ୍ଷା କାର୍ଯ୍ୟକ୍ରମ…

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଶୈବପୀଠ ବୁଦ୍ଧଖୋଲରେ ଏକ ସ୍ବଚ୍ଛତା ରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଭାଗର ୭୦ ଜଣ ଛାତ୍ରଛାତ୍ରୀ ଅଂଶ କରି ଗଙ୍ଗାଧର, ଜଗଦେଶ୍ବର, ମକରେଶ୍ବର, ବୁଦ୍ଧେଶ୍ବର ଓ…

ଜିଲ୍ଲାସ୍ତରୀୟ କିକ ବକ୍ସିଂରେ ୧୩ ଜଣ ସ୍ବର୍ଣ୍ଣ ଓ ୧୦ଜଣ ରୌପ୍ୟ ଜିତିଲେ…

ଫୁଲବାଣୀ : କନ୍ଧମାଳରୁ ୧୯ ଜଣ ପ୍ରତିଯୋଗୀ ଡିସେମ୍ବର ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟି ଏସ ଜି ଗୁରୁକୁଳ ଗୋଠପାଟଣା, ମଲିପଡା ଠାରେ ଅନୁଷ୍ଠିତ ହେଇଥିବା ୱାକୋ ଓଡିଶା ଷ୍ଟେଟ ଆମତେର କିକ ବକ୍ସିଂ ଚାମ୍ପିୟନଶିପ ୨୦୨୨ ଚିଲଡ୍ରେନ କ୍ୟାଡ଼େ…

ଏବିଭିପିର ରାଜ୍ୟ ସହ ସମ୍ପାଦିକା ହେଲେ କନ୍ଧମାଳର ସଞ୍ଜନା କହଁର…

ଫୁଲବାଣୀ : ଅନୁଗୋଳ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି )ର ରାଜ୍ୟ ଅଧିବେଶନ ଅନୁଷ୍ଟିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲାର ଛାତ୍ରୀ ନେତ୍ରୀ ସୁଶ୍ରୀ ସଞ୍ଜନା କହଁରଙ୍କୁ ଏବିଭିପିର ରାଜ୍ୟ ସହ -ସମ୍ପାଦିକା ଭାବେ ନୂତନ ଦାଇତ୍ୱ ଦିଆଯାଇଛି l କନ୍ଧମାଳର ଆଉ ଜଣେ ଛାତ୍ରୀ…