Browsing Category

ଆଞ୍ଚଳିକ

ରିପବ୍ଲିକ ଓଡିଶା ତରଫରୁ ସମର୍ଦ୍ଧିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର

ଫୁଲବାଣୀ : କନ୍ଧମାଳର ଜଣାଶୁଣା ସାହିତ୍ୟିକ, ଶିକ୍ଷାବିତ ଓ ଗବେଷକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଓଡ଼ିଶାର ରାଜ ମିଡ଼ିଆ ଲକ୍ଷ୍ମୀ ଟେଲିଭିଯନ ନେଟୱାର୍କ ର "ରିପବ୍ଲିକ ଓଡିଶା ଚେନେଲ " ସମର୍ଦ୍ଧିତ କରିଛି l ଭୁବନେଶ୍ୱରରେ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ତାର ଷଷ୍ଠ ସ୍ଵନକ୍ଷତ୍ର…

ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ଵକପ୍ ଟ୍ରଫି ଗ୍ରସ୍ତ କାର୍ଯ୍ୟକ୍ରମ ନେଇ ବୈଠକ

ଫୁଲବାଣୀ : ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ଵକପ୍ ଟ୍ରଫି ଗସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ଵରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରଫିକୁ ମହାସମାରୋହର ସହିତ ସ୍ବାଗତ କରିବା,…

ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ଜାତୀୟ ଗଣିତ ଦିବସ ସୁଚାରୁରୂପେ ପାଳନ କରାଯାଇଛି l ବନ୍ଦନା ପ୍ରାର୍ଥନା ପରେ ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଗଣିତ ପତ୍ରବାଚନ,ଗଣିତ ପ୍ରକଳ୍ପ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅନେକ ଛାତ୍ର…

ଜାତୀୟ ଗଣିତ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ଗଣିତ ଦିବସ ପାଳନ ହୋଇ ଯାଇଛି l ଭାରତର ବିଶିଷ୍ଟ ଗାଣିତିକ ଶ୍ରୀନିବାସ ଆୟେଙ୍ଗାର ରାମାନୁଜମ ଙ୍କର ଜନ୍ମ 1887 ଡିସେମ୍ବର ବାଇଶିରେ ହୋଇଥିଲା l ମାତ୍ର ବତିଶି ବର୍ଷରେ ଦେହ ତ୍ୟାଗ କରିଥିଲେ ମଧ୍ୟ ଗଣିତରେ…

ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା

ବୁଗୁଡ଼ା : ତା ୨୨/୧୨/୨୨ : ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ୮ମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବରେ ସ୍କୁଲ ପରିଚାଳନା ନିର୍ଦ୍ଦେଶକ ଚନ୍ଦନ ଚର୍ଚ୍ଚିତ ପାତ୍ର ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା…

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ବୁଗୁଡା ବୁଗୁଡ଼ା ଏନ୍‌ଏସି ଅନ୍ତର୍ଗତ ହରଶରଣପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଦାଶ(୮୬)ଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ସକାଳ ୧୦ଟା୧୦ ସମୟରେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବହୁ ବ୍ଯକ୍ତି…

ଜିଲ୍ଲାସ୍ତରୀୟ ୧୫ତମ ଅନ୍ତରଙ୍ଗ ଯୁବ ମହୋତ୍ସବ ୨୦୨୨ ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୨/୧୨ : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଆଜି ୧୫ତମ ଜିଲ୍ଲା ସ୍ତରୀୟ ଅନ୍ତରଙ୍ଗ ଯୁବ ମହୋତ୍ସବ -୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବାରଟି ବ୍ଳକର ଅନ୍ତରଙ୍ଗ କ୍ଳବର ଯୁବକ ଯୁବତୀ ଯୋଗଦେଇ ଥିଲେ। ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୨ହଜାର ଟଙ୍କା ଜୋରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ଗଣେଶ ବେହେରା ଦଳେଈଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ…

ଡାଲା ଅଟୋ ଓଲଟି ଜଣେ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଭଗବାନପୁର-ପାଣିକେଶର ରାସ୍ତାରେ ଏକ ଡାଲା ଅଟୋ ଓଲଟି ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକ ଭଗବାନପୁର ଗ୍ରାମର ଲୋଚନ ନାୟକ(୬୦)। ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ଲୋଚନ ଏକ ଡାଲା ଅଟୋରେ ଧାନ ବସ୍ତା…

କୃଷି ବିଜ୍ଞାନ କେନ୍ଦ୍ର, କନ୍ଧମାଳଠାରେ ଦୁଇଦିନିଆ କୃଷି ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ : ଆଜି କୃଷି ବିଜ୍ଞାନ କେନ୍ଦ୍ର, କନ୍ଧମାଳର ଉଦ୍ୟାନ କୃଷି ବିଜ୍ଞାନ ବିଭାଗ ଅନ୍ତର୍ଗତ ସମନ୍ୱିତ ପ୍ରଣାଳୀରେ ଉଦ୍ୟାନ ବଗିଚା ସୃଷ୍ଟି ସମ୍ବନ୍ଧୀୟ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି ତାଲିମ କାର୍ଯ୍ୟକ୍ରମ ଟି ଉଦ୍ୟାନ କୃଷି ବୈଜ୍ଞାନିକ ଡ଼କ୍ଟର ସିଦ୍ଧାର୍ଥ…