Browsing Category

ଆଞ୍ଚଳିକ

ବି.ଆର.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଦାରିଙ୍ଗବାଡି୧୯/୧୨ : , କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଡ. ଭୀମାରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି | ଏହା ୩ ଦିନ ଧରି ଚାଲିବ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି | ଏଥିରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଳିକ ମୁଖ୍ୟ…

ଶାଶୁ ଘରେ ଝିଅକୁ ହତ୍ୟା ଅଭିଯୋଗ

ହିଞ୍ଜିଳିକାଟୁ ୧୯।୧୨ : ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମ ବୈଷ୍ଟବ ତୋଟା ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁ ଘରେ ଝିଅ କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ସୁଦଷ୍ଟା ପରିଡା (୨୪) ଙ୍କ ମା ବାସନ୍ତୀ ପରିଡା ଏପରି ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ…

କେଭିଏସ ଠାରେ ଅଜା ଆଇ ଦିବସ ପାଳିତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଗ୍ରାଣ୍ଡ ପେରେଣ୍ଟସଡେ ବା ଅଜା,ଆଈ ଦିବସ ବିଦ୍ୟାଳୟର ଛୋଟ ଛୋଟ ଛୁଆ ମାନଙ୍କୁ ନେଇ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ନବୋଦୟ ବିଦ୍ୟାଳୟ ଅବସରପ୍ରାପ୍ତ ଭାଇସ୍ ପିରିନ୍ସପାଲ ତଥା…

ଉତ୍ତମ ଶରୀର ଗଠନ ପାଇଁ କ୍ରୀଡା ଏକ ମାଧ୍ୟମ : ଛତ୍ରପୁର ବିଧାୟକ

ଗଞ୍ଜାମ : ହକି ବିଶ୍ୱକପ ଅବସରରେ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା l ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ l ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ସନାତନ…

ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ

ରଙ୍ଗେଇଲୁଣ୍ଡା : ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା, ଅପବୟିତା ଓ ଆତ୍ମସାତ ଘଟଣାରେ ବିଶ୍ବମ୍ବର ପାତ୍ରଙ୍କ ପକ୍ଷରୁ ବିଭିନ୍ନ ଘଟଣା ଓ ବିଭିନ୍ନ ସମୟରେ ହୋଇଥିବା ଅଭିଯୋଗ ଉପରେ ସରକାର, ଭିଜିଲାନ୍ସ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ…

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା

ବୁଗୁଡ଼ା : ସ୍ଥାନୀୟ ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୩ତମ ବାର୍ଷିକ କ୍ରୀଡା ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁଙ୍କ ଦ୍ବାରା କ୍ରୀଡା ପତାକା ଉତ୍ତୋଳନ ଏବଂ ଛାତ୍ରୀଙ୍କ ଶପଥ ଗ୍ରହଣ ପରେ ରନିଙ୍ଗ୍, ସଟପୁଟ୍…

ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଶ୍ରମମନ୍ତ୍ରୀ

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇ ଆଜି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ୭ଟି ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବୁଗୁଡ଼ା ବ୍ଲକ ଅନ୍ତର୍ଗତ କୁଶପଲ୍ଲୀ, କତକଲା, ଟଭାପଲ୍ଲୀ, ଶଙ୍କୁରୁ , ଗୁଡ଼ିପଲ୍ଲୀ,…

ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ହିଞ୍ଜିଳିକାଟୁ ୧୯।୧୨ : ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମମ ନିମନ୍ତେ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ଠିକାଦାର ମାଟି ଖୋଳି ପକାଇ ମାଟି କୁଆଡେ ଗଲା କିଏ ଜାଣିଲେ ନାହିଁ। ଅନ୍ୟପକ୍ଷରେ ସେଠାରେ କୁତ୍ରିମ ବନ୍ଧ ହୋଇ ଆଵର୍ଜନା ସହ ଅବ୍ୟବହୃତ ପରିବା ଓ ଘାସ ରେ…

ଭିନ୍ନକ୍ଷମ କୁଶ ମୁଦଳିଙ୍କୁ ସହାୟତା ଲାଗି ଦାବୀ

ଉମରକୋଟ : ଭାରତ ଯେଉଁଠି 76 ତମ ସ୍ଵର୍ଣ ଜୟନ୍ତୀ ପାଳନ କରୁଛି ସେହି ଭାରତରେ ଦୁର୍ଗମ ଅଞ୍ଚଳର ଆଦିବାସୀମାନେ ବିଭିନ୍ନ ସମୟରେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାର ଖବର ନା ପ୍ରଶାସନ ପାଖରେ ପହଞ୍ଚୁଛି ନା ଶୁଣୁଛନ୍ତି ସରପଞ୍ଚ ନା ବ୍ଲକର ବିଡ଼ିଓ l ଏହି ପରି ଏକ ଦୃଶ୍ୟ…

ହାଇୱା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ମୃତ ଯୁବକ ଦୁଇଜଣ ବଡ଼ଗାଁ ଅଞ୍ଚଳର ରାକେଶ ମଲ୍ଲିକ(ଲିଚୁ) ଓ ଅଚ୍ୟୁତାନନ୍ଦ ନାୟକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ରବିବାର ରାତି ପ୍ରାୟ ୧୦ଟା ସମୟରେ ବଡ଼ଗାଁ ଅଞ୍ଚଳର ଦୁଇ ଜଣ…