Browsing Category

ଆଞ୍ଚଳିକ

ରଘୁ ଦିବାକର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ରଣପୁର ବ୍ଲକ ଅଧ୍ୟକ୍ଷା

ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ କନ୍ଧନୟାଗଡ଼ ପଞ୍ଚାୟତ ଅଧିନସ୍ଥ ରଘୁ ଦିବାକର ଉଚ୍ଚ ବିଦ୍ୟାଳୟ କୁ ଗୁରୁବାର ଦିନ ଅପରାହ୍ନ ସମୟରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପରିଦର୍ଶନ କରିଛନ୍ତି । ୧୯୬୮ମସିହାରେ ନିର୍ମିତ ଏହି ବିଦ୍ୟାଳୟରେ ପ୍ରଥମ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା ସମେତ…

ବାଲିଗୁଡା : ଶୁକ୍ରବାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ବଳିଦାନ ଦିବସ ପାଳନ ପାଇଁ ଜାଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ଉତ୍ସବ ମୁଖର ହୋଇ ଉଠିଛି । ବିଶ୍ଵହିନ୍ଦୁ ପରିଷଦର ବିଭିନ୍ନ ଅଞ୍ଚଳ ରୁ ସାଧୁସନ୍ଥ ମାନେ ଆସି ପହଞ୍ଚିଗଲେଣି । ଆଶ୍ରମ ପରିସର ଏବେ ଭକ୍ତିମୟ ପରିସର । ଉତ୍ସବକୁ

ତୃଣମୂଳ ସ୍ତରରେ ସରକାରୀ ସେବାର ଗୁଣବତ୍ତା ଅନୁଧ୍ୟାନ କଲେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡ଼ିକର ବାର୍ଷିକ ଯାଞ୍ଚ ସମ୍ପାଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ଗ୍ରାମପଞ୍ଚାୟତ

ମାଲକାନଗିରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ୟାପକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୫୩୪୮ (ତା: ୩୧.୦୮.୨୦୨୬) ଅନୁଯାୟୀ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ବ୍ୟାପକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଜିଲ୍ଲାର

ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ: ଶୋଇଥିବା ଅବସ୍ଥାରେ ଘଟିଲା ଅଘଟଣ

ବୀରମିତ୍ରପୁର : ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଗୋପୁର ପୂର୍ଣ୍ଣାଟୋଲି ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ବିଶ୍ରାମ ଭେଙ୍ଗ୍ରାଙ୍କ ପତ୍ନୀ ଫିଲୋମିନା

କୋରାପୁଟ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ (SIR-2026) ସମୀକ୍ଷା: ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ବାଚନ…

କୋରାପୁଟ : କୋରାପୁଟ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ତୀବ୍ର ଭୋଟର ତାଲିକା ସଂଶୋଧନ (Special Intensive Revision - SIR-2026) କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଗୁରୁବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ନିର୍ବାଚନ

ବିଜେପି ମଣ୍ଡଳର ମାସିକ ବୈଠକ, ସେବା ସଙ୍କଳ୍ପ ଅଭିଯାନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଧାନ ମଣ୍ଡି ପରିସରରେ ଗୁରୁବାର ବିଜେପି ପକ୍ଷରୁ ମାସିକ ବୈଠକ, ସେବା ସଙ୍କଳ୍ପ ଅଭିଯାନ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ କାଲିମେଳା ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟି, ଜିଲ୍ଲା

ନାଳନ୍ଦା ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଆଇନ ସଚେତନତା

ବ୍ରହ୍ମପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ବ୍ରହ୍ମପୁରସ୍ଥିତ ନାଳନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମର ସଚିବ ବ୍ୟୋମକେଶ ନାୟକଙ୍କ

ଗ୍ରେସିଙ୍ଗିଆ ପ୍ରାଇମେରୀ ସବ୍‌ଷ୍ଟେସନ୍‌ କାର୍ଯ୍ୟକ୍ଷମ; ଉପକୃତ ହେବେ କନ୍ଧମାଳର ୪,୦୦୦ ଉପଭୋକ୍ତା

୬ଟି ଗ୍ରାମ ପଞ୍ଚାୟତକୁ ଉନ୍ନତ ବିଦ୍ୟୁତ ଯୋଗାଣ ପାହାଡ଼ିଆ ଅଞ୍ଚଳରେ ଅଧିକ ସୁଦୃଢ଼ ହେବ ବିଦ୍ୟୁତ ନେଟୱର୍କ ବିଦ୍ୟୁତ ଯୋଗାଣରେ ବଢୁଛି ନିର୍ଭରଯୋଗ୍ୟତା ବ୍ରହ୍ମପୁର : କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଅଧିକ ପରିବାର ଓ ସମୁଦାୟଙ୍କ ନିକଟରେ ନିର୍ଭରଯୋଗ୍ୟ ଓ ଗୁଣାତ୍ମକ

୧୦ ଦଫା ଦାବି ନେଇ ଓଡ଼ଗାଁ ଏବିଭିପିର ଦାବିପତ୍ର

ନୟାଗଡ଼ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା, ପରିଚାଳନା କମିଟି ଗଠନ, ଛାତ୍ର ସଂସଦ ନିର୍ବାଚନ, ମହାବିଦ୍ୟାଳୟର ଶିକ୍ଷା