Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଛଅଫୁଟର ଅଜଗର ସାପ ଉଦ୍ଧାର
ଫୁଲବାଣୀ :-ଆଜି ସକାଳ ସମୟରେ ଫୁଲବାଣୀ ସହର ଠାରୁ କିଛି ଦୂର ଡ଼ାଙ୍ଗାଣିକିଆ ଗ୍ରାମରେ ଏକ ଛଅ ଫୁଟର ଅଜଗର ସାପ ପଶିଯାଇଥିବା ନେଇ କଂସ ଦିଗାଲ ନାମକ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ ଆବାହକ ଭି ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ l ଖବର ପାଇ ସଙ୍ଗେ ସଙ୍ଗେ ଟିମ୍ ସଦସ୍ୟ ସାଇରାମ!-->!-->!-->…
ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ସଂପାଦକ ସମୀର କୁମାର ପାଢ଼ୀ ବାର୍ଷିକୀ ବିବରଣୀ ପଠନ କରିଥିଲେ। କୋଷାଧ୍ୟକ୍ଷ ଏସ ଅଶୋକ କୁମାର ପାତ୍ର!-->…
ବୁଦ୍ଧଖୋଲ ମହୋତ୍ସବ ପାଇଁ ଦ୍ବିତୀୟ ପ୍ରସ୍ତୁତି ବୈଠକ
ବୁଗୁଡ଼ା : ଆସନ୍ତା ବର୍ଷ ଜାନୁଆରୀ ମାସ ୨୭ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ବୁଦ୍ଧଖୋଲ ମହୋତ୍ସବ ପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତିର ଉପଦେଷ୍ଟା କବିରାଜ ଗୌଡଙ୍କ ଅଧ୍ଯକ୍ଷତାରେ ଦ୍ବିତୀୟ ପ୍ରସ୍ତୁତି ବୈଠକ ବୁଦ୍ଧଖୋଲ ପାଦଦେଶସ୍ଥ ଓଟିଡିସି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ!-->…
ହାଇକୋର୍ଟ ବିଚାରପତିଙ୍କ ହିଂଜିଳିକାଟୁ ଗସ୍ତ
ହିଞ୍ଜିଳିକାଟୁ (୪ା୧୨) : ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ପ୍ରୋଟକଲ ଡ଼ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ରବିବାର ପୂର୍ବାହ୍ନରେ ହିଂଜିଳିକାଟୁ ଜେଏମଏଫସି କୋର୍ଟ ପରିଦର୍ଶନ କରିଛନ୍ତି । ଜେଏମଏଫସି , ସବ ଜଜ୍ କୋର୍ଟରେ ପୁରୁଣା ମାମଲା ଗୁଡ଼ିକର ଫୈସଲା ଓ ବିଚାରଧୀନ ମାମଲା ଗୁଡ଼ିକର ସ୍ଥିତି ସମ୍ପର୍କରେ!-->…
ପ୍ରାଥମିକ ଏକ୍ସକ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବୀପତ୍ର
ଦାରିଙ୍ଗବାଡ଼ି,୪/୧୨ : ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୮ ଦଫା ଦାବି ନେଇ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ସ୍ମାରକ ପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ପ୍ରଦାନ କରିଛନ୍ତି। ୮ ଦଫା!-->…
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ…
ବିଭାଗୀୟ ଅଧିକାରୀ ଓ ଠିକାଦାର ମିଳିମିଶି ଖାଇଗଲେ ୫ବର୍ଷିୟା ମରାମତି ଟଙ୍କା..!
ଫଲଗୁ ସାହିତ୍ୟ ସଂସଦ ତରଫରୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି…
ବ୍ରହ୍ମପୁର :ଫଲଗୁ ସାହିତ୍ୟ ସଂସଦର ବରିଷ୍ଠ ଉପଦେଷ୍ଟା ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମୃତି ଚାରଣ ସଭା ରେ ବହୁ ବରିଷ୍ଠ ଶିକ୍ଷାବିତ୍ କବି ଲେଖକ ଗବେଷକ ଏବଂ ଅଧ୍ୟାପକ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ଜୀବନ ବ୍ଯାପି ସାଧନା ଏବଂ ତାଙ୍କର!-->…
ଫଲଗୁ ସାହିତ୍ୟ ସଂସଦ ତରଫରୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି…
ବ୍ରହ୍ମପୁର :ଫଲଗୁ ସାହିତ୍ୟ ସଂସଦର ବରିଷ୍ଠ ଉପଦେଷ୍ଟା ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମୃତି ଚାରଣ ସଭା ରେ ବହୁ ବରିଷ୍ଠ ଶିକ୍ଷାବିତ୍ କବି ଲେଖକ ଗବେଷକ ଏବଂ ଅଧ୍ୟାପକ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ଜୀବନ ବ୍ଯାପି ସାଧନା ଏବଂ ତାଙ୍କର!-->…
୧୭ ବର୍ଷରୁ ଉର୍ଦ୍ଧ୍ବ ଯୁବକମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜିକରଣ ନିମନ୍ତେ ଗୁରୁତ୍ବାରୋପ
ବ୍ରହ୍ମପୁର : ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ଚାଲିଛି । ଚଳିତ ନଭେମ୍ବର ୯ ତାରିଖରେ ଭୋଟର ତାଲିକା ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯାଇଥିଲା । ଏହି ତାଲିକାରେ ଥିବା ଭୋଟର ମାନଙ୍କର ତଥ୍ୟ କିଭଳି ନିର୍ଭୁଲ ଭାବରେ ଲିପିବଦ୍ଧ ହେବ ସେଥି!-->…
ଜିଲ୍ଲାସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଦୀର୍ଘ ୧୫ ବର୍ଷ ଧରି ପାଳିତ ହୋଇ ଆସୁଥିବା ‘ବିଶ୍ୱ ଦିବ୍ୟାଙ୍ଗ ଦିବସ’ ଚଳିତ ବର୍ଷ ଛତ୍ରପୁର ଷ୍ଟାଡିୟମ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ଏହି!-->…