Browsing Category

ଆଞ୍ଚଳିକ

ନବଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଏବଂ ଅଧ୍ୟାପକଙ୍କୁ ବିଦାୟ ସମ୍ବର୍ଦ୍ଧନା

ବୁଗୁଡା : ସ୍ଥାନୀୟ ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ବିଭାଗୀୟ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଏବଂ ସ୍ଥାନାନ୍ତରିତ ଅଧ୍ଯାପକଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ରଜନୀ କାନ୍ତ ଦାଶଙ୍କ…

ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ଅଚାନକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ଦାରିଙ୍ଗବାଡ଼ି,୩/୧୨ : ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଅତର୍କିତ ଭାବେ ବ୍ଲକ ପ୍ରଶାସନ ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ତହସିଲଦାର ଡା.ଅଶୋକ କୁମାର ସାହୁ ଏବଂ ଥାନା ଅଧିକାରୀ କୌସିକ ମାଝୀ ପରିଦର୍ଶନରେ ପହଞ୍ଚି ଥିଲେ । ବିଭିନ୍ନ ସମସ୍ୟା ଓ ସୁବିଧା ସମ୍ପର୍କରେ…

ସୁନ୍ଦରଗଡ଼ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ସୁନ୍ଦରଗଡ଼ : ଭିନ୍ନକ୍ଷମମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବା ତଥା ସାଧାରଣ ଲୋକଙ୍କ ଭଳି ସେମାନଙ୍କୁ ଅଧିକାର ଏବଂ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୩ ତାରିଖକୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଛି। ଶନିବାର ଦିନ…

‘ମହିଳା ଥାନା, ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ଓ ଦକ୍ଷତା’ ପ୍ରସଙ୍ଗରେ ସଚେତନତା କର୍ମଶାଳା

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଆକ୍ସନ ଏଡ୍ ର ମିଳିତ ଉଦ୍ୟମରେ 'ମହିଳା ଥାନା, ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ଓ ଦକ୍ଷତା' ପ୍ରସଙ୍ଗରେ ସଚେତନତା ଆଜି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଜାତୀୟ ମହିଳା କମିଶନ ଙ୍କ ସହଯୋଗରେ ଆୟୋଜିତ ଏହି…

୧୫ ଫୁଟିଆ ଅହିରାଜ ସାପ ଉଦ୍ଧାର

ବୁଗୁଡ଼ା : ବୁଗୁଡ଼ା ବ୍ଲକ କୁଆଁନଳା ଗ୍ରାମର ଜନବସତି ନିକଟସ୍ଥ ବିଲମାଳରୁ ଏକ ୧୫ ଫୁଟିଆ ଅହିରାଜ ସାପକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ କୁଆଁନଳା ଗାଁର ବିଲମାଳରେ ଲୋକେ ଧାନ କାଟୁଥିବା ବେଳେ ବିରାଟକାୟ ଅହିରାଜ ସାପଟିଏ ଦେଖିବାକୁ ପାଇଲେ ।…

ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ଦେହାବସାନରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଗଞ୍ଜାମ ଜିଲ୍ଲା ପୁସ୍ତକମେଳାର ଶୋକ

ବ୍ରହ୍ମପୁର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ତରଫରୁ ଗୋସାଣୀ ନୂଆଗାଁ ସ୍ଥିତ ପୁସ୍ତକ ମେଳା କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟବିଭାଗ ପ୍ରାକ୍ତନ ପ୍ରଫେସର୍ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ…

ଦାରିଙ୍ଗବାଡ଼ିରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ

ଦାରିଙ୍ଗବାଡ଼ି,୩/୧୨ : ଦାରିଙ୍ଗବାଡ଼ି ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଯୁବ ଭିନ୍ନକ୍ଷମ ସଂଗଠନ ପକ୍ଷରୁ ଏହି ଦିବସ ପାଳନ ପାଇଁ ସମସ୍ତ ଆୟୋଜନ କରିଥିଲେ । ବ୍ଳକର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ତ ଦିବ୍ୟାଙ୍ଗ କୁନିକୁନି ଶିଶୁ, ବାର୍ଦ୍ଧକ୍ୟ…

ବ୍ଲକସ୍ତରୀୟ “ସର୍ଗିଫୁଲ” ପ୍ରତିଭାଚୟନ ପ୍ରତିଯୋଗିତା

ଦାରିଙ୍ଗବାଡି, (୦୩/୧୧) : ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ହୋଇଥିବା ସର୍ଗିଫୁଲ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଉଦ୍‌ଘାଟନ…

ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ

ହିଞ୍ଜିଳିକାଟୁ ୩।୧୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଓଡ଼ ନଂ ୧୧ ଶଙ୍କର ସାହୁ ଜଣେ ଗରିବ ଓ ଦିନମଜୁରୀଆ ଅଟନ୍ତି । ଆର୍ଥିକ ଅନଟନ ମଧ୍ୟରେ ଚଳୁଥିବା ବେଳେ ତାଙ୍କ ୧୦ ଵର୍ଷର ଝିଅ ସୁମିତ୍ରାର ଦେହ ଅସୁସ୍ଥ ହେବାରୁ ଉପଯୁକ୍ତ ଚିକିତ୍ସା ନିମନ୍ତେ ତାଙ୍କ ନିକଟରେ ଅର୍ଥାଭାବ ଦେଖାଦେଇଥିଲା।…

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଆଶାକର୍ମୀଙ୍କ ଗଣଧାରଣା

ହିଞ୍ଜିଳିକାଟୁ (୩।୧୨) : ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ୪ଦଫା ଦାବି ନେଇ ଶନିବାର ଓଡ଼ିଶା ରାଜ୍ୟ ଆଶାକର୍ମି ସଂଘ ପକ୍ଷରୁ ଗଣଧାରଣା ଦିଆଯାଇଛି। ଭାରତୀୟ ମଜଦୁର ସଂଘ ଡାକରାରେ ୪ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ହିଞ୍ଜିଳିକାଟୁ ଆଶାକର୍ମି ସଂଘ ସଭାପତି…