Browsing Category

ଆଞ୍ଚଳିକ

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୁଗୁଡା : ବୁଗୁଡ଼ା ବ୍ଲକର ଅନ୍ତରପଡା ଗ୍ରାମସ୍ଥ ଶାହଙ୍କୁଳାଈ ବିଦ୍ଯାପୀଠ ପକ୍ଷରୁ ପ୍ରଧାନଶିକ୍ଷକ କୃତିବାସ ପଟ୍ଟନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅନ୍ତରପଡା ସରପଞ୍ଚ ବସନ୍ତ…

ଅନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବୁଗୁଡ଼ା : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ବାଲିପଦର ଆଞ୍ଚଳିକ ଡିଗ୍ରୀ କଲେଜ ପକ୍ଷରୁ ସ୍ବପରିସରରେ ଆୟୋଜିତ ୧୪ତମ ଅନ୍ତଃମହାବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ…

ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର : ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଛତ୍ରପୁର ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଅଧ୍ୟକ୍ଷତା କରି ଉପଖଣ୍ଡ ସ୍ତରରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା…

ଫୁଲବାଣୀ ସଦର ମହକୁମାଠାରେ ଏଡସ ଦିବସ ପାଳିତ

ଫୁଲବାଣୀ : ଆଜି ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଡସ ଦିବସ ପାଳିତ ହୋଇଯାଇଛି l ସକାଳ ପ୍ରାୟ ୯ ଟା ସମୟରେ ସ୍ଵାସ୍ଥ୍ୟ ତାଲିମ ଛାତ୍ରୀ ମାନେ, ସ୍କାଉଟ୍ ଗାଇଡ, ଜୁନିଅର ରେଡକ୍ରସ, ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ, ଟ୍ରାନ୍ସ ଜେଣ୍ଡର କମିଟି ଓ ସ୍ଵେଚ୍ଛାସେବୀ…

ବିଭିନ୍ନ ସ୍ଥାନରେ ବିଶ୍ଵ ଏଡ଼ସ ଦିବସ ପାଳିତ

ଫୁଲବାଣୀ : ୦୧।୧୨: କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ବିଭିନ୍ନ ସ୍ଥାନ ରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଛି। ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗୋଷ୍ଠୀ…

ଦାରିଙ୍ଗବାଡିରେ ଇକୋରିଟ୍ରିଟର ଶୁଭାରମ୍ଭ

ଦାରିଙ୍ଗବାଡ଼ି, ୦୧/୧୨ : ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ କୁହା ଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ତୃତୀୟ ଥର ପାଇଁ ଇକୋରିଟ୍ରିଟ ର ସୁଭାରମ୍ଭ ହୋଇଛି। ଭିଡ଼ିଓ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏକାଧିକ ସ୍ଥାନରେ ଶୁଭ ଉଦଘାଟନ କରିଛନ୍ତି ।…

ପିପୁଲ୍ସ କଲେଜରେ ବିଶ୍ବ ଏଡ୍ସ ଦିବସ ପାଳିତ

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ତରଫରୁ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଯୁବ ରେଡକ୍ରସର ସଂଯୋଜକ ବିନୋଦ କୁମାର କରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ…

ବାଲିପଦରରେ ମହାଲକ୍ଷ୍ମୀ ପୂଜା

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗାଁରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଶ୍ରୀରାମ ପରିବା ସଙ୍ଘ ଓ ବଣିକ ସଙ୍ଘର ମିଳିତ ଉଦ୍ୟମରେ ବସଷ୍ଟାଣ୍ଡ ଛକରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମହାଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରା ଯାଉଛି l…

ସୋନାପୁର ବେଳାଭୂମିରେ ଆରମ୍ଭ ହେଲା ଇକୋ ରିଟ୍ରେଟ୍ କିକ୍ ଷ୍ଟାର୍ଟ

ବ୍ରହ୍ମପୁର : ଓଡିଶା ପର୍ଯ୍ୟଟନ ବିଭାଗର ପ୍ରୟାସ କ୍ରମେ ସୋନାପୁର ଠାରେ ଆରମ୍ଭ ହୋଇଛି ‘ଇକୋ ରିଟ୍ରେଟ୍’ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁରୁବାର ପୂର୍ବାହ୍ନ ସମୟରେ ଓଡିଶାର ୭ ଗୋଟି ପର୍ଯ୍ୟଟନ ସ୍ଥଳୀରେ ‘ଇକୋ ରିଟ୍ରେଟ୍‘…

ରାଜ ରାସ୍ତା ରେ ମାଣ ବସେଇ ଲକ୍ଷ୍ମୀ ପୁରାଣ ଗାଇଲେ ଧାରଣା ରତ ଅଙ୍ଗନବାଡି କର୍ମୀ…

ନବରଙ୍ଗପୁର :ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣରତ ଅଙ୍ଗନବାଡି କର୍ମୀ ରାଜ ରାସ୍ତା ରେ ମାଣ ବସେଇ ପାଳିଲେ ଗୁରୁବାର ବ୍ରତ ଆଉ ପଢିଲେ ଲକ୍ଷ୍ମୀ ପୁରାଣ ,ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ,ଆଜି ପଞ୍ଚମ ଦିନରେ କୋଷଗୁମୁଡ଼ାବ୍ଲକ ର ଶତାଧିକ ଅଙ୍ଗନବାଡି କର୍ମୀ କାର୍ଯ୍ୟ ବନ୍ଦ ର ଡାକରା ଦେଇ…