Browsing Category

ଆଞ୍ଚଳିକ

ଶ୍ରୀଅରବିନ୍ଦଙ୍କ ସିଦ୍ଧି ଦିବସ ପାଳିତ

ବୁଗୁଡ଼ା : ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସ୍ବପରିସରରେ ଶ୍ରୀ ଅରବିନ୍ଦଙ୍କ ୯୭ତମ ସିଦ୍ଧି ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ପ୍ରାତଃ କାଳରେ ମନ୍ତ୍ରଜପ ଓ ପୂର୍ବାହ୍ନରେ ମାତୃ ପତାକା ଉତ୍ତୋଳନ ସହ ଶିକ୍ଷାକେନ୍ଦ୍ରର ସଭାପତି ୟୁ.ପୂର୍ଣ୍ଣଚନ୍ଦ୍ର…

ଆନ୍ତର୍ଜାତୀୟ ମହିଳା ହିଂସା ମୁକ୍ତ ସମାଜ ଗଠନ କରିବା ଦିବସ ଉପଲକ୍ଷେ ୧୫ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ

ବ୍ରହ୍ମପୁର(୨୪/୧୧) : ହିଂସା ମୁକ୍ତ ମହିଳା ସମାଜ ଗଠନ ନିମନ୍ତେ ପଦକ୍ଷେପ ହେଲା ମହିଳା ପ୍ରତି ସମ୍ମାନ ଓ ସଚେତନ ସମାନ ଅଧିକାର ଏବଂ ସର୍ବପରି ସୁଯୋଗ ମିଳିବା । ଆଜିର ସମାଜରେ ମହିଳା ସଶକ୍ତିକରଣ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମହିଳା ନିଜେ ସଶକ୍ତିକରଣ ହୋଇଛି, ଏହା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା

ଫୁଲବାଣୀ(୨୪/୧୧) : କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି କର୍ମି ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଅଙ୍ଗନବାଡି କର୍ମି ଦିବା ୧୦ ଘଟିକାରୁ ଧାରଣାରେ ବସିଛନ୍ତି l କାରଣ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡି କର୍ମି ମାନେ ୨୦୨୧ କୋ କୋଭିଡ ମହାମାରୀ ଭଳି…

ମାଲକାନଗିରିରେ ଶୁଭାରମ୍ଭ ହେଲା ଆନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ଵାରା ଅମ୍ଳାନ ( ଆନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସ୍ଥାନୀୟ ବୁଟିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅତିରିକ୍ତ…

ଖଣ୍ଡିୟ ବନାଧିକାରୀ ଙ୍କ ସଭାଗୃହ ଠାରେ ଦୁଇ ଦିନିଆ ସବୁଜ ବାହିନୀ (eco-club) କର୍ମଶାଳା ଆୟୋଜିତ…

ମାଲକାନଗିରି : ମାଲକାନଗିରି ଖଣ୍ଡିୟ ବନାଧିକାରୀ ଙ୍କ ସଭାଗୃହ ଠାରେ ଦୁଇଦିନିଆ ସବୁଜ ବାହିନୀ (eco club) କର୍ମଶାଳା ଆୟୋଜିତ ହୋଇଛି । ଉକ୍ତ କର୍ମଶାଳା କୁ ଖଣ୍ଡିୟ ବନାଧିକାରୀ ଶ୍ରୀ ପ୍ରତାପ କତାପାଲି ପ୍ରଦୀପ ପ୍ରଜ୍ଵଳନ କରି ଆରମ୍ଭ କରିଥିଲା ବେଳେ ସବୁଜ ବାହିନୀ ମାଷ୍ଟର ଟ୍ରେନର…

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ ସ୍ଵାଗତ ଓ ଅଭିନନ୍ଦନ…

ସମ୍ବଲପୁର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ଲକ୍ଷ ଲକ୍ଷ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କରିଥିବା ଘୋଷଣାକୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ସ୍ଵାଗତ…

ଚିତ୍ରକୋଣ୍ଡାରେ ସତ୍ୟସାଇଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳିତ

ଚିତ୍ରକୋଣ୍ଡା (୨୩/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସତ୍ୟସାଇ ସମିତି ଆନୁକୂଲ୍ୟରେ ସାଇ ମନ୍ଦିର ଠାରେ ସତ୍ୟ ସାଇ ବାବା ଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି l ଆଜି ସତ୍ୟସାଇ ସମିତି ପକ୍ଷରୁ ପ୍ରତିବର୍ଷ ଭଳି ପୂର୍ବ ଯୋଜନା ମୁତାବକ ପ୍ରଭାତ ସମୟରେ ପ୍ରଶାନ୍ତି ପତାକା…

ଚିତ୍ରକୋଣ୍ଡାରେ ବିଭିନ୍ନ ଦାବି ନେଇ ଅଙ୍ଗନବାଡି କର୍ମିଙ୍କ ଧାରଣା

ଚିତ୍ରକୋଣ୍ଡା (୨୩/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆଇସିଡିଏସ କାର୍ଯ୍ୟାଳୟ ଆଗରେ ଗଲା କାଲି ଠାରୁ ଠିକା କର୍ମଚାରୀ ଅଙ୍ଗନବାଡି କର୍ମି ଏବଂ ଅଙ୍ଗନବାଡି ହେଲ୍ପର ମାନେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଭଳି ବିଭିନ୍ନ ଦାବି ପ୍ରତିବାଦରେ ନିଜ କାର୍ଯ୍ୟାଳୟ ଆଗରେ ଏକତ୍ରିତ…

ଜିଲ୍ଲା ପ୍ରଶାସନ ଓ ବିଏସଏଫ ମିଳିତ ଉଦ୍ୟମରେ ସ୍ୱାଭିମାନ ଅଞ୍ଚଳରେ କମ୍ପ୍ୟୁଟର ଶିକ୍ଷା ଆରମ୍ଭ

ଚିତ୍ରକୋଣ୍ଡା (୨୩/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ କମ୍ପ୍ୟୁଟର ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ବିଏସଏଫ ର ମିଳିତ ଉଦ୍ୟମରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜନ୍ତାପାଇ ଠାରେ ସ୍ୱାଭିମାନ ଅଞ୍ଚଳର ପିଲାମାନଙ୍କ…

କଟ୍ରିଙ୍ଗିଆ ଗ୍ରାମପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

ଫୁଲବାଣୀ: ବୁଧବାର ଦିନ କନ୍ଧମାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀମତୀ ପ୍ରତିଭା କହଁରଙ୍କ ସଭାପତିତ୍ୱରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମ ସଭାରେ ଗ୍ରାମ ପଞ୍ଚାୟତର ୧୮ଗୋଟି ୱାର୍ଡର ସମସ୍ତ ୱାର୍ଡ ମେମ୍ବର ଏବଂ ଗ୍ରାମବାସୀ…