Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଶିଶୁ କାଠ ଜବତ, ଜଣେ ଅଭିଯୁକ୍ତ ଗିରଫ
ଚିତ୍ରକୋଣ୍ଡା (୨/୧୧) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଗଲା କାଲି ୨୫ଟି ଶିଶୁ କାଠ ଜବତ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ବଡପଦର ପଞ୍ଚାୟତ ରେଖାପାଲି ବିଟ ଦାରାକୋଣ୍ଡା ଛକ ନିକଟରୁ ଏକ ମହିନ୍ଦ୍ରା ଟ୍ରାକ୍ଟରରେ ୨୫ ଗୋଟି ଶିଶୁ କାଠ ଚାଲାଣ କରୁଥିବା ବେଳେ!-->…
ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଭୋଟର ସଂଶୋଧନ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର : ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କ ସଂଯୋଜନାରେ ଭୋଟ ତାଲିକା ସଂଶୋଧନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୮ ବୟସରୁ ଉର୍ଦ୍ଧ୍ୱ ବୟସ୍କ ଛାତ୍ରଛାତ୍ରୀ ମାନେ କିଭଳି ଆଗାମୀ ନିର୍ବାଚନ ରେ ସଠିକ୍ ଭୁମିକା!-->…
ଛତ୍ରପୁରଠାରେ କୃଷି ରଥ ଶୁଭାରମ୍ଭ
ଛତ୍ରପୁର : ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏକ କୃଷି ରଥ ର ଶୁଭାରମ୍ଭ ହୋଇଯାଇଛି l ଏହାକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲୀପ କୁମାର ଖୁଣ୍ଟିଆ,ତହସିଲଦାର ପ୍ରକାଶ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା ଓ କୃଷି ଜିଲ୍ଲା ଅଧିକାରୀ!-->…
କଂଗ୍ରେସର ଦୁଇ କାଉନସିଲରଙ୍କୁ ଅଣଦେଖା ଅଭିଯୋଗ : ୭ଦଫା ଦାବି ନେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ବାଲିଗୁଡ଼ା : ଦୁଇ କାଉନସିଲର ଙ୍କୁ ଏନ୍ଏସି ପକ୍ଷରୁ ଅଣଦେଖା ଅଭିଯୋଗ । ନ୍ୟାୟ ଦାବିରେ ୭ଦଫା ଦାବି ନେଇ ଏନ୍ଏସି କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୁଇ କାଉଁସିଲର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିରେ। ସୂଚନା ପ୍ରକାରେ ପ୍ରତ୍ୟେକ ମାସରେ!-->…
ଭ୍ରାମ୍ୟମାଣ ପ୍ରସବ ଯାନର ଶୁଭାରମ୍ଭ
ଦାରିଙ୍ଗବାଡ଼ି, ୨୨/୧୧ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ଗ୍ରାମ ପଞ୍ଚାୟତରେ ପ୍ରସବଜନିତ ସମସ୍ୟାକୁ ଦୂରକରିବା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଡେଲିଭେରି ଭ୍ୟାନର ଶୁଭାରମ୍ଭ!-->…
ଉପାନ୍ତ ଇଲାକାରେ ଜନସମ୍ପର୍କ ପଦଯାତ୍ରା
ଦାରିଙ୍ଗବାଡ଼ି, ୨୨/୧୧, ବିଜୁ ଜନତା ଦଳ ପକ୍ଷରୁ ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତ ରେ ଆଜି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ!-->…
ଚାଷୀଙ୍କପାଇଁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୁରୁପଡା ପଦାସାହିରେ ଚାଷୀଙ୍କ ସୁବିଧା ନିମନ୍ତେ ସରକାରଙ୍କ ତରଫରୁ ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ଉଠାଜଳସେଚନ ତଥା ଲିଫ୍ଟ ମାଧ୍ୟମରେ ଯୋଗାଇ ଦିଆଯାଇଛି ସତ କିନ୍ତୁ ନିର୍ମାଣ ହେବାର ଆଠ ମାସ ବିତିଯାଇଥିଲେ ସୁଧା ଚାଷ!-->…
ଦାଇଗୁଡ଼ା ବନସୁରକ୍ଷା ସମିତି ଅଞ୍ଚଳରୁ ଦୁର୍ଲଭ ପେଚା ଉଦ୍ଧାର…
ମାଲକାନଗିରି : ମାଥିଲି ବନାଞ୍ଚଳ ଅନ୍ତର୍ଗତ ଦାଇଗୁଡ଼ା ବନସୁରକ୍ଷା ସମିତି ଅଞ୍ଚଳରୁ ଦୁର୍ଲଭ ପେଚା ଉଦ୍ଧାର । ଗତ ରାତି ଏକ ଦୁର୍ଲଭ ପେଚା ଦାଇଗୁଦା ର ପଡ଼ା ଗ୍ରାମ ରାମାଗୁଡା ର ସନିଆ ପୂଜାରୀଙ୍କ ଘରେ ପଶି ଯାଇଥିଲା ସକାଳେ ତାଙ୍କ ସ୍ତ୍ରୀ ସୁଭଦ୍ରା ଦେଖି ଦରି ଯାଇଥିଲେ ଓ ସମସ୍ତଙ୍କୁ ଡାକି!-->…
ଲକ୍ଷ୍ମଣଙ୍କ ବୀରତ୍ଵ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ
ବିଭିନ୍ନ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ ।
ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମହିଳା ଉଚ୍ଚ!-->!-->!-->…
ବ୍ରହ୍ମପୁରସ୍ଥିତ ମଣ୍ଡଳ କାରାଗାରରେ ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ
ଦେଶ ମାତୃକା ନିମନ୍ତେ ଆତ୍ମବଳୀ ଦେଇଥିବା ଶହୀଦ୍ ମାନଙ୍କ ଜୀବନ ଆଦର୍ଶରେ ଯୁବପିଢୀ ଆଗଭର ହୋଇ ଦେଶ ପ୍ରଗତିରେ ସାମିଲ ହେବା ଆବଶ୍ୟକ
ବ୍ରହ୍ମପୁର : ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ଚାରଣ କରାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମଣ୍ଡଳ କାରାଗାର!-->!-->!-->…