Browsing Category

ଆଞ୍ଚଳିକ

ସମବାୟ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ମାଲକାନଗିରି ଗସ୍ତ ଜିଲ୍ଲାର ବିଭିନ୍ନ ଉନ୍ନୟନ କାମ ନେଇ କଲେ ସମୀକ୍ଷା

ମାଲକାନଗିରି : ଆଜି ରାଜ୍ୟ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢା ତିନିଦିନିଆ ମାଲକାନଗିରି ଗସ୍ତରେ ଆସିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ଉନ୍ନୟନ ନେଇ ସମୀକ୍ଷା କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ, ଖଣ୍ଡୀୟ ବନ ଅଧିକାରୀ ,ଶ୍ରୀ ପ୍ରତାପ…

କଳାବ୍ୟାଚ ପରିଧାନ କରି ପ୍ରତିବାଦ

ଛତ୍ରପୁର : ଓଡିଶା ସରକାରୀ ଆଉଟସୋରସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା କମିଟିର ଅ।।ହ୍ୱାନ କ୍ରମେ ଶୁକ୍ରବାର ଛତ୍ରପୁର ବ୍ଲକର କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ…

୨୨ ବର୍ଷ ତଳର ବଧୂହତ୍ୟା ମାମଲାର ୩ ଆରୋପି ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ୩ ଜଣ ଆରୋପି ବା କନଭିକ୍ସନ୍ ଆସାମୀଙ୍କୁ ଓ୍ବାରେଣ୍ଟି ବଳରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ତ୍ରୟ ହେଲେ ସୁବାସ ଭୂୟାଁ , କନକ ଭୂୟାଁ ଓ ପ୍ରଦୀପ କୁମାର ଭୂୟାଁ । ଏ ନେଇ ଏସସି ନଂ ୨୦/୧୯୯୯ରେ ଏକ…

୩ଦିନ ଧରି ବିଏସଏନଏଲ ନେଟୱର୍କ ସେବା ନପାଇ ହନ୍ତସନ୍ତ ଵ୍ରହ୍ମଣୀଗାଁ ଅଞ୍ଚଳ ବାସୀ

ଦାରିଙ୍ଗବାଡ଼ି, ୧୮/୧୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପାଇଁ ଏକମାତ୍ର ସାହା ଭରସା ବିଏସଏନଏଲ ନେଟୱର୍କ ସେବା। ହେଲେ ଗତ ୧୬/୧୧/୨୨ତାରିଖ ଠାରୁ ୧୮/୧୧ ରିଖ ଯାଏ ୩ଦିନ ଧରି ବିଏସଏନଏଲ ନେଟୱର୍କ ସେବା ନ ପାଇ ହଇରାଣ ହରକତ ହୋଇ ନାହିଁ ନଥିବା…

ଇକସ ପକ୍ଷୁରୁ ଚକ୍ଷୁ ଚିକିତ୍ସା ଶିବିର

ଦାରିଙ୍ଗବାଡ଼ି,୧୮/୧୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତର ସୀମାନ୍ତ ବର୍ତ୍ତି ଗଜପତି ଜିଲା ମୋହନା ବ୍ଲକର ପାଣିଗଣ୍ଡା ଗ୍ରାମ ପଞ୍ଚାୟତର ରାଇଗଣ୍ଡା ସ୍ଥିତ କମ୍ୟୁନିଟି ସେଣ୍ଟର ରେ ବ୍ରହ୍ମପୁର ଇକସ ମେଡ଼ିକାଲ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର…

୪ର୍ଥ ଦିନରେ ପହଞ୍ଚିଲା ଆଉଟ ସୋସିଂ କର୍ମଚାରୀ କଳା ବ୍ୟାଜ ପରିଧାନ…

ଫୁଲବାଣୀ :-କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଠାରୁ ଆରମ୍ଭ କରି ସଦର ମହକୁମା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଦପ୍ତରରେ ଆଉଟସୋରସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ…

ବଙ୍ଗାଳି ଭାଷାରେ ଶିକ୍ଷକ ନିଯୁକ୍ତି କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲା ଜିଲ୍ଲା ବଙ୍ଗାଳି ସମାଜ…

ମାଲକାନଗିରି : ଜିଲ୍ଲା ବଙ୍ଗାଳି ସମାଜ ପକ୍ଷରୁ ମାଲକାନଗିରି ବଙ୍ଗାଳି ସାମଜ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ବର୍ଦ୍ଧନା କୁ ନେଇ ଧନ୍ୟବାଦ ଦେଲେ ଜିଲ୍ଲା ବଙ୍ଗାଳି ସମାଜର ପୁରୋଧା । ଦୀର୍ଘ ଦିନଧରି ମାଲକାନଗିରି ରେ ବସବାସ କରୁଥିବା ବହୁ ବଙ୍ଗୀୟଙ୍କ ସ୍ବପ୍ନ ସାକାର…

ମନ୍ଦିର ନିର୍ମାଣ କୁ ନେଇ କାଳିବାଡ଼ି ସମିତିର ଏକ ସାଧାରଣ ବୈଠକ…

ଉମରକୋଟ :- ନବରଙ୍ଗପୁର ଜ଼ିଲ୍ଲା ସଦର ରାଇଘର ବ୍ଲକ ଅନ୍ତର୍ଗତ କୋଦଭାଟା ସାହିରେ ଥିବା କାଳୀମନ୍ଦିର ବର୍ତ୍ତମାନ ଯାଏ କାମ ଅସମ୍ପୂର୍ଣ୍ଣ ରହିଛି ଏହାକୁ କିପରି ଅତି ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ତାହାକୁ ନେଇ କାଳିବାଡ଼ି ମନ୍ଦିରର ସଭାପତି ଦୀପକ ବାଡ଼ଇ ଏକ ଜରୁରୀ କାଳୀନ ବୈଠକର ଆୟୋଜନ…

ଧାନ ଗଦାରେ ନିଆଁ ଲାଗି ବିପୁଳ ପରିମାଣରେ ଧାନ ନଷ୍ଟ…

ଚିତ୍ରକୋଣ୍ଡା: ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲକ୍ୟାମ୍ପ ପଞ୍ଚାୟତ ପରିଜାଗୁଡା ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା l ମିଳିଥିବା ସୂଚନା ଅନୁଯାୟୀ ସେହି ଗ୍ରାମର କିଛି ପିଲା ଗ୍ରାମ ନିକଟସ୍ଥ ନାଳରୁ ମାଛ ମାରି ଆଣି ଧାନ ଖଳା ନିକଟରେ ଭୋଜି କରୁଥିଲେ ହଠାତ…

ଦାରିଙ୍ଗବାଡ଼ି ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ, ଖସୁଛି ପାରଦ, ବଢୁଛି ଶୀତ

ଦାରିଙ୍ଗବାଡ଼ି, ୧୭/୧୧ : ଦାରିଙ୍ଗବାଡ଼ିରେ ଶୀତ ବଢି ଚାଲିଛି । ଧୀରେ ଧୀରେ ତାପମାତ୍ରା ନିମ୍ନଗାମୀ ହେବାରେ ଲାଗିଛି । ଆଜି ତାପ ମାତ୍ରା ୧୦ଡିଗ୍ରୀ ସେଲସିଅସ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ରହିଛି। ଗତ କାଲି ତାପମାତ୍ରା ୧୦.୫ ଡିଗ୍ରୀ ସେଲସିଅସ ରହିଥିବା ବେଳେ ଗତ ମଙ୍ଗଳ ବାଦିନ ୧୨…