Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କନ୍ଧମାଳରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ
କନ୍ଧମାଳ : ଜାନୁଆରୀ ୦୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ଭାରତର ନିର୍ବାଚନ ଆୟୋଗ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ ହୋଇଛି । ଏହି କ୍ରମରେ, କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଦ୍ଭାବନା ସଭାଗୃହରେ ଜାତୀୟ!-->…
ଜିଲ୍ଲାର ଗଣ ପର୍ବ ମାଲ୍ୟବନ୍ତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ମାଲକାନଗିରି (୧୦।୧୧) : ମାଲକାନଗିରି ଜିଲ୍ଲାର ଗଣ ପର୍ବ ମାଲ୍ୟବନ୍ତ ମହୋତ୍ସବ ହେବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଏହି ମହତୋସବ ପାଳନ ନିମନ୍ତେ ସମସ୍ତ ତାରିଖ ଚୁଡାନ୍ତ କରାଯାଇଛି । ଜିଲ୍ଲା ସଦର ମହକୁମାରେ ଥିବା ଡିଆରଦିଏ କାର୍ଯ୍ୟଳୟରେ ଏହି ବୈଠକ!-->…
ସମିତିସଭ୍ୟ/ସଭ୍ୟାଙ୍କ ୩ ଦିନିଆ ତାଲିମ ଶିବିର ଉଦଘାଟିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସ୍ୱାତି" ପକ୍ଷରୁ ବନ୍ଧଗଡ଼ ତାଲିମ କେନ୍ଦ୍ର ଠାରେ ଜିଲ୍ଲାର ତିନୋଟି ବ୍ଲକ ଫୁଲବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆର ନବନିର୍ବାଚ ସମିତିସଭ୍ୟ/ସଭ୍ୟାଙ୍କ ୩ ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି।କନ୍ଧମାଳ ଜିଲାପରିଷଦ ମିଳିତ!-->…
କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଓଏଏସସ୍ତରକୁ ପଦୋନ୍ନତି
ଫୁଲବାଣୀ : ଫୁଲବାଣୀ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ରାଜ୍ୟ ସରକାର ଓଏଏସ ପାହ୍ୟା କୁ ପଦନ୍ନୋତି ଦେଇଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କ କାର୍ଯ୍ୟଦକ୍ଷତା, ସଚୋଟତା, ଅଭିଜ୍ଞତାକୁ ଭିତ୍ତି କରି ସରକାର ଏହି ପଦୋନ୍ନତି ଦେଇଥିବା ଜଣା!-->…
ଦାଦନ ଖଟିବାକୁ ଯାଇ କେରଳରେ ମୃତ୍ୟୁ ହୋଇଥିବା ସୂଚନା
ଦାରିଙ୍ଗବାଡ଼ି, ୧୦/୧୧ : ଦାରିଙ୍ଗବାଡ଼ି ବ୍ଳକ ଗଦାପୁର ଗ୍ରାମର ମୃତୁ ନାୟକଙ୍କ ପୁଅ ସୁରେଶ ନାୟକ(୪୨) କିଛି ମାସ ହେବ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଗଦାପୁର ଗ୍ରାମରୁ କେରଳ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲା । ଗତକାଲି କୋୖଣସି କାରଣରୁ ହଠାତ ଶୋଇ ଥିବା ଅବସ୍ଥାରେ ମୃତ୍ୟୁ!-->…
ଦାରିଙ୍ଗବାଡ଼ିରେ ପାଳନ ହେଲା ମାଣ୍ଡିଆ ଦିବସ
ଦାରିଙ୍ଗବାଡ଼ି ୧୦/୧୧ : ସାରା ରାଜ୍ୟରେ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି । ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ମାର୍ଗଶିର ମାସର ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ସରକାର ଘୋଷଣା କରିଥିବା ବେଳେ ଏହି!-->…
ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ଥଇଥାନ କୁନେଇ ଗୃହ ନିର୍ମାଣ ଟେଣ୍ଡେର ପ୍ରକ୍ରିୟାକୁ ଵିରୋଧ କଲେ ଗ୍ରାମବାସୀ
ମାଲକାନଗିରି : ଆଜି ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲଣଗୁଡା ପଂଚୟତରେ ଥିବା ଡୋଡିଗୁଡା ଓ ଦଂଗେସଖାଲ ଗ୍ରାମରେ ୧୦୦ରୁ ଉର୍ଦ୍ଧ ଆତ୍ମସମର୍ପଣ କାରୀ ମାଓବାଦୀ ଙ୍କୁ ସରକାର ମୁଖ୍ୟଶ୍ରୋତ ରେ ସାମିଲ କରିବା ସହ ଏହିଦୁଇ ଗ୍ରାମ ପାର୍ଶ୍ଵରେ ଥିବା ଜଙ୍ଗଲ ରେ ଥଇଥାନ ପାଇଁ ଗୃହ ନିର୍ମାଣ କରିବାକୁ!-->…
ହିଞ୍ଜିଳିକାଟୁ ବସ୍ତିମୁକ୍ତ ସହରର ମାନ୍ୟତା
ହିଞ୍ଜିଳିକାଟୁ ୧୦।୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ଟି ମହାନଗର ନିଗମର ବସ୍ତିବାସିନ୍ଦା ମାନଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଞ୍ଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଭର୍ଚୁଆଲ!-->…
ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର : ୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେ ଆରମ୍ଭ
ଟାଟା ଷ୍ଟିଲ ଓ ଜାଗା ମିଶନ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀହିଞ୍ଜିଳିକାଟୁ ଓ ଦିଗପହଣ୍ଡି ସଂପୂର୍ଣ୍ଣ ବସ୍ତିମୁକ୍ତ ସହରର ମାନ୍ୟତା ପାଇଲାଡିସେମ୍ବର ୨୦୨୩ ସୁଦ୍ଧା ସାରା ରାଜ୍ୟ ହେବ ବସ୍ତି ମୁକ୍ତଭୂମି ଅଧିକାର ଅଭିଯାନ ସହରର!-->…
ଗଞ୍ଜାମ ଓ ଗଜପତି ଜ଼ିଲ୍ଲାର ସମବାୟ ସଂଘର ସଭାପତି ଭାବେ କୈଳାଶ ରଣା ନିର୍ବାଚିତ
ବ୍ରହ୍ମପୁର : ଗଞ୍ଜାମ ଓ ଗଜପତି ଜ଼ିଲ୍ଲାର ସମବାୟ ସଂଘର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ କୈଳାଶ ରଣା ନିର୍ବାଚିତ ହୋଇଛନ୍ତି l ବହୁ କଳ୍ପନା ଜଳ୍ପନା ଅବସାନ ଘଟେଇ, ପୂର୍ବତନ ବିଡିଏ ଅଦକ୍ଷ ରଣା ନିଦୁର୍ନ୍ଦରେ ଗଞ୍ଜାମ ଜ଼ିଲ୍ଲା ସମବାୟ ସଂଘ ବ୍ରହ୍ମପୁରର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି!-->…