Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସାମ୍ବାଦିକଙ୍କ ପତ୍ନୀ ବିୟୋଗ
ବୁଗୁଡ଼ା (୫/୧୧) : ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସରୋଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ସୁଲତା ପ୍ରଧାନ(୪୦)ଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘ ଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ!-->…
ସଦନମେଣ୍ଡି ଓ କେନପାଜୁ ଠାରେ ପଲିସଭା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଗୁମାଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦନମେଣ୍ଡି ଓ କେନପାଜୁ ଠାରେ ପଲିସଭା ଅନୁଷ୍ଠିତ ହୋଇଯାଇଛି l ଉଭୟ ଗ୍ରାମରେ ଭକ୍ତ କହଁର ସଭା ପରିଚାଳନା କରିଥିଲେ l ଗ୍ରାମର ଜଳ ପରିମଳ, ରାସ୍ତାଘାଟ ମରାମତି, ଛେଳି ଗୁହାଳ, ଗାଈ ଗୁହାଳ ଓ କେନାଲ ମରାମତି ଉପରେ ଆଲୋଚନା!-->…
କନ୍ଧମାଳ ଜିଲ୍ଲା ଆଶାକର୍ମୀ ସଙ୍ଘ ପକ୍ଷରୁ ମାଦିକୁନ୍ଦା ଠାରୁ ବିଶାଳ ଶୋଭାଯାତ୍ରା
ଫୁଲବାଣୀ :- ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଆଶା କର୍ମୀ ସଙ୍ଘର ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଫୁଲବାଣୀ ଜିଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀମତୀ ଅମ୍ବିକା ବେହେରା ଙ୍କ!-->…
ହାଟପଦାଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ଫୁଲବାଣୀ :-ନିଃସ୍ୱାର୍ଥପରମାର୍ଥ ସେବା ସଂଘକନ୍ଧମାଳ ପକ୍ଷରୁ ହାଟପଦା ମାଆ ନାରାୟଣୀଙ୍କ ସଭାଗୃହରେ ଏକ ସ୍ୱଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ରକ୍ତଦାନ ମହତ ଦାନ। ଏହି ସ୍ଲୋଗାନକୁ ଚରିତାର୍ଥ କରିବାକୁ ପ୍ରତ୍ୟେକ ଯୁବକ ଆଗେଇ ଆସିବା ଦରକାର।ନିଃସ୍ୱାର୍ଥ ପରମାର୍ଥ ସେଵା ସଂଘ!-->…
କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ୱାରା ଜନହିତକର କାର୍ଯ୍ୟକ୍ରମ ଆୟୋଜିତ
ବାଲିଗୁଡା:ମାଓ ଉପଦୃତ ତୁମୁଡିବନ୍ଧ ଥାନା ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ଏ/୧୨୭ ବାଟାଲିୟନ ତରଫରୁ ଶୁକ୍ରବାର ଦିନ ଏକ ଜନ ସହାୟତା କାର୍ଯ୍ୟକ୍ରମ ତୁମୁଡିବନ୍ଧ ବସଷ୍ଟାଣ୍ଡ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା!-->…
ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ମାଲକାନଗିରି ଜିଲ୍ଲା ଶାଖାର ପଞ୍ଚଦଶ ତମ ଇ -ପାଠଚକ୍ର ଅନୁଷ୍ଠିତ…
ମାଲକାନଗିରି,୫.୧୧.୨୨:ମାଲକାନଗିରି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ,ବିଚାରଧାରା ଆନୁକୂଲ୍ୟରେ ପଞ୍ଚଦଶତମ ଇ-ପାଠଚକ୍ର "ଦୁର୍ନୀତି ଆଜିର ଏକ ମୁଖ୍ୟ ସମସ୍ୟା"ପ୍ରସଙ୍ଗ ଉପରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ବିଜୟ କୁମାର!-->!-->!-->…
ଚାରି ଶହରୁ ଉର୍ଦ୍ଧ୍ୱ ମାଓ ସମର୍ଥକ ମୁଖ୍ୟ ଶ୍ରୋତରେ ସାମିଲ୍…
ଚିତ୍ରକୋଣ୍ଡା: ଓଡିଶା ପୁଲିସ ଦ୍ଵାରା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଲାଉଗୁଡ଼ା ଠାରେ ୪୦୦ ଜଣ ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ ମୁଖ୍ୟ ଶ୍ରୋତରେ ସାମିଲ ହୋଇଛନ୍ତି l ନିକଟ ଅତୀତରେ ଅର୍ଥାତ୍ ଅଗଷ୍ଟ ମାସ ୨୨ ତାରିଖରେ ଗୁରୁପ୍ରିୟା ଠାରେ ୧୮୦ ଜଣ!-->!-->!-->…
ଚିତ୍ରକୋଣ୍ଡା : ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଗତକାଲି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଉପାନ୍ତ ଧୂଳିପୁଟ ପଞ୍ଚାୟତ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଭୀମଭୋଇ ଭିନ୍ନକ୍ଷମ!-->!-->!-->…
ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ଭୁବନେଶ୍ଵର ମୈତ୍ରୀ ସହ ଚୁକ୍ତିନାମା ସ୍ବାକ୍ଷରିତ…
ଗୋପାଳପୁର:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ CSIR-IMMT ଭୁବନେଶ୍ୱର MAITRI ( Mentoring Academic Interventions for Technological Research & Innovation) କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏକ ଏମ୍.ଓ.ୟୁ. ସ୍ୱାକ୍ଷରିତ ହୋଇଥିଲା । ଏହାର ସହଯୋଗର ପଦ୍ଧତି ଅନୁଯାୟୀ ଏହା!-->!-->!-->…
ମହାନ୍ ସାରସ୍ୱତ ସ୍ରଷ୍ଟା ଗାଳ୍ପିକ ପ୍ରାବନ୍ଧିକ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତିପ୍ରଫେସର ହରିହର ଦାସଙ୍କ…
ବ୍ରହ୍ମପୁର :ପ୍ରଫେସର ହରିହର ଦାସ ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ରେ ପ୍ରଫେସର ଦାସ ଙ୍କ ବାସ ଭବନ ରେ ଫଲଗୁ ସାହିତ୍ୟ ସଂସଦ ସାଧାରଣ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଆୟୋଜିତ ସ୍ମୃତି ସଂଧ୍ୟା ରେ ଫଲଗୁ ପରିବାରର ସଭାପତି ପ୍ରଫେସର ବିଷ୍ଣୁ ଚରଣ!-->…