Browsing Category

ଆଞ୍ଚଳିକ

କନ୍ଧମାଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟ ଉଦଘାଟିତ

ଫୁଲବାଣୀ : କନ୍ଧମାଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ରୋଦନ ମଲିକ ଓ ଉପାଧ୍ୟକ୍ଷ ଶ୍ରୀମତୀ ନଳିନୀ କହଁରଙ୍କ କାର୍ଯ୍ୟାଳୟ ଠାରେ ମହାସମାରୋହରେ ଉଦ୍ଘାଟିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ କନ୍ଧମାଳ ଜିଲ୍ଲାର ଦାୟିତ୍ଵ ନେଇଥିବା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ…

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସେମାନଙ୍କ ବିଭିନ୍ନ ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଘର ସମ୍ପାଦକ ରବିନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ସୁବାଷ ଛକ ସଂଘ…

ସହାୟତା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କୁ ମାଗଣାରେ ଜୀବନ ପ୍ରମାଣପତ୍ର ପ୍ରଦାନ

ଫୁଲବାଣୀ : ବାଲିଗୁଡା ଉପ କୋଷାଗାର କାର୍ଯ୍ୟଳୟ ଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ର ରେ ସହାୟତା କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ ହୋଇଛି l ଉପ କୋଷାଗାର ଅଧିକାରୀ ସୁଧାକର କହଁରମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ…

ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଶାଳ ସମାବେଶରେ ପାଳିତ ହେଲା ଅଁଳା ନବମୀ ଉତ୍ସବ

ଉମରକୋଟ : ଉମରକୋଟ ଶ୍ରୀ ମନ୍ଦିରରେ ଦେଖାଗଲା ହଜାର ହଜାର ଭକ୍ତଙ୍କ ସମାଗମ | ପାଳିତ ହେଲା ଅଁଅଳା ନବମୀ ଉତ୍ସବ | ସୂଚନା ମୁତାବକ ଉମରକୋଟ ଶ୍ରୀ ମନ୍ଦିର କମିଟି ଦ୍ୱାରା ପରିଚାଳିତ ଏହି ଉତ୍ସବରେ ଉମରକୋଟର ସମସ୍ତ ହିନ୍ଦୁ ସଂଗଠନ ସହଯୋଗ କରିଥିଲେ | ହଜାର ହଜାର ଭକ୍ତ ଏହି ଉତ୍ସବରେ…

ପାରିବାରିକ କଳହ, ସାନ ଭାଇର ଛୁରା ମାଡ଼ରେ ବଡ ଭାଇ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ହୋଇଛି ଛୁରା ମାଡ଼ l ସମ୍ପର୍କୀୟ ସାନ ଭାଇର ଛୁରା ମାଡ଼ରେ ଗୁରୁତର ଆହତ ହୋଇଛି ବଡ ଭାଇ l ଗୁରୁତର ଆହତ ହେଲେ ବି.କରଡ଼ାବାଡ଼ି ଗ୍ରାମ ଖାଦାଳ ସାହିର ବସନ୍ତ ନାଇକ (୩୯ ) l ଆଜି ସନ୍ଧ୍ୟା ୮…

ଦୁର୍ନୀତି: ପ୍ରଗତିର ପ୍ରଧାନ ପ୍ରତିବନ୍ଧକ ର୍ଶୀଷକ ଆଲୋଚନା ଚକ୍ର ଅନୁଷ୍ଠିତ

ଫୁଲବାଣୀ : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲା ଫୁଲବାଣୀ ପ୍ରେସ୍ କ୍ଳବ୍ ଓ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଜିଲ୍ଲା ଦୁର୍ନୀତି ନିବାରଣ ଶାଖାର ସହାୟତାରେ ଦୁର୍ନୀତି ପ୍ରଗତିର ପ୍ରଧାନ ପ୍ରତିବନ୍ଧକ ର୍ଶୀଷକ ଆଲୋଚନା ଚକ୍ର ଅନୁଷ୍ଠିତ…

ଯୁବ ସାମ୍ବାଦିକଙ୍କ ମୃତ୍ୟୁରେ ଜିଲ୍ଲା ସାମ୍ବାଦିକ ସଂଘ ଓ ପ୍ରେସ କ୍ଲବ ଫୁଲବାଣୀ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ ୦୨/୧୧ : ଖବର ସଂଗ୍ରହ କରିବାକୁ ସାଥୀ ସାମ୍ବାଦିକଙ୍କ ସହ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ସମ୍ବେପଦର ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ବୋଲେରୋ ଧକ୍କାରେ ଫୁଲବାଣୀ ଅଞ୍ଚଳର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ସାଥୀ…

ମୁଖ୍ୟ ଚିକିତ୍ସାଳୟରେ କରେଣ୍ଟ ଚାଲିଯିବାରୁ ଅମ୍ଳଜାନ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ

ମାଲକାନଗିରି, ୨।୧୧ : ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ ଚାଲିଯିବାରୁ ରୋଗୀଙ୍କୁ ଅମ୍ଳଜାନ ନମିଳିବାରୁ ରୋଗୀ ମୃତ୍ୟୁ ଅଭିଯୋଗ । ମିଳିଥିବା ସୂଚନା ଅନୁଯାୟୀ କାମବାଡା ଗ୍ରାମର ରାମା ମାଡକାମୀ ଆଜି ଗୁରୁତ୍ତର ହୋଇ ପ୍ରଥମେ କୋରୁକୋଣ୍ଡା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ତେବେ…

ଗମନାଗମନ ବ୍ୟବସ୍ଥା ନଥିବାରୁ ଲୋକଙ୍କୁ ହଟହଟ୍ଟା ହେବାକୁ ପଡୁଛି

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ସୀମାନ୍ତର ପ୍ରାୟ ୩ଟି ପଞ୍ଚାୟତ ବାସୀଙ୍କୁ ଗମନାଗମନ ବ୍ୟବସ୍ଥା ନଥିବାରୁ ଲୋକଙ୍କୁ ଥାନାରେ ଏତଲା ଦେବାକୁ ହଟହଟ୍ଟା ହେବାକୁ ପଡୁଛି। ଫିରିଙ୍ଗିଆ ବ୍ଲକରେ ସର୍ବାଧିକ ୧୧୨ ଟି ଗ୍ରାମରେ ଗମନାଗମନ ସମସ୍ୟା ଲାଗି ରହିଛି ।୨୪ଟି ପଞ୍ଚାୟତକୁ ନେଇ…

ବିଜେଡି ପକ୍ଷରୁ ୭ଟି ଗ୍ରାମ ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା

ବୁଗୁଡ଼ା : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ଯ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ୩ୟ ପର୍ଯାୟରେ ଆଜି ବୁଗୁଡ଼ା ବ୍ଲକର ପାଙ୍ଗିଡ଼ି, ଖୋଳଖାଳି , ବିରଞ୍ଚିପୁର , ବି.କରଡ଼ାବାଡ଼ି , ତାକରଡା , କରଚୁଲି ଓ କରସିଙ୍ଗି ଆଦି ୭ଟି ଗ୍ରାମ ପଞ୍ଚାୟତରେ ପରିକ୍ରମା…