Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବୁଗୁଡା ବ୍ଳକରେ କୃଷିରଥ ପରିକ୍ରମାର ଶୁଭାରମ୍ଭ
ବୁଗୁଡା : କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓଡିଶା ସରକାରଙ୍କ ସଘନ କୃଷି ସଂପ୍ରସାରଣ ଯୋଜନା ୨୦୨୧-୨୨ ଆନୁକୂଲ୍ୟରେ ବୁଗୁଡା ବ୍ଳକ କୃଷି କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଶ୍ରୀ ବଳଦେବ ସ୍ବାମୀଙ୍କ ମନ୍ଦିର ସମ୍ମୁଖରେ ଆଜି କୃଷିରଥ ପରିକ୍ରମାର ଶୁଭାରମ୍ଭ ହୋଇଯାଇଛି। ଏହାକୁ ବ୍ଳକ ଅଧ୍ୟକ୍ଷା!-->…
ସେବାଶ୍ରମ ସଂସ୍କୃତ ବିଦ୍ୟାପୀଠରେ ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନ ମହାରାଜଜୀଙ୍କ ପ୍ରବଚନ କାର୍ଯ୍ୟକ୍ରମ
ଫୁଲବାଣୀ : ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନ ମହାରାଜ ଫୁଲବାଣୀ ଠାରେ ତାଙ୍କର ଅନନ୍ୟ ପ୍ରବଚନ କାର୍ଯ୍ୟକ୍ରମ ଜାରି ରଖିଥିବା ଅବସରରେ ସ୍ଥାନୀୟ ସେବାଶ୍ରମ ସଂସ୍କୃତ ବିଦ୍ୟାପୀଠରେ ଥିବା ଅନ୍ତେବାସୀଙ୍କୁ ଅଂହିସା ପରମ ଧର୍ମ, ଜୀବେ ଦୟା, ଶାକାହାରି ସାଧନ ଆଦି ବେଦାନ୍ତର ଗୁଢ ତତ୍ତ୍ୱ ଉପରେ!-->…
ସରପଞ୍ଚ ମାନଙ୍କ ପାଇଁ ୫ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ
ଦାରିଙ୍ଗବାଡ଼ି, ୨୬/୧୦ : ଦାରିଙ୍ଗବାଡ଼ି ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନ ସଭାଗୃହରେ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ପ୍ରତିଷ୍ଠାନ ପକ୍ଷରୁ ସରପଞ୍ଚ ମାନଙ୍କ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦାରିଙ୍ଗବାଡ଼ି ଓ!-->…
ନୂତନ ଭାବେ ସ୍ଥାୟୀ ନିଯୁକ୍ତି ହେଲେ କୋରୁକୋଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀ
କୋରୁକୋଣ୍ଡା (୨୬/୧୦) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଭାବେ ଶ୍ରୀ ପତିତପାବନ ଦାସ ଦୀର୍ଘଦିନ ରହିଥିବା ବେଳେ ଗତ ମେ’ ମାସରେ ଅବସର ଗ୍ରହଣ କରିଥିଲେ। ତେବେ ପ୍ରକାଶ ଥାଉ କି ଇତିମଧ୍ୟରେ ୪ ମାସ ଅସ୍ଥାୟୀ ଭାବେ ଦୁଇଜଣ ଶିକ୍ଷାଧିକାରୀ ଦାୟିତ୍ୱ ତୁଲାଇ!-->…
ସିନ୍ଦ୍ରିମାଳ କସ୍ତୁରବା ବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ
ମାଲକାନଗିରି : ସଦର ବ୍ଲକ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ୫ଟି ସରକାରୀ ଉନ୍ନତି ଉଚ୍ଚ କସ୍ତୁରବା ବିଦ୍ୟାଳୟ ଠାରେ ଆଜି ସହିଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ମାଲକାନଗିରି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ!-->…
ମାଲକାନଗିରିରେ ଫେଲ ମାରିଛି ମୁକ୍ତା ଯୋଜନା : ଅନିୟମିତତା ଅଭିଯୋଗ କଲେ SHG କର୍ମୀ
ଦରକାର ପଡ଼ିଲେ SHG ଗ୍ରୁପ କୁ ବନ୍ଦ କରିବାକୁ ଧମକ ଦେଲେ ୱାର୍ଡ ଅଫିସର
ମାଲକାନଗିରି : ରାଜ୍ୟ ସରକାରଙ୍କ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା କରିଛନ୍ତି । ଗାଁ ଠୁ ଆରମ୍ଭ କରି ସହରର ପ୍ରତ୍ୟେକ ମହିଳାଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ!-->!-->!-->…
ପଶୁ ଚିକିତ୍ସାଳୟରେ ୨୪ଘଣ୍ଟା ସେବା ଯୋଗାଇବା ଦାବି କଲେ ବ୍ରହ୍ମପୁର ବୁଦ୍ଧିଜୀବୀ
ବ୍ରହ୍ମପୁର : ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟରେ 24ଘଣ୍ଟା ସେବା ଯୋଗାଇବା ସହ ଚିକିତ୍ସାରେ ଅବହେଳା କରୁଥିବା କିଛି ଅସାଧୁ ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଓ ଔଷଧର ବାଟମାରଣା,ହରିଲୁଟ ବିରୁଦ୍ଧରେ ଆଜି ଜିଲ୍ଲା ପଶୁ ଚିକିତ୍ସାଧିକାରୀ ଡା. ଦେବରାଜ ବେହେରାଙ୍କୁ!-->…
DIET,ମାଲକାନଗିରି ଆନୁକୁଲ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଚିତ୍ରକୋଣ୍ଡା(୨୬/୧୦) : ପରିବାର ମଧ୍ୟକୁ ନୂତନ ବ୍ୟକ୍ତିଙ୍କ ଆଗମନୀ ହେଉ ଅବା ଅନୁଷ୍ଠାନକୁ ନୂତନ ବ୍ୟକ୍ତିଙ୍କ ପ୍ରବେଶ ଯେତିକି ଆନନ୍ଦ ଦାୟକ ବିଦାୟ ବା ବିଚ୍ଛେଦ ତା'ଠାରୁ ଖୁବ୍ ଦୁଃଖାଭିଭୂତ ଏବଂ ଶୋକାକୁଳ ପରିବେଶ ମଧ୍ୟକୁ ଅଘୋଷିତ ଭାବରେ ଠେଲି ଦେଇଥାଏ । ଠିକ୍ ଏଭଳି ଏକ ସମ୍ବେଦନଶୀଳ!-->…
ଅକାଳରେ ହୃଦଘାତରେ ଗୃହରକ୍ଷୀଙ୍କ ଦେହାନ୍ତ, ମରଶରୀରକୁ ବୋହି ଦାହ କଲେ ପୁଲିସ କର୍ମଚାରୀ
ଚିତ୍ରକୋଣ୍ଡା (୨୫/୧୦) : ଗତ କାଲି ସନ୍ଧ୍ୟାରେ ମାଲକାନଗିରି ଚିତ୍ରକୋଣ୍ଡାର ହନୁମାନ ମନ୍ଦିର ନିକଟସ୍ଥ ଇଟାଭାଟି ସାହିର ବହୁ ପୁରୁଣା ଗୃହରଖି ତଥା ଜଣେ ଭଲ କୀର୍ତ୍ତନ ତଥା ସତସଙ୍ଗ ଅନୁରାଗୀ ସୋନୁ ନାଗ ଙ୍କର ହଠାତ ହୃଦଘାତରେ ଅକାଳ ବିୟୋଗ ହୋଇଛି l ସୋନୁ ୧୯୮୮ ମସିହା ଠାରୁ ଆଜି ସୁଦ୍ଧା!-->…
ପୃଥକ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ ଓ ୨ ଗୁରୁତର
ହିଞ୍ଜିଳିକାଟୁ/ ପୁରୁଷୋତ୍ତମପୁର : ସୋମବାର ରାତ୍ର ପ୍ରାୟ ୮ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ଶିଖରପୁର ନିକଟରେ ଦୂର୍ଘଟଣା ଘଟି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଛତ୍ରପୁର ଥାନା ବଳରାମପୁର ଗ୍ରାମର ତୋଫାନ ଦାସ(୨୬) । ପ୍ରକାଶ ଯେ,!-->…