Browsing Category

ଆଞ୍ଚଳିକ

ଗୁଣି ଗାରେଡି ସନ୍ଦେହରେ ମାଡ ଅଭିଯୋଗ ନେଇ ଥାନାର ଦ୍ଵାରସ୍ଥ ହେଲେ ପୀଡିତ ପରିବାର

ମାଲକାନଗିରି, ୨୫।୧୦ : ମାଲକାନଗିରି ଜିଲ୍ଲା ତେନ୍ତୁଳିଗୁଡା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ କିଛି ଗ୍ରାମବାସୀଙ୍କୁ ମାଡ ମରାଯାଇଥିବା ଅଭିଯୋଗରେ ଥାନାର ଦ୍ଵାରସ୍ଥ ହେଲେ ପୀଡିତ ପରିବାର । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁଡା…

୧୨ ଘଣ୍ଟିଆ ପ୍ରାର୍ଥନା ସଭା ଅନୁଷ୍ଠିତ

ଭୁବନେଶ୍ୱର: ଦୀପାବଳି ଉପଲକ୍ଷେ ସୋମବାର ଦିନ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକ ୧୨ ଘଣ୍ଟିଆ ଉପବାସ ପ୍ରାର୍ଥନା କାର୍ଯ୍ୟକ୍ରମ ଓଡ଼ିଶା ପ୍ରେ-ଏ-ଥୋନ୍ ଓ ରାଜ୍ୟର ସମସ୍ତ ଚର୍ଚ୍ଚର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି | ରାଉରକେଲାସ୍ଥିତ ପେଣ୍ଟକୋଷ୍ଟାଲ୍ ଚର୍ଚ୍ଚର ପାଷ୍ଟର ଜିମିଙ୍କ…

ନିଆରା ଢଙ୍ଗରେ ଦୀପାବଳି ପାଳିଲେ ସମାଜସେବୀ ବୁଲୁ

ଫୁଲବାଣୀ :- କୋଟଗଡ଼ ବ୍ଲକର ପେଶାରେ ଜଣେ ଶିକ୍ଷକ କିନ୍ତୁ ନିଶା ସମାଜ ସେବା l ନିଜକୁ ସମାଜ ସେବାରେ ସମର୍ପିତ କରିଛନ୍ତି ବୁଲୁ ମଳିକ ଶସ୍ତା ଲୋକ ପ୍ରିୟ ପାଇବା ଆଶା ନୁହେଁ କିମ୍ବା ରାଜନେତାଙ୍କ ଭଳି ଭୋଟ ପାଇବା ଆଶାରେ ସେ ଏହି କାର୍ଯ୍ୟ କରନ୍ତି ନାହିଁ l ଦିନ ହୀନ ଗରୀବ ଏବଂ ରୋଗୀଙ୍କ…

ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ପ୍ରତିଯୋଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନିୟ ପି ଡି ୱାଟର ସେଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ…

ସାପ କାମୁଡ଼ାରେ ୨ ଆହତ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମର ଭାଗିରଥି ପାତ୍ର (୩୧)ଏବଂ ଜଗତ ପାଟଣା ଗ୍ରାମର କାହ୍ନୁ ବେହେରା (୨୦) ସାପ କାମୁଡ଼ାରେ ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ , ସୋମବାର ଭାଗିରଥି ବିଲରେ କାମ କରୁଥିବା ବେଳେ ତାଙ୍କର ଡାହାଣ ହାତକୁ ସାପ କାମୁଡ଼ି ଦେଇଥିଲା । ତାଙ୍କୁ…

ଏପଟେ ପାକତ୍ୟାଗ, ସେପଟେ ସାମୁହିକ ଭୋଜନ ! ସୂର୍ଯ୍ୟ ପରାଗ ଅବସରରେ ହେତୁବାଦୀ ସଂଗଠନ ପକ୍ଷରୁ ସଚେତନତା ସଭା ଓ ସାମୁହିକ…

ବ୍ରହ୍ମପୁର : ଆଜି ସୂର୍ଯ୍ୟପରାଗ ଅବସରରେ ଲୋକେ ଅନ୍ଧବିଶ୍ୱାସର ଶିକାର ହୋଇ ପାକତ୍ୟାଗ କରୁଥିବା ବେଳେ ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ସ୍ଥାନୀୟ ସିଟି ହାଇସ୍କୁଲ ରୋଡରେ ଥିବା ଚାର୍ବାକ୍ ଭବନ ଠାରେ ଏକ ସାମୁହିକ ଭୋଜନର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୂର୍ଯ୍ୟପରାଗ ଓ…

ଅଗସ୍ତିନୂଆଗାଁ ଗ୍ରାମରେ ମା ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡିଆ ପୂଜା କମିଟି ଦ୍ୱାରା ଆଜି ଅର୍ଥାତ ରବିବାର ଠାରୁ ମା ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଛି l ମା ଶ୍ୟାମାକାଳୀଙ୍କ ପୂଜା ଏହି ମେଢ଼ରେ ଦୀର୍ଘ ୭ ବର୍ଷ ଧରି ହୋଇଆସୁଛି l ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ…

ବୁଗୁଡ଼ାରେ କାଳୀ ଓ ଗୋଲିଆରେ ଶ୍ୟାମାକାଳୀ ପୂଜା ଉତ୍ସବ

ବୁଗୁଡ଼ା : ଆଲୋକର ପର୍ବ ଦୀପାବଳି ଅବସରରେ ସ୍ଥାନୀୟ ମଦନ ମୋହନ ଛକରେ ସମ୍ପୃକୁ ପୂଜା କମିଟି ପକ୍ଷରୁ ମା କାଳୀଙ୍କ ପୂଜା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ପ୍ରାଣ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ, ଆଳତି, ପୁଷ୍ପାଞ୍ଜଳି ଆଦି କାର୍ଯ୍ୟ ପୁରୋହିତ…

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିଆରା ଢଙ୍ଗରେ ପବିତ୍ର ଦୀପାବଳି ପାଳନ…

ରାଉରକେଲା : ସମଗ୍ର ରାଉରକେଲା, ପବିତ୍ର ଦୀପାବଳି ଉପଲକ୍ଷେ ଉଛବମୁଖର ହୋଇ ଘରେଘରେ ପିଠା,ମିଠା,ବାଣ ଓ ଆଲୋକରେ ଅତ୍ୟନ୍ତ ଆନନ୍ଦର ସହିତ ନିଜନିଜ ଘରେ ନିଜର ବନ୍ଧୁବାନ୍ଧବଙ୍କ ସହିତ ପାଳନ କରୁଥିବା ବେଳେ,ରାଉରକେଲା ବାସୀଙ୍କର ଅତି ପ୍ରିୟ ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ନିଜ ଘର…

ଭାରତ ବିଜୟୀ ପରେ ହିଞ୍ଜିଳିକାଟୁ ରେ ଖୁସିର ଲହରୀ

ହିଞ୍ଜିଳିକାଟୁ ୨୩।୧୦ : ବିଶ୍ୱକପ,ଏସିଆ କପ୍, କିମ୍ବା ଟି -୨୦ ଯେତେବେଳେ ବି ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହୁଏ, ଉଭୟ ଦେଶରେ ବାତାବରଣ ଦେଖିବାରେ ବହୁତ ମଜା ଆସିଥାଏ । ପ୍ରତ୍ୟେକ କ୍ରିକେଟ୍ ପ୍ରେମୀ ଅନ୍ୟ ଦେଶର ଦଳକୁ ପରାସ୍ତ କରିବାକୁ ପ୍ରାର୍ଥନା କରନ୍ତି ।…