Browsing Category

ଆଞ୍ଚଳିକ

ସଙ୍କରାଖୋଲ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଇ ଉତ୍ସାହିତ କଲେ ରାଧାମୋହନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ସଙ୍କରଖୋଲ ମା ଗଜଲକ୍ଷ୍ମୀ ଯୁବକ୍ରୀଡ଼ା ସାଂସ୍କୃତିକ ପରିଷଦ ଯୁବକ ସଂଘ ପକ୍ଷରୁ ମା ଗଜଲକ୍ଷ୍ମୀଙ୍କ ପୂଜା ସପ୍ତାହ ବ୍ୟାପୀ ପାଲନ କରାଯାଉଅଛି l ଏହି ଅବସରରେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଆୟୋଜିତ ହେଉଛି…

ଆଲାମୀ ପଞ୍ଚାୟତର ତାଲାଭାଙ୍ଗି ଲକ୍ଷଲକ୍ଷ ଟଙ୍କାର ଆସବାବପତ୍ର ଚୋରି

ଫୁଲବାଣୀ, ୨୧/୧୦: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଆଲାମୀ ପଞ୍ଚାୟତର ତାଲା ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ସମେତ ମୂଲ୍ୟବାନ କଂପ୍ୟୁଟର, ବେଟେରୀ ,ଇନଭର୍ଟର ଓ ଅନ୍ୟାନ୍ୟ ଜିନିଷ ପତ୍ର ଚୋରୀ ହୋଇଯାଇଛି । ଏନେଇ ସଦର ଥାନାରେ ଏତଲା ଦିଆଯାଇଛି। ଚୋରୀ ହେବାର ସପ୍ତାହେ ବିତି…

ନିଖୋଜ ଥିବା ନାବାଳକକୁ ପିତାମାତାଙ୍କୁ ହସ୍ତାନ୍ତର କରାଗଲା

ବ୍ରହ୍ମପୁର : ଗତ ସେପ୍ଟମ୍ବର ୧୬ ତାରିଖରେ ସୁରାଟ ଠାରେ ନିଖୋଜ ହୋଇଥିବା ନାବାଳକକୁ କର୍ଣ୍ଣାଟକ ପୋଲିସ ଏବଂ ବ୍ରହ୍ମପୁର ଚାଇଲ୍ଡ ଲାଇନ ମିଳିତ ସହଯୋଗରେ ଆଜି ତାଙ୍କ ପିତାମାତାଙ୍କୁ ହସ୍ତାନ୍ତରିତ କରାଯାଇଛି । ବେଲଗୁଣ୍ଠା ବ୍ଲକ କାଳିଆଗୁଡ଼ା ଗ୍ରାମର ବାସୁଦେବ ସ୍ୱାଇଁ ଏବଂ ବନି ସ୍ୱାଇଁ ସୁରଥ…

ଆଞ୍ଚଳିକସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୨ ପାଳନ ନିମନ୍ତେ ୧୮/୧୦/୨୦୨୨ ଠାରୁ ୨୨ /୧୦/୨୨ ମଧ୍ୟରେ ସମଗ୍ର ରାଜ୍ୟରେ ଯେ କୌଣସି ଗୋଟିଏ ଦିନ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି l ସେହି ଅନୁସାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌର ପରିଷଦରେ…

ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ୨୦୨୨ ଅନୁଷ୍ଠିତ

ଦାରିଙ୍ଗବାଡ଼ି ୨୧/୧୦ : ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକସ୍ତରୀୟ ଶିଶୁ ମହୋତ୍ସବ ୨୦୨୨ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିରେ ସିଆଙ୍ଗବାଲି…

ବୁଗୁଡ଼ା ଓକିଲ ସଂଘ ପକ୍ଷରୁ ଜିଲ୍ଲା ଦୌରାଜର୍ଜଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବୁଗୁଡା (୨୧/୧୦) ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଜିଲ୍ଲା ଦୌରାଜର୍ଜ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ଦୌରାଜର୍ଜ ପ୍ରଥମ ଥର ପାଇଁ ବୁଗୁଡ଼ା କୋର୍ଟକୁ ପର୍ଯ୍ୟବେକ୍ଷଣରେ ଆସିଥିବା ବେଳେ ଓକିଲ ସଂଘ ପକ୍ଷରୁ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ତାହାଙ୍କୁ…

ଘରେ ପଶି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ 

ବୁଗୁଡା (୨୧/୧୦) ବୁଗୁଡା ଥାନା ଅନ୍ତର୍ଗତ ବେତାରସିଂ ଗାଁ ଧୋବା ସାହିର ଚନ୍ଦନ ସେଠୀ ନାମକ ଜନୈକ ବ୍ୟକ୍ତିଙ୍କ ଘରୁ ଗୁରୁବାର ରାତିପ୍ରାୟ ଏକ ଘଟିକା ସମୟରେ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ , ବେତାରସିଂ ଗ୍ରାମର ଚନ୍ଦନ ଓ ତାଙ୍କ ପରିବାର…

ପଞ୍ଚାୟତ ସମିତି ପକ୍ଷରୁ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ବୁଗୁଡ଼ା : ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ବୁଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଉପାଧ୍ୟକ୍ଷ ମାନସ ରଞ୍ଜନ…

ଜିଲ୍ଲା ପରିଷଦର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପରିଷଦର ଦ୍ଵିତୀୟ ଅଧିବେଶନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ସମସ୍ତ ଜନ ପ୍ରତିନିଧୂମାନେ ଶାନ୍ତି ଶୃଙ୍ଖଳାର ସହିତ ଅଭିଯୋଗ ତଥା…

ସ୍ୱାଭିମାନ ଅଞ୍ଚଳରେ ମନ୍ତ୍ରୀ ସାରକା

ଚିତ୍ରକୋଣ୍ଡା(୨୧/୧୦) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବିକାଶର ଆଉ ଏକ ଫର୍ଦ ଯୋଡି ହୋଇଛି । ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଯନ୍ତାପାଇ ଅଞ୍ଚଳକୁ ଆଜି ଆଇନ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଛନ୍ତି | ତାଙ୍କ…