Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୫ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୮ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ନିଲେଶ୍ବର ପ୍ରଧାନ କୁ ଦୋଷୀ ସାବ୍ୟସ୍ତ କରି!-->…
ମାତିଛନ୍ତି ଲୁଟେରା : ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ରାସ୍ତାରୁ ଶିକ୍ଷକଙ୍କଠୁ ଝାମ୍ପିନେଲେ ମୋବାଇଲ ଫୋନ
ହିଞ୍ଜିଳିକାଟୁ ୨୧।୧୦ ଦିନ ଦ୍ୱିପ୍ରହରରେ ଜନଗହଳି ରାସ୍ତାରୁ ଝାମ୍ପିନେଲେ ମୋବାଇଲ ଫୋନ । ଦଶହରା ପର୍ବ ଶେଷ ହେଉ ହେଉ ହିଞ୍ଜିଳିକାଟୁ ସହରରେ ମାତିଛନ୍ତି ଲୁଟେରା ।ଶୁକ୍ରବାର ଲୁଟେରା ମାନେ ଜଣେ ଶିକ୍ଷକଙ୍କ ପକେଟ ରୁ ମୋବାଇଲ ଫୋନ ଝାମ୍ପି ନେଇଛନ୍ତି। ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ!-->…
ଆର୍ମି ଚୟନ ସକାଶେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ଆସନ୍ତା ମାସ ନଭେମ୍ବର ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଠାରେ ଆର୍ମି ଚାକିରୀ ନିମନ୍ତେ ଚୟନ ପରୀକ୍ଷା ହେବ । ଏଥି ସକାଶେ ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶେଷ ଚୂଡାନ୍ତ ପ୍ରସ୍ତୁତି!-->…
ଗଞ୍ଜାମ ଜିଲ୍ଲା ସକାଶେ ବାତ୍ୟା ବିପଦ ନାହିଁ
ସରକାରୀ କର୍ମଚାରୀ ମାନଙ୍କ ଛୁଟିବାତିଲ, ନିଜନିଜ ସଦରମହକୁମାରେ ରହିବେ - ଜିଲ୍ଲାପାଳ ।ବ୍ରହ୍ମପୁର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଜଣାଇଛନ୍ତି, ରାଜ୍ୟ ସ୍ଵତନ୍ତ୍ର!-->…
ହନିଟ୍ରାପ ଘଟଣାର SIT ତଦନ୍ତ କଲା ସିପିଏମ
ବ୍ରହ୍ମପୁର : ଅର୍ଚ୍ଚନା ନାଗ ହନୀଟ୍ରାପ ଘଟଣା ରାଜ୍ୟ ପାଇଁ କେବଳ ଏକ କଳଙ୍କିତ ଘଟଣା ନୁହେଁ ବରଂ ରାଜ୍ୟ ଶାସନର ହୁଗୁଳା ପାଣିଆକୁ ପରି ପ୍ରକାଶ କରିଥିବା ଅଭିଯୋଗ କରିଛି ସିପିଏମ।ଖୋଦ ରାଜ୍ୟ ରାଜଧାନୀରେ ଜଣେ ମହିଳା ଏଭଳି କାଣ୍ଡରେ ଲିପ୍ତ ରହି କୋଟି କୋଟି ଟଙ୍କାର ମଳିକାଣି!-->…
ଯନ୍ତ୍ରୀ ଅଚ୍ୟୁତାନନ୍ଦ ପାତ୍ରଙ୍କ ବିୟୋଗରେ ଶୋକସଭା
ବୁଗୁଡ଼ା : ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ପରିସରରେ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପାତ୍ରଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ସ୍ବର୍ଗତ ଅଚ୍ୟୁତାନନ୍ଦଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରାଯାଇଥିଲା ।କନିଷ୍ଠ!-->…
ଅନ୍ତର୍ଜାତୀୟ ଧଳାବାଡି ସପ୍ତାହ ପାଳନ
ହିଞ୍ଜିଳିକାଟୁ ୨୧।୧୦ : ହିଞ୍ଜିଳିକାକୁ ପୌରପାଳିକା ଓ ଉତ୍କଳ ଦୃଷ୍ଟିହୀନ ସେବା ପରିଷଦ ବ୍ରହ୍ମପୁର ମିଳିତ ସହଯୋଗରେ ଅନ୍ତର୍ଜାତୀୟ ଧଳାବାଡି ସପ୍ତାହ ପାଳନ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ପୌରପାଳିକା ଅଧ୍ୟକ୍ଷ ସୁଵାସ!-->…
ସୂଚନା ଅଧିକାର ଆଇନକୁ ମାଥିଲି ବ୍ଲକ ତରଫରୁ ଖୋଲାଖୋଲି ଉଲଘଂନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲିରେ ବିଭିନ୍ନ ସରକାରୀ ସ୍ତରରେ ହେଉଥିବା ଉନୟନ୍ନ କାର୍ଯ୍ୟ ଗୁଡିକର ସରକାରୀ ଅଧିକାରୀ ଦେଖାରେଖା କରୁଥିବା ବେଳେ କିଛି ଜାଗାରେ ତାହାର ବ୍ୟତିକ୍ରମ ହେଉଥିବା ସବୁବେଳେ ଅଭିଯୋଗ ହେଉଛି l ସମସ୍ତ ନିର୍ମାଣ କାର୍ଯ୍ୟ ଶୈଳିକୁ ନେଇ ସରକାର ଉପରେ ଦୋଷା!-->…
ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାପ୍ତାହିକ ହାଟର ପରିକଳ୍ପନା…
ଏକ ନିଆରା ଦୃଷ୍ଟାନ୍ତ...
ଫୁଲବାଣୀ - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ର କେଳାପଡା ଗ୍ରାମ ପଞ୍ଚାୟତର ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ଠାକୁର ବେହେରାଙ୍କ ପ୍ରେରଣାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ତା ୧୮.୧୦.୨୦୨୨ ରିଖ ବିଦ୍ୟାଳୟ ପ୍ରାଗଂଣ୍ରେ ସାପ୍ତାହିକ ହାଟର!-->!-->!-->…
ପୋଲିସ ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ 63 ତମ ପୋଲିସ ସହିଦ ଦିବସ ପାଳିତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଆରକ୍ଷ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ 63 ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ ୱାଧ୍ୱନି ଙ୍କ ସହ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଦେଶରେ ଶାନ୍ତି!-->!-->!-->…