Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ
ବୁଗୁଡା : ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୁଲ୍ୟରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ!-->…
ଶଶି ଥରୁରଙ୍କ ଦୋମୁହାଁ ନୀତି
ନୂଆଦିଲ୍ଲୀ: କାଲି ଦଳକୁ ଘେରିଥିଲେ, ଆଜି ଦଳ କଲା ଟାର୍ଗେଟ୍ । ଶଶୀ ଥରୁରଙ୍କୁ ପରୋକ୍ଷରେ କାଉଁଟର କରିଛି କଂଗ୍ରେସ। ଦଳର ନିର୍ବାଚନ କମିଟି ମୁଖ୍ୟ ମଧୁସୂଦନ ମିସ୍ତ୍ରୀ କହିଛନ୍ତି , ଥରୁର ଟିମ ପ୍ରଥମେ ଦଳର ସବୁ ନିଷ୍ପତ୍ତି ଓ ନିର୍ବାଚନ ପ୍ରକ୍ରିୟାକୁ ଗ୍ରହଣ କରିଥିଲେ। ପରେ ମିଡିଆ!-->…
ହରିଶଙ୍କର ଦର୍ଶନ ହେଲା ଶେଷ ଦର୍ଶନ : ୧ ମୃତ୍ୟୁ ହୋଇଥିଲା ବେଳେ ୩ ଜଣ ଗୁରୁତର ଆହତ…
ହିଞ୍ଜିଳିକାଟୁ : ହରିଶଙ୍କର ରୁ ଦର୍ଶନ ସାରି ବ୍ରହ୍ମପୁର ଫେରୁଥିବା ବେଳେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବ୍ୟକ୍ତିଙ୍କୁ!-->!-->!-->!-->!-->!-->!-->…
କୋଟିଏ ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ଅପମାନ…
ମାଲକାନଗିରି : ମାଲକାନଗିରି ସରକାରି କାର୍ଯ୍ୟକ୍ରମରେ ବୁଟ ପିନ୍ଧି ମହାବାହୁଙ୍କୁ ପୁଷ୍ପ ପ୍ରଦାନ କରି ପୁଜା କଲେ ମାଲକାନଗିରି ଜିଲ୍ଲା କୋରକଣ୍ଡା ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟତ୍ରୀ ଜସ୍ନା ଵାଳା ପ୍ରଧାନ।ହଁ ଆଜ୍ଞା ଏଇ ଦେଖନ୍ତୁ ସେଇ ଚିତ୍ରକୁ ଯେଉଁଠି ମହାପ୍ରଭୁଙ୍କୁ ପୁଣି ଥରେ!-->!-->!-->…
ନିର୍ଯ୍ୟାତିତ ଦୁଃଖିନୀ ମା କୁ ନ୍ୟାୟ ମିଳିବ କେବେ..? : ଅପେକ୍ଷାରେ ବିତିଲାଣି କୋଡ଼ିଏ ବର୍ଷ..
ଉମରକୋଟ : ବିବାହ ଆମ ସମାଜର ଏଭଳି ଏକ ସାମାଜିକ ଅନୁଷ୍ଠାନ ଯେଉଁଠି ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ପରିକ୍ରମା ଜରିଆରେ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଜନ୍ମ ଜନ୍ମାନ୍ତର ସାଥୀ ହେବାର ପ୍ରତିଶ୍ରୁତି ନେଇ ସୁସ୍ଥ ସୁନ୍ଦର ଗୋଟିଏ ପରିବାର ଗଠନ କରିବାର ସଂକଳ୍ପ ନିଆଯାଏ । ସୁଖ!-->!-->!-->!-->!-->…
ବ୍ରହ୍ମପୁର ଏସ୍ପି ଡ଼ା. ସର୍ବଣା ବିବେକଙ୍କ ପ୍ରୟାସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ…
ବ୍ରହ୍ମପୁର : ବ୍ରହ୍ମପୁର ଏମ୍ସେଜି ମେଡ଼ିକାଲରୁ ଦଲାଲ ମୁକ୍ତ କରିବା ପାଇଁ ବ୍ରହ୍ମପୁର ଏସ୍ପି ଡ଼ା. ସର୍ବଣା ବିବେକଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ ନିଜ କାର୍ଯ୍ୟାଳୟରୁ ଟୁଇଟ୍ କରି ପ୍ରଶଂସା ସନ୍ଦେଶ ପ୍ରେରଣ କରିଛନ୍ତି । ବ୍ରହ୍ମପୁର!-->!-->!-->…
ବ୍ରହ୍ମପୁର ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ବ୍ରହ୍ମପୁର ଏସ୍ପି ଡ. ସରବଣା ବିବେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଥାନାରେ ରହିଥିବା ବିଚାରଧୀନ ମାମଲାର ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ କରିବା ଏସ୍ପି!-->…
ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ପାଠଚକ୍ର କାର୍ଯ୍ୟକ୍ରମ ସ୍ବପରିସରସ୍ଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା!-->…
ଦାରିଙ୍ଗବାଡ଼ି ବ୍ଲକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପ୍ରତିବାଦ
ଦାରିଙ୍ଗବାଡ଼ି, (୧୯/ ୧୦) : ଆଜି ମଧ୍ୟାହ୍ନ ସମୟରେ ଦାରିଂବାଡ଼ି ବସଷ୍ଟାଣ୍ଡ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କର ଏକ ପ୍ରତିବାଦ ଶୋଭଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ସେମାନେ ବ୍ଲକ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଙ୍କୁ!-->…
ଦଲାଲଙ୍କ କବ୍ଜାରେ ପରିବହନ କାର୍ଯ୍ୟାଳୟ, ଦଲାଲୀ କରୁଥିବା ଅଭିଯୋଗରେ ୪ ଗିରଫ
ରାଉରକେଲା : ରାଉରକେଲା ପରିବହନ କାର୍ଯ୍ୟାଳୟ ନିକଟରୁ ଉଦିତନଗର ପୋଲିସ ମଙ୍ଗଳବାର ଦିନ ୪ ଜଣ ଦଲାଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କେତେକ ଗାଡି ମାଲିକଙ୍କ ଅଭିଯୋଗ କ୍ରମେ ଏହି ଚଢ଼ାଉ ହୋଇଛି।
ରାଉରକେଲା ଆଞ୍ଚଳିକ ପରିବହନ ଅଫିସ୍ (ଆର୍ଟିଓ)ରେ ବର୍ଷ ବର୍ଷ ଧରି ଚାଲିଛି!-->!-->!-->…