Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଡ଼ିଶା ଚିତ୍ରାଳୟ ମାଲିକ ସଂଘର ସାଙ୍ଗଠନିକ ବୈଠକ
ବ୍ରହ୍ମପୁର : ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ଉତ୍କଳ ଆଶ୍ରମ ସଭା କକ୍ଷ ଠାରେ ସଂଘ ସଭାପତି ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ କରୋନା ପ୍ରଭାବରେ ସରକାରୀ କଟକଣା ଘେନି ହାତ ବାନ୍ଧି!-->…
ନିରଞ୍ଜନ ବେଦାନ୍ତ ସମିତି ପକ୍ଷରୁ ସ୍ୱଛତା ଅଭିଯାନ
ଫୁଲବାଣୀ : ଦେଶରେ ଆଜାଦୀକି ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଛତାକୁ ଗୁରୁତ୍ୱ ଦେଉଛନ୍ତି। ନିରଞ୍ଜନ ବେଦାନ୍ତ ସମିତି ପକ୍ଷରୁ ଅନୁଷ୍ଠିତ ପନ୍ଦର ଦିନିଆ ପ୍ରବଚନ ଅବସରରେ ଖଲିଆ ବନ୍ଧରେ ବ୍ୟାପକ!-->!-->!-->…
ଟ୍ରାକ୍ଟର ଧକ୍କାରେ ସାଇକଲ ଆରୋହୀ ମୃତ୍ୟୁ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳି ଗ୍ରାମର କାଳୀମନ୍ଦୀର ଛକ ନିକଟ ଉଲୁକପଲି ସାହି ରାଜ୍ୟ ରାଜପଥ ଉପରେ ଟ୍ରାକ୍ଟର ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ସାଇକଲ ଆରୋହୀ ଜଣକ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଖରିଡା ଗ୍ରାମର ବନମାଳୀ!-->…
କୁହୁଡ଼ି ଯୋଗୁଁ କୋଚିଲାଗଡ଼ ଚେକ ପୋଷ୍ଟରେ ଦୁଇ ବାଇକ୍ ଆରୋହୀ ଦୁର୍ଘଟଣା ଗସ୍ତ ଦୁଇ ଗୁରୁତର…
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ କୋଚିଲାଗଡ଼ ଚେକ ପୋଷ୍ଟରେ ଭୋର ସକାଳୁ ଦୁଇଜଣ ମଟର ସାଇକେଲ ଆରୋହୀ ବାଡେ଼ଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି l ସୂଚନା ପ୍ରକାରେ ଦୁହେଁ ବପଲମେଣ୍ଡି ଗ୍ରାମର ମାନସ କହଁର ଓ ଲୁଜୁରାମୁଣ୍ଡl ଗ୍ରାମର ନବୀନ ବିଷୋୟୀ ବୋଲି ଜଣାପଡିଛି!-->!-->!-->…
ବକ୍ରପାଦ ଅସ୍ତ୍ରୋପ୍ରଚାର ଶିବିରରେ ଚପଲ ପିନ୍ଧି ଜଗନ୍ନାଥଙ୍କୁ ଧୂପନୈବେଦ୍ୟ ପ୍ରଦାନ କଲେ ଜିଲ୍ଲା ପରିଷଦ…
ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷନାହିଁ...
ଛତ୍ରପୁରରେ ଗୋ-ଶାଳା ନିର୍ମାଣ ନିମନ୍ତେ ଦାବୀ
ଛତ୍ରପୁର : ସୋମବାର ସନ୍ଧ୍ୟାରେ ଚମାଖଣ୍ଡି ଥାନା ଅନ୍ତର୍ଗତ ଟିଟାନୀୟମ କଂପାନୀ ଛକ ନିକଟ ଜାତୀୟ ରାଜପଥରେ ଏକ ଟ୍ରଲର ଧକ୍କାରେ ୯ଟି ଗାଇ ମୃତ୍ୟୁବରଣ କରିଥିଲେ । ଯାହାଫଳରେ ଦୀର୍ଘ ୫ଘଣ୍ଟାରୁ ଉର୍ଦ୍ଧ୍ୱ ଧରି ଜାତୀୟ ରାଜପଥ କୁ ଅଂଚଳବାସୀ ମାନେ ବନ୍ଦ କରିଥିଲେ । ଉଭୟ ପାଶ୍ୱର୍ରେ ବହୁ!-->…
ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଝଡ଼ବର୍ଷା, ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡି,(୧୮/୧୦) କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ଆଜିଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା!-->…
ସାଇକେଲଚୋର ଯୋଡିକୁ କାବୁ କଲେ ଲୋକେ, ପୋଲିସକୁ ଦେଲେ ଜିମା
ବୁଗୁଡ଼ା : ଦୀର୍ଘ ଦିନ ହେଲା ବୁଗୁଡ଼ା ସହରରେ ସାଇକେଲ ଚୋରି ଏକ ସାଧାରଣ ଘଟଣାରେ ପରିଣତ ହୋଇଥିଲା ବେଳେ ଆଜି ଅପରାହ୍ନରେ ଦୁଇ ଜଣ ସାଇକେଲ ଚୋରଙ୍କୁ ଲୋକେ ଧରି ପୋଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ ସ୍ଥାନୀୟ ମେଡିକାଲ ଛକ ନିକଟସ୍ଥ ଏକ ତେଜରାତି!-->…
ଜିଲ୍ଲା ସ୍ବାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟକାରୀ ସମିତି ବୈଠକ ଏବଂ ଏନଜିଓ ସମୀକ୍ଷା ବୈଠକ -୨୦୨୨ ଅନୁଷ୍ଠିତ
ଫୁଲବାଣୀ : ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟ କାରୀ ସମିତି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ପାଟିଲ ଆଶିଷ ଈଶ୍ବର ( ଭା. ପ୍ର. ସେ. )ଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା!-->!-->!-->…
ବିଦ୍ୟୁତ ଆଲୋକ ସେବା ନପାଇ ୧୦ ଦିନଧରି ଅନ୍ଧକାରରେ ସାଙ୍ଗଡ଼ମା ଗ୍ରାମବାସୀ
ଦାରିଙ୍ଗବାଡ଼ି, (୧୮/୧୦) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର ୧୨ନଂ ୱାର୍ଡ ସାଙ୍ଗଡ଼ମା ଗ୍ରାମର ୫୦ ପରିବାର ସଦସ୍ୟ ମାନେ ଦୀର୍ଘ ୧୦ ଦିନ ଧରି ବିଦ୍ୟୁତ ଆଲୋକ ସେବା ପାଇବାରୁ ବଞ୍ଚିତ ହୋଇ ରହିଥିବା ଜଣା ପଡ଼ିଛି। ଖବର ନେବାରୁ ଜଣା ପଡିଛିଯେ ଗତ ଲଘୁଚାପ ଜନିତ!-->…