Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚେତିଲା ମଦ ବିରୋଧି ଆନ୍ଦୋଳନ : ୨୦ ବସ୍ତା ମହୁଲ ପୋଚ ନଷ୍ଟ କଲେ ମିଳିତ ସଂଘ
ଦାରିଙ୍ଗବାଡ଼ି, (୨୯/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ତାଜୁଙ୍ଗିଆ ପଂଚାୟତରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ମଦ ପାଇଁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢିବଢି ଚାଲିଛି। ଏହାକୁ ଦମନ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ଉଭୟ!-->…
ବ୍ଲକ୍ ସ୍ତରୀୟ ଆନ୍ତଃ-ବିଦ୍ଯାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ବୁଗୁଡା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଗୁଡ଼ା ବ୍ଲକ ସ୍ତରୀୟ ଆନ୍ତଃ-ବିଦ୍ଯାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବ୍ଲକର ୧୩ଟି ବିଦ୍ୟାଳୟର ବାଳକ ଦଳ ଓ ୪ଟି ବିଦ୍ୟାଳୟର ବାଳିକା ଦଳ ଅଂଶ ଗ୍ରହଣ କରିଥିଲେ । ବୁଗୁଡ଼ା ବ୍ଲକ ବିଦ୍ୟାଳୟ କ୍ରୀଡା!-->…
ଭୁସ୍ଖଳନ ଅଂଚଳ ଗସ୍ତ କଲେ ବିଡ଼ିଓ,ତହସିଲଦାର
ଦାରିଙ୍ଗବାଡ଼ି,(୨୯/୯) : ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡା ଖସିଥିବା ଏହି କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଗାଁ ଠାରୁ କିଛି ଦୂରରେ ଏହି ଘଟଣା ଘଟିଥିବା ବେଳେ!-->…
ଜୟନ୍ତୀ ଥିଲେ ନାରୀ ସଶକ୍ତିକରଣର ଅଗ୍ରଦୂତ-: ଜିଲ୍ଲା କଂଗ୍ରେସ…
ବ୍ରହ୍ମପୁର --ପୂର୍ବତନ ସାଂସଦ, ଜାତୀୟ ମହିଳା କମିସନରଙ୍କ ପ୍ରଥମ ଅଧକ୍ଷା, ବରିଷ୍ଟା ସାହିତ୍ୟକ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ଶୋକ ପ୍ରକାଶ କରିଛି l ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯାଳୟ ଠାରେ ଅନୁଷ୍ଠିତ ଏହି ଶୋକ ସଭାରେ ବକ୍ତାମାନେ ଜୟନ୍ତୀ!-->…
ସୁନ୍ଦରଗଡ଼: ୧୫୩ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବେଦବ୍ୟାସ ପୀଠରୁ ପବିତ୍ର ଜଳ, ଐତିହାସିକ ଆମକୋ ସିମକୋରୁ ମାଟି…
ସୁନ୍ଦରଗଡ଼ //ରାଉରକେଲା : ଆଜାଦୀ କା ଅମୃତ ମହୋତ୍ସବ ଏବଂ ୧୫୩ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡ଼ିଶାର ବିଭିନ୍ନ ଐତିହାସିକ ସ୍ଥଳରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ବେଦବ୍ୟାସ ପୀଠର ତ୍ରିବେଣୀ ସଙ୍ଗମରୁ ପବିତ୍ର ଜଳ ଏବଂ ଐତିହାସିକ ଆମକୋ ସିମକୋ!-->!-->!-->…
ସମସ୍ତ ଙ୍କୁ ସମାନ ଶିକ୍ଷା ନିଶ୍ଚିତ ନିଯୁକ୍ତି ଦାବୀରେ ଦକ୍ଷିଣା ଅଂଚଳ ରାଜସ୍ବ କମିଶନଙ୍କ କାଯ୍ୟଳୟ ଆଗରେ ବିକ୍ଷୋଭ
ବ୍ରହ୍ମପୁର : ସମସ୍ତ ଙ୍କୁ ସମାନ ଶିକ୍ଷା ଓ ଶିକ୍ଷା ଶେଷରେ ନିଶ୍ଚିତ ନିଯୁକ୍ତି ଦାବୀରେ ଅଖିଳ ଭାରତ ଯୁବକସାଙ୍ଗ ଏବଂ ଅଖିଳ ଭାରତ ଛାତ୍ରସାଙ୍ଗ ତରଫରୁ ଦକ୍ଷିଣା ଅଂଚଳ ରାଜସ୍ବ କମିଶନଙ୍କ କାଯ୍ୟଳୟ ଆଗରେ ଏକ ମିଳିତ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଅଖିଳ ଭାରତ ଯୁବକସାଙ୍ଗ ଏବଂ ଅଖିଳ ଭାରତ!-->…
ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି, ଶୁଭଖୁଣ୍ଟି ସ୍ଥାପନ
ଛତ୍ରପୁର : ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ସ୍ଥିତ ଲଷ୍ମୀବଜ଼ାର ପରିସରରେ ଚଳିତ ବର୍ଷ ହେବାକୁ ଥିବା ମା ଗଜଲଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା କମିଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। କର୍ମକାଣ୍ଡ ପୁରୋହିତ ଡ଼ଃ ସରୋଜ କୁମାର ଶତପଥୀ ପୂଜା!-->…
ମିଶନ୍ ବାତ୍ସଲ୍ୟ ସମୀକ୍ଷା ବୈଠକ : ଅନାଥ ଶିଶୁଙ୍କୁ ଶିକ୍ଷା ପଦ୍ଧତିରେ ସାମିଲ କରି ଆତ୍ମ ନିର୍ଭରଶୀଳ ହୁଅନ୍ତୁ –…
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଶନ୍ ବାତ୍ସଲ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେଯେ, ଜିଲ୍ଲାର ସମସ୍ତ ଶିଶୁ ଯତ୍ନ!-->…
ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଭାରତର ନୂଆ ସିଡିଏସ୍
ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଭାରତର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ନିଯୁକ୍ତ କରାଯାଇଛି । ସେ ଗତ ବର୍ଷ ମେ ମାସରେ ସେନାରୁ ଅବସର ଗ୍ରହଣ କରିଥିଲେ । ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁର ୯ ମାସ ପରେ ଦେଶ ୨ୟ ସିଡିଏସଙ୍କୁ ପାଇଛି!-->…
ଓଡ଼ିଶାରେ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦’ର ସଫଳ ରୂପାୟନ : କ୍ଷେତ୍ର ଅଧିକାରୀମାନଙ୍କ ପାଇଁ ଜିଲ୍ଲାସ୍ତରୀୟ…
ସୁନ୍ଦରଗଡ଼ : ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ୨୦୩୦ର ଓଡ଼ିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର!-->!-->!-->…