Browsing Category

ଆଞ୍ଚଳିକ

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ

ଫୁଲବାଣୀ (୨ ୧/୯) : ଫୁଲବାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବଳ୍ପ , ବିଶ୍ଵାସନିୟତା ଭଲଭାବେ ପରଖୁ ନେବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ଡାକଘର ଓ ବାଣିଜ୍ୟିକ ବ୍ୟାଙ୍କ ମାନଙ୍କରେ ଉପଲବ୍ଧ ସ୍ବଳ୍ପ ସଞ୍ଚୟ ଯୋଜନା ଗୁଡ଼ିକ ଅର୍ଥନିବେଶ ପାଇଁ ବେଶ ସରଳ,…

ହକି ବିଶ୍ୱକପ୍ ପାଇଁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ…

ରାସ୍ତା ନିର୍ମାଣ, ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ, ପାର୍କିଂ ସ୍ଥଳ ଓ ବୃକ୍ଷ ରୋପଣ ଆଦି କାମ ଉପରେ ଗୁରୁତ୍ୱ ରାଉରକେଲା, : ୨୦୨୩ ଜାନୁୟାରୀ ମାସରେ ଭୁବନେଶ୍ୱର ସହିତ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ…

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ମରୁଡି : ଛାତ୍ର ଛାତ୍ରୀଙ୍କ ଧାରଣା…

ରସିକ ସରକାର / ଉମେରକୋଟ ପ୍ରତିନିଧି ଉମରକୋଟ : ଆଦର୍ଶ ବିଦ୍ୟାଳୟ ରେ ଅନେକ ଦିନ ହେଲା ରାସାୟନ ବିଜ୍ଞାନ ଶିକ୍ଷକ ସହିତ ହିନ୍ଦୀ, କଳା ଏବଂ ସଂଗୀତ ଶିକ୍ଷକ ନଥିବା ଯୋଗୁଁ ଆଜି ଏହାର ପ୍ରତିବାଦ କରି ସ୍କୁଲର ଛାତ୍ର ଛାତ୍ରୀ ପ୍ରାୟ ଚାରି କିଲୋମିଟର ରାସ୍ତା ବର୍ଷାରେ ଭିଜି ଭିଜି ଆସି…

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ର କୁନାଲ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଆର୍‌କେ ହଷ୍ଟେଲରେ ରହୁଥିବା ଜନୈକ କଳା ବିଭାଗର ଯୁକ୍ତ ତିନି ଛାତ୍ର କୁନାଲ ମଲ୍ଲିକଙ୍କର ଆଜି ପୂର୍ବାହ୍ନରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଯୁକ୍ତ ତିନି କଳା ବିଭାଗର…

ଏସଏସଶାହା ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ଫଳାଫଳ

ଉମରକୋଟ(୨୦/୦୯) : ଏସଏସଶାହା ଫୁଟବଲ ଟୁର୍ନାମେଣ୍ଟର ଆଜି ଅନ୍ତିମ ମ୍ୟାଚ ଅନୁଷ୍ଠିତ ହୋଇଥିଲା | ଏହି ଅନ୍ତରାଷ୍ଟୀୟ ଟୁର୍ନାମେଣ୍ଟରେ ସର୍ବମୋଟ ଦଶଟି ଦଳ ଭାଗ ନେଇଥିଲେ ସେଥିମଧ୍ୟରୁ ବଲାଙ୍ଗୀର,ଭବାନୀପାଟଣା, ଏସ ଏସ ସାହା ସ୍କ୍ୱାର୍ଡ, ୟୁ ଏଫ ଛି ନାଇଜେରିଆ, ସ୍ପୋର୍ଟ ଏକାଡେମୀ ଥିରୁ କେରଳ,…

ଶିଶୁ ଓ ମହିଳାଙ୍କ ଦିନଟିଏ କାର୍ଯ୍ୟକ୍ରମ

"""""""" ଝରୀଗାଁ : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ…

ଗାଁ କଲ୍ୟାଣସମିତି ଗୁଡିକ ଶିଶୁ ମଙ୍ଗଳ ଓ ଶିଶୁ ସୁରକ୍ଷା କମିଟି ଭାବରେ କାର୍ଯ୍ୟ କରିବ

ନବରଙ୍ଗପୁର (୨୦ / ୦୯) : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ…

କଁଅଳ ବୟସରେ ମୁଣ୍ଡ ଉପରେ ବଞ୍ଚିବାର ବୋଝ, ବାପା ମାଙ୍କୁ ହରାଇ ଏକା ହୋଇ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ଦୀପା

ମାଲକାନଗିରି (୨୦।୯) : ଗରିବ ଲୋକଙ୍କ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଥିବା ବେଳେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ଯନ୍ତ ସରକାରୀ ଯୋଜନାର ଲମ୍ବା ଚିଠା ରହିଛି । ଜଣେ ଗରିବ ଲୋକ କିମ୍ବା ପରିବାର ଅର୍ଥ ଅଭାବରୁ କୌଣସି ସମସ୍ୟା ନ ଭୋଗିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିବା…

ଉତ୍କଳରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ରୁସା ଅଧୀନରେ ଥିବା ରୁରାଲ ଆଉଟରିଚ ଶାଖା ତରଫରୁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଏର୍ଗୋନୋମିକ୍ ଶିବିର ଅନୁଷ୍ଠିତ ହୋଇଯାଇଛି |କଳିଙ୍ଗ ହସ୍ପିଟାଲର ସହଯୋଗରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରର ଉଦଘାଟନ କରି କୁଳପତି…

ଅହିଂସା ରଥର ସ୍ଵାଗତ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହିଞ୍ଜିଳିକାଟୁ (୨୦/୯) : ହିଞ୍ଜିଳିକାଟୁ ବ୍ଲକ ସମ୍ମିଳନୀ କକ୍ଷରେ,ଗୋଷ୍ଟି ଉନ୍ନୟନ ଅଧିକାରୀ ସୂଵ୍ରତ କୁମାର ଜେନା ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ ମନରଞ୍ଜନ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଅହିଂସା ରଥ କୁ ସ୍ୱାଗତ…