Browsing Category

ଆଞ୍ଚଳିକ

ବି.କରଡ଼ାବାଡ଼ି ଓ ବୁଗୁଡ଼ାରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

ବୁଗୁଡା : ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ଗ୍ରାମରେ ଆଗାମୀ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଗାଁ ବଡଦାଣ୍ଡରେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୋହିତ ଭାବେ କାହ୍ନୁ ଚରଣ ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ ଗୋପାଳ…

ଅଳିଆ ଗଦା ପାଲିଟିଛି ମେଡିକାଲ ପରିସର

ଦାରିଙ୍ଗବାଡ଼ି,(୨୦/୯) : ସ୍ୱଚ୍ଛ,ସବୁଜ ସୁନ୍ଦର କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଏପରିକି ସ୍ୱଚ୍ଛତା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ ଦାରିଙ୍ଗବାଡ଼ି ମେଡିକାଲ ପରିସର ଦେଖିଲେ ଲାଗୁଚି ଯେ…

ଓବିସିଙ୍କୁ ସଂରକ୍ଷଣ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଦାରିଙ୍ଗବାଡ଼ି(୨୦/୯) : ଦାରିଙ୍ଗବାଡ଼ି ମିଶ୍ର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଓବିସି ମୋର୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ଓବିସି ମୋର୍ଚା ସଭାପତି ସୁରଥ ବିଶ୍ୱାଳ ଓବିସିଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ…

ଚିକିଟି ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର- ୨୦୨୨

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ରେ ସୋମବାର ଦିନ ଚିକିଟି ବ୍ଲକ୍ ଓ ପିତାତୋଳି କ୍ଲଷ୍ଟର ଅନ୍ତର୍ଗତ ଉତ୍କଳ ମଣି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ବି ଇ ଓ, ଚିକିଟି ମୁଖ୍ୟ ଅତିଥି…

କୁଇ ସମାଜ ସେବାସମିତି ପକ୍ଷରୁ ନବ ନିର୍ବାଚିତ ସରପଞ୍ଚ ମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।ଏହି କାର୍ଯ୍ୟ କ୍ରମ ରେ ଫୁଲବାଣୀ ମାନ୍ୟବର ବିଧାୟକ ଅଙ୍ଗଦ କହଁର ଅତିଥିଭାବେ ଯୋଗଦେଇ ନିଜର ସରପଞ୍ଚ ଓ ସମିତି ଅଧ୍ୟକ୍ଷ…

ପୂର୍ବତନ ଥାନା ଆଇଆଇସି ଙ୍କୁ ୩ ବର୍ଷ ଜେଲ ଓ ୧୦,୦୦୦ ଟଙ୍କା ଜୋରିମାନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ଚକାପାଦ ଥାନା ଅଧିକାରୀ ହରି ବନ୍ଧୁ ପରିଡ଼ାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମlନା ଅନାଦେୟ…

ଜୟ ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ମତାମତ ବୈଠକ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ କୋଇଲା ପରିବହନ। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ୍ ସ୍ଥିତ ବସୁନ୍ଧରା ଅଞ୍ଚଳରେ ଥିବା ଖଣି ଏସିଆ ମହାଦେଶର ସର୍ବବୃହତ କୋଇଲା ଖଣି। ଏହି ଖଣିରୁ ବେଦାନ୍ତ, ହିଣ୍ଡାଲକୋ ଇତ୍ୟାଦି ବୃହତ୍ ଶିଳ୍ପସଂସ୍ଥାଗୁଡ଼ିକୁ କୋଇଲା…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡାପରିଷଦର ସାଧାରଣ ବୈଠକ ୨୦୨୨-୨୩ ପାଇଁ ବଜେଟ ୪୯ ଲକ୍ଷ ୮୫ ହଜାର ଅଟକଳ 

ଗୋପାଳପୁର(୧୯/୦୯) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ର ସାଧାରଣ ବୈଠକ ଆଜି ନିୟୁ କନ୍ଫେରେନ୍ସ୍ ହଲ ଠାରେ ଅନୁଷ୍ଟିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,ସମ୍ମାନୀତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି…

କୋଣାର୍କରେ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛତା ପାକ୍ଵଡା କାର୍ଯ୍ୟକ୍ରମ

କୋଣାର୍କ : ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ,ଭୁବନେଶ୍ୱର ଶାଖା ପକ୍ଷରୁ ଗତ ଗତକାଲି ବିଶ୍ୱ ଐତିହ୍ୟ କୋଣାର୍କ ଠାରେ ଏକ ସ୍ଵଚ୍ଚତା ପାକ୍ଵଡା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଭାରତ ପର୍ଯ୍ୟଟନ ବିଭାଗ, ଭୁବନେଶ୍ୱର ଶାଖାର ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ରଶ୍ମି ସୋନିଆ ତିର୍କିଙ୍କ…

ବିଶ୍ୱକର୍ମା ପୂଜା ଉପଲକ୍ଷେ ଏସଏସ ସାହା ଫୁଟବଲ ପ୍ରତିଯୋଗିତା

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ପାରୁଆ ପଞ୍ଚାଏତ ଅନ୍ତର୍ଗତ ଛତାବେଡ଼ା ଗ୍ରାମରେ ଆଜି ଅନ୍ତରରାଷ୍ଟ୍ରିୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଫୁଟବଲ ପ୍ରତିଯୋଗିତାରେ ବଲାଙ୍ଗୀର, ଭବାନୀପାଟଣା, ଏସ ଏସ ସାହା, ନାଇଜେରିଆ, ବାଳାଘାଟ ମଧ୍ୟପ୍ରଦେଶ, ଭଂଜନଗର, କେରାଲ,…