Browsing Category

ଆଞ୍ଚଳିକ

ଫୁଲବାଣୀ କୋର୍ଟରେ କାଗଜ ବିହୀନ ଅଦାଳତ ଉଦଘାଟିତ

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ପରିସରରେ କାଗଜ ବିହୀନ ଅଦାଳତ ଉଦଘାଟିତ ହୋଇଯାଇଛି l ଏହାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓଡିଶା ଆସି ଜୁଡିସିଆଲ ଏକାଡମୀ କଟକ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶାର ୩୦ ଟି ଜିଲ୍ଲାରେ ଏକା ସମୟରେ ଉଦଘାଟିତ କରିଛନ୍ତି l…

ସ୍ଵଛତା ପକ୍ଷର ପ୍ରଥମ ଦିବସରେ ପି ଆଣ୍ଡ ଟି କୋଲନୀ ଛତ୍ରପୁର ରେ ସଫେଇ କାର୍ଯ୍ୟକ୍ରମ

ଛତ୍ରପୁର : ଚଳିତ ବର୍ଷର ସ୍ଵଛତା ପକ୍ଷ ର ପ୍ରଥମ ଦିବସ ସ୍ଵଛତା ଆବାସ ଉପଲକ୍ଷେ ଓଡିଶା ପୋଷ୍ଟାଲ ସର୍କଲ ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଶ୍ରୀ ଶୁଭେନ୍ଦୁ କୁମାର ସ୍ୱାଇଁ ଙ୍କ ନିର୍ଦେଶ ରେ ବ୍ରହ୍ମପୁର ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ତାରିଣୀ ଚରଣ ପାଢ଼ୀ ଙ୍କ ଆହ୍ୱାନ କ୍ରମେ…

ଆଜି ଠାରୁ ଛତ୍ରପୁର ନୂତନ ବସ୍ ଷ୍ଟାଣ୍ଡରେ ବସ୍ ଗଡିବ : ଜିଲ୍ଲାପାଳ..

ଛତ୍ରପୁର : ଛତ୍ରପୁର ସ୍ଥିତ ବସ୍ ଷ୍ଟାଣ୍ଡ ନିର୍ମାଣ ହୋଇ ଅନେକ ଦିନ ହେଲା କାର୍ଯ୍ୟକ୍ଷମ ହୋଇ ପାରିନଥିଲା । ଏହାର ଶୁଭ ଉଦ୍ଘାଟନ ପରେ ବସ୍ ଗୁଡିକ ବସ୍ ଷ୍ଟାଣ୍ଡକୁ ଆସି ଥିଲା । ଜନ ସାଧାରଣ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ନେଇ ଅନେକ ବାର ଦାବୀ କରି ଆସୁଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ…

ଫଲଗୁ ସାହିତ୍ୟ ସଂସଦର ସାହିତ୍ୟ ଆସର ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର : ବ୍ରହ୍ମପୁର ପୁରାତନ ସାହିତ୍ୟ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦର ସାହିତ୍ୟ ଆସର କବିତା ପାଠ କାର୍ଯ୍ୟକ୍ରମ ଏବଂ ପୁସ୍ତକ ଲୋକାର୍ପିଣ ଉତ୍ସବ ପାଳିତ ହୋଇଯାଇଛି,ଏହି ଆସର ରେ ଫଲଗୁ ସାହିତ୍ୟ ସଂସଦର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ କାର୍ଯକାରୀ ସଭାପତି ପ୍ରଫେସର ମେଜର ରମା…

ଖଜୁରୀପଡାରେ ରାଜସ୍ବ ଅଦାଲତ ଶିବିର ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ସଦର ମହକୁମା ତଥା ମୁଖ୍ୟାଳୟ ରାଜସ୍ବ କୋର୍ଟ କାର୍ଯ୍ୟାଳୟ ଠାରେ ଆଜି ତହସିଲଦାର ସ୍ୱପ୍ନିତା ନାୟକଙ୍କ ଅଧ୍ୟକ୍ଷତାରେ ରାଜସ୍ବ ଅଦାଲତ ଅନୁଷ୍ଠିତ ହୋଇଅଛି।ଜିଲ୍ଲାର ପ୍ରଥମ ରାଜସ୍ବ ଅଦାଲତ ଖଜୁରୀପଡା ଠାରେ ହୋଇଥିବା ବେଳେ ଶତାଧିକ ଅଭିଯୋଗ…

ଲାଲଗଡ଼ର ଦୁର୍ଗମ ଓଡିଶା ଆନ୍ଧ୍ର ସୀମାନ୍ତ ଗ୍ରାମ ଗ୍ରସ୍ତ କଲେ ଜିଲ୍ଲାର ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ବ୍ଲକ ଅନ୍ତର୍ଗତ ଓଡିଶା ଆନ୍ଧ୍ର ସୀମାନ୍ତ ରେ ଥିବା ଦୁର୍ଗମ ଗ୍ରାମ ମଣ୍ଡାପଲ୍ଲୀ,କତା ଉରୁ, କଟେଡ଼ରୁବନ୍ତ ,ଜୁମଡାଙ୍ଗ ଗ୍ରାମ ଗ୍ରସ୍ତ କରିଛନ୍ତି ମାଲକାନଗିରି ଜିଲ୍ଲା ସବକଲେକ୍ଟର ଅକ୍ଷୟ ଖେମୁଡୁ,ପିଏଆଇଟିଡିଏ ତ୍ରିନାଥ…

ଅଶ୍ଲିଳ ଭାଷା ପ୍ରୟୋଗ କରି ୟୁ ଟ୍ୱବରେ ସଂଗୀତ ପରିବେଷଣ କରିଥିବା ଯୋଗୁଁ,ଥାନାରେ ଏତଲା…

ନବରଙ୍ଗପୁର : ନବରଙ୍ଗପୁର ଟାଉନ ଥାନା ରେ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଁ ଘର, ଆମେ ନରଙ୍ଗପୁରିଆ ସୋସିଆଲ ମିଡ଼ିଆ ଗୃପ, ଏବଂ ନବରଙ୍ଗପୁର ଜିଲ୍ଲା କଳାକାର ସଂଘର ଶତାଧିକ କର୍ମକର୍ତ୍ତା ପହଞ୍ଚି ପୃଥକ ଭାବେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ ବାଲେଶ୍ବର, କୁଚିଣ୍ଡା ବାସିନ୍ଦା…

ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୋଟ ୩୩୨ ଜଣ ବେକାର ଯୁବକ ଯୁବତୀ ପଞ୍ଜିକୃତ କରି ଶିବିର ରେ ଯୋଗ ଦେଇଥିଲେ l ସେଥି ମଧ୍ୟରୁ ୨୫୫ ଜଣ ପିଲା ବିଭିନ୍ନ ପିଆଇ ସହିତ ଟାଗ ହୋଇ ଟ୍ରେନିଂ…

ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଥିବା ନଦୀବନ୍ଧ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଉଷାଦେବୀ

ପାତ୍ରପୁର-ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ହେବାଫଳରେ ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ପଞ୍ଚାୟତ ଭୀମପୁର ଗ୍ରାମ ନିକଟ ବଗିନଦୀ କେନାଲରେ ନିର୍ମିତ ନଦୀବନ୍ଧ ଭାଙ୍ଗିଯାଇଥିଲା ବେଳେ ଆଜି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା…

ବୁଗୁଡ଼ା ଥାନାରେ କାର୍ଯ୍ୟରତ କନଷ୍ଟେବଳଙ୍କ ଅକାଳ ବିୟୋଗ

ବୁଗୁଡ଼ା (୧୬/୦୯) : ବୁଗୁଡ଼ା ଥାନାରେ କାର୍ଯ୍ୟରତ ଥିବା ଓଏସଏପି କନଷ୍ଟେବଳ ରମାକ ରଞ୍ଜନ ଖେସ(୩୧ )ଙ୍କ ଅକାଳ ବିୟୋଗ ଘଟିଛି l ରମାକ ରଞ୍ଜନ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନର କର୍ମଚାରୀ ଥିଲେ l ସେ ଗତ ଅଗଷ୍ଟ ୧୪ ତାରିଖରେ ବୁଗୁଡ଼ା ଥାନାକୁ ଆସିଥିଲେ l ଗତକାଲି ସନ୍ଧ୍ୟାରେ ହଠାତ…