Browsing Category

ଆଞ୍ଚଳିକ

ମାଟି ଅତଡା ଖସି ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି, ୧୬/୮: ଦୁଇ ଦିନ ହେବ ଲଗାଣ ବର୍ଷା ହେବା ଫଳରେ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଥିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଖବର ହସ୍ତଗତ ହୋଇଛି। ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିଙ୍ଗି ଠାରୁ କିଲିମେରା ପ୍ରଧାନ ମନ୍ତ୍ରୀ ରାସ୍ତାରେ ଏଭଳି ସ୍ଥିତି ଉପୁଜିଥିବା…

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ନବରଙ୍ଗପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୧୫ ଅଗଷ୍ଟ ସୋମବାର ଅପରାହ୍ନ ତିନିଟା ବେଳେ ଓଡ଼ିଶାର ପଚିଶି ଟି ଜିଲ୍ଲାର ୧୫୦ ଟି ସ୍ଥାନରେ ପ୍ରାୟ ୩ ହଜାର କବି ଓ କବୟିତ୍ରୀ ଙ୍କୁ ନେଇ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ…

‘ଆଜାଦି କା ଅମ୍ରିତ ମହୋତ୍ସବ’ ପାଳନ ନିମନ୍ତେ ବ୍ରହ୍ମପୁର ଡାକ ମଣ୍ଡଳର ସିରିଜ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର : ଚଳିତ ବର୍ଷ ଦେଶ ସ୍ୱାଧୀନତା ପ୍ରାପ୍ତି ର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ସକାଶେ ଆଜାଦି କା ଅମ୍ରିତ ମହୋତ୍ସବ ପାଳନ କରୁଥିବା ବେଳେ ବ୍ରହ୍ମପୁର ଡାକମଣ୍ଡଳ ଏହାକୁ ଅଧିକ ପ୍ରlସଙ୍ଗିକ କରିବା ସକାଶେ ଅଣ୍ଟାଭିଡି ବିଭିନ୍ନ ସ୍ଥାନରେ ସିରିଜ କାର୍ଯ୍ୟକ୍ରମ ଆୟୋଜନ କରି ସଫଳ ହୋଇପାରିଛି…

ଅମୃତ ମହୋତ୍ସବ ଅବସରରେ ବିଜେପି ପକ୍ଷରୁ ଅମୃତ ମିଳନ ଏବଂ ଅମୃତ ସମ୍ମାନ ପ୍ରଦାନ

ବ୍ରହ୍ମପୁର : ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ତତ୍ତ୍ୱାବଧାନରେ "ଅମୃତ ମିଳନ ଏବଂ ଅମୃତ ସମ୍ମାନ ପ୍ରଦାନ…

ବିଜେପି ପକ୍ଷରୁ ଅମୃତ ମହୋତ୍ସବ ଓ ୭୬ ତମ ସ୍ୱାଧିନତା ଦିବସ ପାଳିତ

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଧାନସଭା ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର ଛକ ଦଳୀୟ କାର୍ଯ୍ୟାଳୟ ନିକଟସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା…

ସ୍ୱାଧୀନତା ଅବସରରେ ବ୍ରହ୍ମପୁର ସିଜିଆର ବ୍ୟବସାୟୀ ସଂଘ ତରଫରୁ ୧୨୧ ଲମ୍ବର ଜାତୀୟ ତୀରଙ୍ଗା ଯାତ୍ରା ସହ ଝୁମିଲେ…

ବ୍ରହ୍ମପୁର : ଭାରତ ସ୍ୱାଧୀନର ୭୫ ବର୍ଷ ପୂର୍ତ୍ତି ତଥା ୭୬ ତମ ସ୍ୱାଧୀନତା ଦିବସ ଅବସରରେ, ସ୍ଥାନୀୟ ବଡବଜ଼ାର ସ୍ଥିତ ସି. ଜି ଆର (C G R ) ବ୍ୟବସାୟ ସଂଘ ଓ ବିଜୁ ଜନତା ଦଳ ତରଫରୁ ତଥା ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଦୀର୍ଘ ୧୨୧ ଫୁଟ ଲମ୍ବା ବିଶିଷ୍ଟ ଜାତୀୟ ତୀରଙ୍ଗାକୁ ମାନ୍ୟବର…

ଜିଲ୍ଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ମହା ଆଡମ୍ବର ସହକାରେ ପାଳିତ

ଓଡିଶାର ସ୍ବାଧୀନତା ସଂଗ୍ରାମର ପୃଷ୍ଠଭୂମିରେ ଗଞ୍ଜାମ ଜିଲ୍ଲାର ଅବଦାନ ଅବିସ୍ମରଣୀୟ- ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଛତ୍ରପୁର (୧୫/୦୮) : ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ କୋଭିଡ୍ କଟକଣା ମଧ୍ୟରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଛତ୍ରପୁର ସ୍ଥିତ…

ହିଞ୍ଜିଳିରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ

ହିଞ୍ଜିଳିକାଟୁ, ୧୬/୮ : ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କେ ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା ସହ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି । ହିଞ୍ଜିଳି ପୌରପରିଷଦରେ ହିଞ୍ଜିଳି ପୌରପାଳିକାର ଅଧ୍ୟକ୍ଷ…

ପୋଲିସ ଓ ପ୍ରଶାସନର ନିର୍ଭର ପ୍ରତିଶୃତି ପରେ ଆମରଣ ଅନଶନ ପ୍ରତ୍ୟାହୃତ

ଫୁଲବାଣୀ (୧୬/୦୮) : ପରିବାରିକ ସମ୍ପତ୍ତିରୁ ବଂଚିତ ହୋଇଆଉ ନିଜ ହକ ପାଇବା ପାଈଁ ବର୍ଷ-ବର୍ଷ ଧରି ପ୍ରଶାସନ ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ କୌଣସି ସଫଳ ନମିଳିବା ଫଳରେ ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଈଁ ସ୍ୱାଧୀନତା ଦିବସରୁ ଆମରଣ ଅନଶନରେ ବସିଥିବା ପ୍ରଦୀପ ପଟ୍ଟନାୟକ ନାମକ ଜଣେ ପୂର୍ବତନ…

ଖଲ୍ଲିକୋଟ : ଦେଶାତ୍ମବୋଧକ କବିତା ପାଠଉତ୍ସବ ଅନୁଷ୍ଠିତ

ଖଲ୍ଲିକୋଟ : ୧୬/୭ ସ୍ୱାଧୀନତା ର ୭୫ ତମ ବର୍ଷ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ଓ ଖଲ୍ଲିକୋଟ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସିନ୍ଧୁ - ଉର୍ମି ସାହିତ୍ୟ ସଂସଦ ର ମିଳିତ ଅ|ନୁକୂଲ୍ୟ ରେ ସଂସଦ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କ ଅଧକ୍ଷ ତା ରେ ଏକ ମନୋଜ୍ଞଦେଶାତ୍ମବୋଧକ କବିତା ପାଠୋସ୍ଛବ…