Browsing Category

ଆଞ୍ଚଳିକ

ବାଇକ ଦୁର୍ଘଟଣା ଜଣେ ଗୁରୁତର,ଡାକ୍ତରଖାନାରେ ଭର୍ତ୍ତିକଲେ ତହସିଲଦାର

ଦାରିଙ୍ଗବାଡ଼ି,(୧୩/୮) : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ୫୯ ନଂଜାତୀୟ ରାଜପଥ ସାରୁମାହା ନିକଟରେ ସନ୍ଧ୍ୟା ପ୍ରାୟ ୭.୩୦ ଘଣ୍ଟା ସମୟରେ ବାଇକ ଦୁର୍ଘଟଣାରେ ଗତକାଲି ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଗୁରୁତର ଜଣକ ହେଲେ ବାଡ଼ାବାଙ୍ଗା…

ବଜାର ସ୍ବଚ୍ଛତା ପାଇଁ ଗ୍ରାମ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଗଲା ଡ଼ଷ୍ଟବିନ

ଦାରିଙ୍ଗବାଡ଼ି, (୧୩/୮) : ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦ୍ଵିତୀୟ ବୃହତ୍ତମ ବଜାର ଭାବେ ବ୍ରାହ୍ମଣୀଗାଁ ବଜାର ପରିଚିତ। ବ୍ରାହ୍ମଣୀଗାଁ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମାଲିକ ଙ୍କ ନେତୃତ୍ୱରେ ସ୍ବେଛାସେବୀଙ୍କ ସହଯୋଗରେ ଗତକାଲି ବଜାରର ଜନ ଗହଳି ହେଉଥିବା ଛକ ସହିତ ବଜାରର ବିଭିନ୍ନ ଦୋକାନ…

ବନ୍ୟପ୍ରାଣୀ ସପ୍ତାହ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା

କାଲିମେଳା : ଆଜି କାଲିମେଳା ବନବିଭାଗ ପକ୍ଷରୁ ୬୮ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଏକ ଚିତ୍ରଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜନ କରାଯାଇଛି । ଆଜିର ଏହି ପ୍ରତିଯୋଗିତାକୁ ରେଞ୍ଜ ଅଫିସର…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଆୟୋଜିତ…

ବ୍ରହ୍ମପୁର : ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଜିଲ୍ଲା ଜର୍ଜ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତରେ ଦେବାନୀ,…

ଲଗାଣ ବର୍ଷାରେ ସ୍କୁଲ ଛାତ୍ର, ଛାତ୍ରୀଙ୍କ ପ୍ରଭାତ ଫେରି…

ଉମରକୋଟ : ଲଗନା ବର୍ଷା କୁ ଖାତିର ନକରି ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପତକା ଉତ୍ତଳନ କରି ଜାତୀୟ ସଂଗୀତ ରଘୁପତି ରାଘବ ଗୀତ ଗାଇ କଳିଆପଦର ଗାଁ ପରିକ୍ରମା କରି କରିଥିଲେ l ହର ଘର ତୀରଙ୍ଗା ଏହି ସ୍ୱାଧୀନତା ର 75 ବର୍ଷର ଅମୃତ ମହୋତ୍ସବ ପାଳନ କରିବା ପାଇ ଲଘୁଚାପ ବର୍ଷାକୁ ଖାତିର ନ…

ଦବିଗଲା ବିଜୁ ସେତୁ ରାସ୍ତା, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି (୧୨/୮) : ଗାଁ କୁ ଗାଁ ସଂଯୋଗ କରିବା ରାସ୍ତା ମଧ୍ୟରେ ରହିଥିବା ନଦୀ ଉପରେ ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ କରୁଥିବା ବେଳେ କାମ ନିମ୍ନ ମାନର ଯୋଗୁଁ ସେତୁରେ ରହିଥିବା ଗାର୍ଡୱାଲ ଭାଙ୍ଗିଯାଇ ରାସ୍ତା ଦବିଗଲାଣି । ପାଡ଼ାନକେତା-ମାଣ୍ଡୁବାଡ଼ି ରାସ୍ତା ଉପରେ…

ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ଜଣେ ଗିରଫ

ଭଞ୍ଜନଗର(୧୨/୮) : ତାରସିଂ ଥାନା ଅନ୍ତର୍ଗତ ହରିଗଡ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ରେ ଜଣେ ବ୍ୟକ୍ତି ଗିରଫ ହୋଇଥିବା ଜଣାପଡିଛି। ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ଙ୍କ ସୂଚନା ପ୍ରକାରେ ହରିଗଡ ଗ୍ରାମର ବିଷିକେଶନ ନାୟକ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ଜନୈକ ଏକ…

ଅନ୍ତର୍ଜାତୀୟ ହସ୍ତୀ ଦିବସ

ଭଞ୍ଜନଗର : ଏଠାରୁ ପ୍ରାୟ ତିନି କିଲୋମିଟର ଦୂର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ କୋଦଣ୍ଡା ଠାରେ ହାତୀ ଦିବସ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ମୁଖ୍ୟବକ୍ତା…

ଶ୍ରୀ ଭରତପତି ମହାବିଦ୍ୟାଳୟରେ ୪୩ତମ ପ୍ରତିଷ୍ଠା ଦିବସ ଉତ୍ସବ

ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତ ପତି ମହାବିଦ୍ୟାଳୟ ରେ ଶୁକ୍ରବାର ୪୩ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି…

ମନ୍ତ୍ରୀଙ୍କ ଦ୍ବାରା ପାତ୍ରପୁର ମେଡ଼ିକାଲରେ ଏକ୍ସ-ରେ ମେସିନ ଉଦଘାଟିତ

ପାତ୍ରପୁର - ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଏକ୍ସ-ରେ ମେସିନ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଙ୍କ ଦ୍ବାରା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ପାତ୍ରପୁର ମେଡ଼ିକାଲରେ ଏକ୍ସ-ରେ ମେସିନ ନଥିବାରୁ ରୋଗୀ ମାନେ ବାହାରେ ଏକ୍ସ-ରେ କରି ବହୁ…