Browsing Category

ଆଞ୍ଚଳିକ

ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପାଇଁ ମେଗା ନାମଲେଖା ଶିବିର : ୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ରଘୁନାଥ ବିଦ୍ୟାପୀଠରେ ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପାଇଁ ନାମଲେଖା ଶିବିର ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ପରୀକ୍ଷା ଦେବେ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ମହୋତ୍ସବ ତୃଟିଶୂନ୍ୟ ଭାବରେ କରିବା ପାଇଁ ବିଭିନ୍ନ କମିଟି ଗଠନ, ସ୍ଥାନୀଯ ପ୍ରତିଭାଙ୍କୁ ଦିଆଯିବ ପ୍ରାଧାନ୍ୟ ନୌଚାଳନା ପ୍ରତିଯୋଗିତ ପାଇଁ କରାଯାଉଛି ପରିକଳ୍ପନା , ସ୍ମରଣିକା ଶାମୁକା ପାଇଁ ଗବେଷଣା ଧର୍ମୀଆଲେଖ୍ଯ ଦେବାପାଇଁ ଅନୁରୋଧ ଛତ୍ରପୁର : ଓଡିଶା ସରକାରଙ୍କ ବାଣିଜ୍ଯ ଓ

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

ମାଲକାନଗିରି : ଆଗାମୀ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬କୁ ମାଲକାନଗିରି ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ

ମାଟ୍ରିକ ପିଲାଙ୍କୁ ଗୁରୁମନ୍ତ୍ର ଦେଲେ ବିଇଓ

ଚିକିଟି : ଜଣେ ଉତ୍ତମ ଓ ପ୍ରତିଷ୍ଠିତ ଛାତ୍ର ଓ ଛାତ୍ରୀ ରୂପେ ଗଢି ତୋଳିବା ପାଇଁ ସମସ୍ତ ପିତାମାତା ସ୍ୱପ୍ନ ଦେଖିଥାନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ପାଇଁ ଅହରହ ଚେଷ୍ଟା କରିଆସୁଛନ୍ତି। ମାଟ୍ରିକ ହେଉଛି ଭବିଷ୍ୟତ ଗଠନର ପ୍ରଥମ ପାହାଚ।

ମାଲକାନଗିରି ଜିଲ୍ଲାରେ ସ୍ଵାଗତ ହେଲା ଶ୍ରୀରାମ ସ୍ଵର୍ଣ୍ଣ ଧନୁଷ ରଥ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମାରେ ଆଜି ସନ୍ଧ୍ୟା ରେ ସୁଦୂର ରାଉଲକେଲା ରୁ ଯାତ୍ରା ଆରମ୍ଭ କରିଥିବା ଏହି ସ୍ଵର୍ଣ୍ଣ କୋଦଣ୍ଡ ବିଜୟ ଧନୁଷ ରଥ ପହଞ୍ଚିଛି l ସ୍ବର୍ଣ୍ଣ ଧନୁଷଟି ୮ ଫୁଟ ଲମ୍ବା ଏବଂ ୩ ଫୁଟ ଉଚ୍ଚ । ଏହା ପ୍ରାୟ ୨୪୦ କିଲୋଗ୍ରାମ ତମ୍ବା, ୨.୫ କିଲୋଗ୍ରାମ ରୂପା, ୨୦

ଜଙ୍ଗଲରୁ ଯୁବକଙ୍କ ଦରପୋଡ଼ା ଶବ ଜବତ : ହତ୍ୟା ସନ୍ଦେହ, ତଦନ୍ତ ଅବ୍ୟାହତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଖଜୁରୀପଡ଼ା ଥାନା ଆର୍.ନୂଆଗାଁ ପଞ୍ଚାୟତ ଖଲିବେରଣା ଗ୍ରାମର

ଆଞ୍ଚଳିକସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡ଼ା କ୍ଳଷ୍ଟର ନିଲିମାରି ଆଶ୍ରମ ବିଦ୍ୟାଳୟରେ ସି.ଆର.ସି.ସି. ଶ୍ରୀ ରଞ୍ଜିତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ତିନି ଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳାର ଆୟୋଜନ କରାଯାଇଥିଲା।ଏହି କାର୍ଯକ୍ରମରେ ଗବେଷକ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ଜେନା ଓ

ବ୍ଲକ ସ୍ତରୀୟ ନିରନ୍ତର ବିକାଶ ଲକ୍ଷ୍ୟ -୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମାଲକାନଗିରି କୋରୁକୋଣ୍ଡାଗତ ତା ୦୭/୦୧/୨୦୨୬ ରିଖ ବୁଧବାର ଦିନ କୋରୁକୋଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ଦିବସୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ପାଞ୍ଚାୟତ ସମିତି ଊନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଅଙ୍ଗନବାଡି କେନ୍ଦ୍ରରେ କିଶୋରୀ ଅଣ୍ଡା ବଣ୍ଟନ ତିନି ମାସ ହେଲା ବନ୍ଦ …!

ଅର୍ଥ ବରାଦ ହୋଇନଥିବା ଯୋଗୁଁ ଅଣ୍ଡା ଯୋଗାଣ ବନ୍ଦ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଦୀର୍ଘ ମାସ ହେଲା ସିଡିପିଓ ପଦବୀ ଖାଲି ପଡିଛି। ଅଙ୍ଗନବାଡି କେନ୍ଦ୍ର ନିଜ ଇଚ୍ଛା ଅନୁସାରେ ଖୋଲାଯାଉଥିବା ଲକ୍ଷ କରାଯାଇଛି। ଦାୟିତ୍ୱ ରେ ରହିଥିବା ସୁପରଭାଇଜର କେବଳ ଅଫିସରେ ରହିବା ଫଳରେ

ବଡଗାଁସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଉଦଯାପିତ

ବାଲିଗୁଡା,୦୭/୦୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ ଏ ସି ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ପ୍ରଧାନଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଉତ୍ସବରେ