Browsing Category

ଆଞ୍ଚଳିକ

ଧର୍ମଶାଳା ଅଞ୍ଚଳର ବ୍ୟାପକ ଦୁର୍ନୀତି ବିରୋଧରେ ସିବିଆଇର ଦ୍ଵାରସ୍ଥ ହେଲା ଓଡ଼ିଶା ସୂଚନାଅଧିକାର ଅଭିଯାନ

ଭୁବନେଶ୍ଵର (୧୧/୦୮) : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳର ୩୪.୪୬ ଏକର ଜମିକୁ ପାରାଦ୍ୱୀପ ପୋର୍ଟ ଟ୍ଟ୍ରଷ୍ଟ ଅଧିକାରୀ, ରାଜନେତା ଓ ଖଣିମାଫିଆ ଶ୍ରୀବାସ ଜେନାଙ୍କ ମଧୁଚନ୍ଦ୍ରିକାରେ ବେଆଇନ ଭାବେ ବ୍ୟବହାର କରି ବ୍ୟାପକ ଲୁଟ୍ ନେଇ ସୂଚନା ଅଧିକାର ଆଇନରେ ମିଳିଥିବା ସମସ୍ତ ତଥ୍ୟ…

ସ୍ବାଧୀନତା ଦିବସ ଓ ସ୍ବାଧୀନତାର ୭୫ ବର୍ଷ ପାଳନ ଉପଲକ୍ଷେ ୧୦୦ମିଟର ଲମ୍ବର ତ୍ରିରଙ୍ଗା ଯାତ୍ରା ପାଇଁ ବୈଠକ ଆୟୋଜିତ

ମାଲକାନଗିରି,୧୧।୮: ଭାରତ ସ୍ଵାଧୀନତା ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବାସୀ କିଭଳି ନିଜ ନିଜ ଘର, ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ରେ ଜାତୀୟ ପତାକା 'ତିରଙ୍ଗା' ଉଡ଼ାଇ…

ପୂର୍ବତନ ଟ୍ରେଜେରୀ ଆକାଉଣ୍ଟାଣ୍ଟଙ୍କୁ ୩ ବର୍ଷ ଜେଲ ଓ ଜୋରିମାନା

ଫୁଲବାଣୀ (୧୧/୦୮) : କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଆକାଉଣ୍ଟାଣ୍ଟ ଓ ବର୍ତ୍ତମାନର ସବ ଟ୍ରେଜେରୀ ଅଫିସ ବାଲିଗୁଡାରେ କାର୍ଯ୍ୟରତ ନାରାୟଣ ମଲ୍ଲିକଙ୍କୁ ୩ ବର୍ଷ ସଶ୍ରମ…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀଠାରେ ଅନୁଷ୍ଠିତ ହେଲା ରକ୍ଷାବନ୍ଧନ ଓ ଗୋପୂଜନ ଉତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଓ ଗୋପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ସକlଳେ ଶିଶୁମାନଙ୍କ ଦ୍ୱାରା ରକ୍ଷାବନ୍ଧନ, ଗୋପୂଜନ, ଦୀପପ୍ରଜ୍ଵଳନ,ସମସ୍ତ ଗୁରୁଜୀ ଗୁରୁମା ଫୁଲବାଣୀ ସହରର ପ୍ରତ୍ୟେକ ୱାର୍ଡର ବିଭିନ୍ନ…

ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଚିକିଟି : ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ ଦିବସ । ଭାଇ ଭଉଣୀ ର ପବିତ୍ର ସମ୍ପର୍କର ପର୍ବ ହେଉଛି ରକ୍ଷା ବନ୍ଧନ ଉତ୍ସବ।ଏହା ସହ ନିଃସ୍ୱାର୍ଥପର ପ୍ରେମର ଜ୍ୱଳନ୍ତ ପ୍ରତୀକ ଓ ଭାଇ ଚାରାକୁ ମନେ ପକାଇବା ପାଇଁ ଏକ ପବିତ୍ର ଦିନ।ଏହି ଦିନକୁ ଅପେକ୍ଷା କରିଥାନ୍ତି ସବୁ ଧର୍ମର ଲୋକେ । ଏହିଭଳି…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ରକ୍ଷା ବନ୍ଧନ ପାଳିତ

ମାଲକାନଗିରି, ୧୧।୮: ରକ୍ଷା ବନ୍ଧନ ଅବସରରେ ମାଲକାନଗିରି ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା…

ବୁଦ୍ଧିଜୀବୀ ସମ୍ମିଳନୀ ଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ସ୍ୱାଧୀନତାର ଅମୃତ ମହୋତ୍ସବର ଶୁଭ ଉଦଘାଟନ ହୋଇ ଯାଇଛି l ସକlଳେ ଶିଶୁମାନଙ୍କ ଦ୍ୱାରା ଗୋପୁଜନ, ରକ୍ଷାବନ୍ଧନ, ପଞ୍ଚସ୍ତରୀଟି ଦୀପଯଜ୍ଞ, ବିଭିନ୍ନ ବସ୍ତି ଓ ସାହିରେ…

ବ୍ୟାସକବି ସାହିତ୍ୟ ସଂସଦ ତରଫରୁ ଅମୃତ ମହୋତ୍ସବ ଓ ବିଶ୍ଵବିଜୟିନୀ ଲୋକାର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଆଜି ଅପରାହ୍ନ ୨ ଘଟିକା ସମୟରେ ବ୍ୟାସକବି ସାହିତ୍ୟ ସଂସଦ ତରଫରୁ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ଓ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁଙ୍କ କବିତା ସଂକଳନ…

ଜିଲ୍ଲା କୋର୍ଟରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ରକ୍ଷାବନ୍ଧନ ଉତ୍ସବ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନବରଙ୍ଗପୁର ସେବା କେନ୍ଦ୍ର ତରଫରୁ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେବା କେନ୍ଦ୍ର ନବରଙ୍ଗପୁର ସବ୍ ଜୋନ୍ ମୁଖ୍ୟ ବ୍ରହ୍ମା କୁମାରୀ ନୀଲମ ଦିଦି ଓ ଅନ୍ୟ ଭାଇ ଭଉଣୀ ମାନେ…

ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ପଞ୍ଚାୟତର ରାଜୀବ ଗାନ୍ଧୀ ସଭାଗୃହଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବାଉଟି ସୁପର ଷ୍ଟାର ୟୁଥ କ୍ଲବ ଦାମରେଜୁର ମିଳିତ ଆନୁକୂଲ୍ୟରେ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଅନୁଷ୍ଠିତ…