Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଇଟିଆଇରେ ନାମଲେଖା ନେଇ ଆଲୋଚନା।
ଦାରିଙ୍ଗବାଡ଼ି,(୧୦/୮) : ଦାରିଙ୍ଗବାଡ଼ିର ନୂତନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭିସି ମାଧ୍ୟମରେ ଉଦଘାଟନ ହୋଇଥିବା ବେଳେ ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ବର୍ତ୍ତମାନ ଆଡ଼ମିସନ ଚାଲିଛି । ଉକ୍ତ ଅନୁଷ୍ଠାନରେ କୋପା, ଇଲେକ୍ଟ୍ରିକାଲ, ଫିଟର ଓ!-->…
“ହର ଘର ତ୍ରିରଙ୍ଗା” ବାଲିମେଳା ବି.ଏସ.ଏଫ୍. ଯବାନଙ୍କ ଦ୍ଵାରା ନଗର ପରିକ୍ରମା
ବାଲିମେଳା:(୧୦/୦୮) : ଆଜି ମାଲକାନଗିରି ଜିଲ୍ଲାର ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ବି.ଏସ.ଏଫ୍. ଯବାନଙ୍କ ତରଫରୁ "ହର୍ ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବିଶାଳ ରାଲି ନଗର ପରିକ୍ରମା ସହ ସମସ୍ତ କାର୍ଯ୍ୟାଳୟ, ବ୍ୟବସାୟୀ ଓ ସାଧାରଣ ଜନତା ଙ୍କୁ ୭୫ ତମ ସ୍ବାଧନତା!-->…
ବ୍ରହ୍ମପୁର ମହାନଗର ନିଗମ ବିଜେପି ପକ୍ଷରୁ ବୃକ୍ଷରୋପଣ
ବ୍ରହ୍ମପୁର : ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨୭ ନଂ ୱାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ତତ୍ତ୍ୱାବଧାନରେ ଗୋଷାଣୀନୂଆଗାଁ, ମାଁ କାଳୁଆ ମନ୍ଦିର ପଛପଟେ ଥିବା ମୟୁର ବିହାର ସ୍ଥିତ ରୟାଲ୍ ଫାର୍ମାସୀ କଲେଜ ପାର୍ଶ୍ୱରେ "ବୃକ୍ଷ ରୋପଣ" କାର୍ଯ୍ୟକ୍ରମ!-->…
ମୃତ ରାତ୍ର ଜଗୁଆଳିଙ୍କ ପରିବାରକୁ ବଣିକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ…
ଦାରିଙ୍ଗବାଡ଼ି, ୧୦/୮ : ଦାରିଙ୍ଗବାଡ଼ି ବଜାରରେ ରାତ୍ର ଜଗୁଆଳି ଭାବେ ବି ଡକେବାଡ଼ି ପୁରଣା ପୋଷ୍ଟ ସାହିର ମୃତ କର୍ଣ୍ଣବାହାଦୂର(୪୫) କାର୍ଯ୍ୟ କରି ଆସୁଥିଲେ। ଯାହାରି ଫଳରେ ବଜାରରେ ଚୋରିହାରି ହେବାରେ ରୋକ ଲାଗିଥିଲା। ଦୁଃଖର ବିଷୟ ଯେ ଗତ ୩୦.୭.୨୦୨୨ ତାରିଖ ଦିନ କର୍ଣ୍ଣବାହାଦୂର!-->!-->!-->…
ଡାକଘର ଘରୋଇକରଣ ପ୍ରତିବାଦ ଓ ୨୦ ଦଫା ଦାବିରେ ଡାକ କର୍ମଚାରୀଙ୍କ ଧାରଣା..
ମାଲକାନଗିରି : ମାଲକାନଗିରି ମୁଖ୍ୟ ଡାକଘର ସମ୍ମୁଖରେ କାର୍ଯ୍ୟରତ ତୃତୀୟ ଶ୍ରେଣୀ ଡାକ କର୍ମଚାରି ସମୂହ ସରକାରଙ୍କ ଡାକଘରକୁ ଘେରେଇକରଣ କୁ ବିରୋଧ ଓ ୨୦ଦଫା ପୂରଣ ଦାବିରେ ଏକ ଦିବସୀୟ ଧାରଣା ଦେଇଛନ୍ତି । ମୁଖ୍ୟ ପୋଷ୍ଟାଲ ଆସିଷ୍ଟାଣ୍ଡ ଶ୍ରୀ ନିରଞ୍ଜନ କୁମାର ସୂଚନା ଦେଇଛନ୍ତି ଯେ!-->!-->!-->…
ସର୍ବସାଧାରଣ ରାସ୍ତା ଅବରୋଧ ନେଇ ଦାବିପତ୍ର ପ୍ରଦାନ…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ଚକାପାଦ ତହିସଲ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମର ପର କୁସୁମେଶି ମୌଯାସ୍ଥିତ କୁସୁମେଢି ଛକ ଠାରୁ କାମନା ଘର ଦେଇ ଯାଇଥିବା ସର୍ବ ସାଧାରଣ ରାସ୍ତା ଅବରୋଧ ହୋଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ!-->!-->!-->…
ଲଘୁଚାପ ବର୍ଷାରେ ରାଇଘର ବ୍ଲକ ଜଳ ମଗ୍ନ : ଚାଷୀ ମୁଣ୍ଡରେ ଚଡ଼କ …
ଉମରକୋଟ : ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରୀ ରହିଥିବା ବେଳେ ଏହାର ପ୍ରଭାବ ଧନ ଜୀବନ ଉପରେ ମଧ୍ୟ ପଡିଛି ଯାହାକି ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକରେ ଲଗୁଚାପ ଜନିତ ବର୍ଷାରେ ଆଖ ପାଖ ସବୁ ଅଞ୍ଚଳ ରେ ଜମି ଓ ବିଲ ଜଳମଗ୍ନ ହୋଉଛି ସବୁ ଆଡ଼େ ପାଣି ହିଁ ପାଣି, ଵିଲ ମାନଙ୍କ ରେ ପାଣି ଛଡ଼ା ଆଉ!-->…
ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆଠାରେ ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ୧-୬-୨୦୦୮ରୁ ୩୦-୧୧-୨୦୧୩ ର ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧-୬-୨୦୦୮ ମସିହା ଠାରୁ ଅଦ୍ୟାବଧି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ପରିଚାଳନା!-->…
ଅଙ୍ଗନୱାଡି ୱାର୍କରସଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ନିନ୍ଦା
ଛତ୍ରପୁର : ଅଙ୍ଗନୱାଡି ୱାର୍କରସ ଙ୍କୁ ଶାସକ ଦଳର ପରିଚାଳିତ ଅଙ୍ଗନବାଡି ସଂଘ ସହ ମିଶିବା ପାଇଁ ବାଧ୍ୟ କରିବା ନଚେତ୍ ନ ମିଶିଲେ ପଂଚାୟତ ସ୍ତରରେ ସରପଂଚ ଓ ଶାସକ ଦଳର ନେତାଙ୍କ ଧମକ, ଆକ୍ରୋସ ମୂଳକ ପଦକ୍ଷେପ କୁ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ଗଂଜାମ ଜିଲ୍ଲା କମିଟି ବୈଠକରେ ତୀବ୍ର!-->…
ଜାତୀୟ ରାଜପଥ ପାଶ୍ୱର୍ରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ଛତ୍ରପୁର : ସ୍ଥାନୀୟ ଗ୍ରୀଡ ଛକ ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଛତ୍ରପୁର ପୋଲିସ୍ । ମୃତକ ଜଣକ ହେଲେ ସ୍ଥାନୀୟ ଚର୍ଚ୍ଚ ରୋଡ୍ (ଗଣେଷ ସାହି) ର ଦେବରାଜ ବେହେରା (୫୦) ବୋଲି ଜଣାପଡିଛି । ସେ ଗତକାଲି ରାତିରୁ ସାଇକେଲ ଯୋଗେ ଘର ବାହାରି କୈାଣସି!-->…