Browsing Category

ଆଞ୍ଚଳିକ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଦାରିଙ୍ଗବାଡ଼ି,୫/୮, ଦାରିଙ୍ଗବାଡ଼ି ବ୍ଳକ ତିଲୋରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଡକୁପୁଡ଼ା ଗ୍ରାମର ମୃତ ମୁଣ୍ଡୁଲା ମଲିକଙ୍କ ପୁଅ ବିକାଶ ମଲିକଙ୍କ ସ୍ତ୍ରୀ ପ୍ରିୟତମା ପ୍ରଧାନ(୨୪)ଙ୍କ ମୃତ୍ୟୁ, ସନ୍ଦେହଜନକ ବୋଲି ମୃତ ପ୍ରିୟତମାଙ୍କ ପରିବାର ପକ୍ଷରୁ ଦାବି କରୁଥିବା ପ୍ରକାଶ ପାଇଛି।ଏହା…

ରନ୍ଧନ ଗ୍ୟାସ ଓ ଘରୋଇ ସାମଗ୍ରୀ ଦରଦାମ ବୃଦ୍ଧିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ…

ମାଲକାନଗିରି : ଆଜି ରନ୍ଧନ ଗ୍ୟାସ ସାଙ୍ଗକୁ ଘୋରେଇ ଖାଦ୍ୟ ସାମଗ୍ରୀ ର ଅହେତୁକ ଦର ଦାମ ବୃଦ୍ଧି ଓ ବେକାରି ସମସ୍ୟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓଲ୍ଲାଇଲା ଜାତୀୟ କଂଗ୍ରେସ । ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦପାତ୍ର ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମି ମାନେ ରନ୍ଧନ…

କଂଗ୍ରେସର ଇଡି ବିରୁଦ୍ଧରେ ଜୋରଦାର ପ୍ରତିବାଦ ଏବଂ ବିକ୍ଷୋଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ଜୋରଦାର ପ୍ରତିବାଦ ଏବଂ ବିକ୍ଷୋଭ କରାଯାଇଛି। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଯୁବ…

କନ୍ଧମାଳବାସୀଙ୍କ ସ୍ୱାର୍ଥ ପାଇଁ ସର୍ବଦା ଲଢେ଼ଇ କରନ୍ତି ରାଧାମୋହନ

ଫୁଲବାଣୀ : ରାଧାମୋହନ କନ୍ଧମାଳ ଜିଲ୍ଲାର ଜଣାଶୁଣା ବ୍ୟକ୍ତି | ଜଣେ ଏକା ଧାରରେ ଯୁବ ସମାଜସେବୀ,କନ୍ଧମାଳ ପିପୁଲସ ଫୋରମର ସଭାପତି,ସରକାରୀ ସାମ୍ବାଦିକ,ସାହିତ୍ୟିକ ଓ ସମ୍ପାଦକ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ଖୁବ କମ ସମୟରେ । ଦୁଃଖୀ ଦରିଦ୍ର,ଅସହାୟକୁ ସହାୟତା କରିବା ପାଇଁ ସତେ…

ଦରବୃଦ୍ଧି, ବେକାରୀ, ବିରୁଦ୍ଧରେ କଂଗ୍ରେସର ଜେଲଭରୋ ଆନ୍ଦୋଳନ

ବ୍ରହ୍ମପୁର : କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ନବୀନ ସରକାରଙ୍କ ଜନ ବିରୋଧୀ ନୀତି, ଦରବୃଦ୍ଧି, ବେକାରୀ, CBI, ED ର ଦୁରୁପଯୋଗ, ଧର୍ମ ନାଁ'ରେ ଦେଶର ଭାଇଚାରାକୁନଷ୍ଟ କରିବା, ଦୁର୍ନୀତି, ଗଣତନ୍ତ୍ରି, ସମ୍ବିଧାନ ବ୍ୟବସ୍ଥା ଉପରେ ଆକ୍ରମଣ, ପ୍ରଭୁତି ଘଟଣା କୁ ନେଇ ଆଜି ଗଞ୍ଜାମ ଜିଲ୍ଲା…

ଫୋଟ ଓ ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଗିରଫ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଏକ ଗ୍ରାମରେ ଜଣେ ଯୁବତୀଙ୍କ ସହ ବୁଲାବୁଲି କରିଥିବା କିଛି ଫୋଟ ଓ ଭିଡ଼ିଓ ଭାଇରାଲ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ହେଲେ ପାଟପୁର ଥାନା ସିଙ୍ଗିପୁର ଗ୍ରାମର କୃଷ୍ଣଚନ୍ଦ୍ର…

ଅନଲାନରେ ପାର୍ଟ ଟାଇମ ଜବ ଖୋଜିବା ମହଙ୍ଗା ପଡିଲା, ୧ ଲକ୍ଷ ୫୫ ହଜାର ଠକେଇର ଶିକାର ହେଲେ ମହିଳା

ବ୍ରହ୍ମପୁର : ଅନଲାଇନରେ ପାଟର୍ର୍ ଟାଇମ ଜବ ଖୋଜିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି । ଇନ୍‌ଭେଷ୍ଟମେଣ୍ଟ ଜବ ଦେବାକୁ କହି ସାଇବର ଠକମାନେ ତାଙ୍କ ଠାରୁ ୧ ଲକ୍ଷ ୫୫ ହଜାର ଟଙ୍କା ଠକି ନେଇଛନ୍ତି l ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୨୮/୨୨ରେ ଏକ ମାମଲା ରୁଜୁ କରି…

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଛତ୍ରପୁର : ସ୍ଥାନୀୟ ପିଏନୟୁଏ କଲେକ ପରିସରରେ ଛତ୍ରପୁରର ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ସ୍ମୃତିରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି…

ଅଗଷ୍ଟ ୧୩ ତାରିଖରେ ଅନୁଷ୍ଠିତ ହେବ ଜିଲ୍ଲା ଓ ତାଲୁକସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଫୁଲବାଣୀ (୦୪/୦୮) : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଏବଂ ଜିଲ୍ଲାର ସମସ୍ତ ତାଲୁକ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ତାଲୁକ ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା…

ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ

ଦାରିଙ୍ଗବାଡ଼ି, (୪/୮) : ଦାରିଙ୍ଗବାଡ଼ି ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଏଥି ସହିତ କୁମ୍ଭବଜାର ଠାରେ କଲ୍ୟାଣ ମଣ୍ଡପ ସ୍ଥାନ ନିରୂପଣ , ବସଷ୍ଟାଣ୍ଡ ନିକଟରେ ଉଠା ଦୋକାନୀ ଙ୍କୁ ଥଇଥାନ ସୁବିଧା, ଟିଡ଼ିସିସି ପଡ଼ିଆ ଠାରେ ଜବରଦଖଲ…