Browsing Category

ଆଞ୍ଚଳିକ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର(୦୩ /୦୮) : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ।…

ରେଳ ଧାରଣା ନିକଟରୁ କନଷ୍ଟେବଲଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଛତ୍ରପୁର : ଛତ୍ରପୁର ଚର୍ଚ୍ଚ ରୋଡ୍ ନିକଟ ରେ ଥିବା ରେଳଧାରଣା ନିକଟରୁ ଜଣେ କନଷ୍ଟେବଲଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ କନଷ୍ଟେବଲ ଜଣକ ଛତ୍ରପୁର ଅଂଚଳ ର କେ. ଜଗନ୍ନାଥ ରାଓ (୨୪) ବୋଲି ସୂଚନା ମିଳିଛି । ସେ ଏପିଆର ରେ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳୁ ତାଙ୍କ ମୃତ…

ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସଙ୍ଗ ନେଇ କେ.ଆର୍ଯ୍ୟପଲ୍ଲୀ ଗ୍ରାମବାସୀଙ୍କ ସହ ଆଲୋଚନାକଲେ ତହସିଲଦାର

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଂଚାୟତର କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ଅନୁସୂଚିତ ଜାତି କମିଟି ପକ୍ଷରୁ ବିଜେଡି ଯୁବନେତା କାହ୍ନୁଚରଣ ବେହେରାଙ୍କ ନେତୃତ୍ୱରେ ବହୁଗ୍ରାମବାସୀମାନେ ଗତ ସୋମବାର ଦିନ ଗଂଜାମ ଜିଲ୍ଲାପାଳ ଦିବ୍ୟ…

ସ୍କୁଟିରୁ ଖସି ମହିଳା ଗୁରୁତର

ହିଞ୍ଜିଳିକାଟୁ (୩।୮) : ହିଞ୍ଜିଳି ଥାନା ହିଞ୍ଜିଳି ଗ୍ରାମ ଶେଷ ଖରିଡା ଛକ ନିକଟ ଡଦରଙ୍ଗବାଲି ଛକରେ ସ୍କୂଟି ରୁ ଖସି ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ଜଣଙ୍କ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ଗଙ୍ଗାଧର ମହାରଣା ଙ୍କ ସ୍ତ୍ରୀ ଲକ୍ଷ୍ମୀ ମହାରଣା ୩୮ । ସୂଚନା…

ସ୍ୱଚ୍ଛ ସାଥି ଏବଂ ଜଳ ସାଥୀଙ୍କ ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ୪୨ ଗୋଟି ୱାର୍ଡ଼ରେ କାର୍ଯ୍ୟରତ ସ୍ୱଚ୍ଛ ସାଥି ଏବଂ ଜଳ ସାଥୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ବିକ୍ରମ କୁମାର ପଣ୍ଡା,…

ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ କୋଠା ନିର୍ମାଣକୁ ନଷ୍ଟ କଲା ଜଙ୍ଗଲ ବିଭାଗ

ଦାରିଙ୍ଗବାଡ଼ି(୩/୮) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ତଗାପାଙ୍ଗା ଗ୍ରାମ ସାଡ୍ରାପ୍ଲିଉ ସଂରକ୍ଷିତ ଜଙ୍ଗଲରେ ବେଆଇନ କୋଠା ନିର୍ମାଣ ଘଟଣା ନେଇ ଜିଲ୍ଲାପାଳଙ୍କ ନିକଟିକୁ ଲିଖିତ ଅଭିଯୋଗ ପତ୍ର ଦେବା ଓ ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜଙ୍ଗଲ ବିଭାଗ ତଦନ୍ତ ଆରମ୍ଭ…

ଜନ ପ୍ରତିନିଧିଙ୍କ ସ୍କୁଲ ପରିଦର୍ଶନ

ଦାରିଙ୍ଗବାଡ଼ି (୩/୮) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲିକ, ନାଏବ ସରପଞ୍ଚ ହର୍ଷବର୍ଦ୍ଧନ ବସ୍ତିରାୟଙ୍କ ସହିତ ୱାର୍ଡ ସଦସ୍ୟ ଗଣ ବ୍ରାହ୍ମଣୀଗାଁ ସ୍ଥିତ ସ୍ମାର୍ଟସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଟ ପଦା ପ୍ରାଥମିକ ବିଦ୍ୟାଳୟ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳନ

ହିଞ୍ଜିଳିକାଟୁ (୦୩/୦୮) : ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଵିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଙ୍କ ତତ୍ୱାବଧାନରେ ବନମହୋତ୍ସଵ ପାଳିତ ହୋଇଯାଇଛି । ଏହି ବନମହୋତ୍ସଵ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଗଛର ଚାରା ରୋପଣ…

ପୋଡମପେଟା ଗାଁ ଗଞ୍ଜାମ ମାନଚିତ୍ରରୁ ଲିଭିଯିବାକୁ ବସିଛି

ଛତ୍ରପୁର : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ପୋଡମପେଟା ଗାଁ ଗଞ୍ଜାମ ମାନଚିତ୍ରରୁ ଲିଭିଯିବାକୁ ବସିଛି। ଦିନକୁ ଦିନ ସମୁଦ୍ର କୂଳ ଖାଉଥିବାରୁ ଏହି ଆଶଙ୍କା ଦେଖାଦେଇଛି । ପୂର୍ବରୁ ସମୁଦ୍ର ଗାଁଠାରୁ ୨ କି.ମି. ଦୂରରେ ଥିବା ବେଳେ ବାରମ୍ବାର ଲଘୁଚାପ ବାତ୍ୟାରେ ଅଶାନ୍ତ ହୋଇ ଏବେ ଗାଁ…

ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା, ଦୁଇ ଗୁରୁତର

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଥିବା ବାବାଜୀ ଢ଼ାବା ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ସମେତ ଦୁଇ ଗୁରୁତର ହୋଇଛନ୍ତି । ଗୁରୁତର ଆହାତ ବ୍ୟକ୍ତି ଜଣକ ହେଲେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର…