Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
OAV କୁଡୁମୁଲୁଗୁମ୍ମା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଣ୍ଡୁରିଗୁଡା ଠାରେ ୨୦୨୧-୨୨ ଶିକ୍ଷାବର୍ଷ ର ସିବିଏସଇ ଦଶମ ପରିକ୍ଷା ଫଳ ପ୍ରକାଶିତ ହେଲା ପରେ ଏହି ଆଦର୍ଶ ବିଦ୍ୟାଳୟ ରେ ଖୁସିର ଲହରୀ ଖେଳିଯାଇଛି । ଚଳିତ ବର୍ଷ ପରିକ୍ଷା ଦେଇଥିବା!-->!-->!-->…
ଧର୍ମପରାୟଣ ବ୍ୟକ୍ତିଙ୍କ ସ୍ଵର୍ଗବାସ..
ସୁନ୍ଦରଗଡ଼ :ପ୍ରାକ୍ତନ ଯୋଗାଣ ଅଧିକାରୀ ସୁରେଶ କୁମାର ଯୋଷୀ ଗତ କାଲି ଜୁଲାଇ ୨୪ ତାରିଖ ପ୍ରାତଃ ୪ ଘଟିକା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ସେ କିଛି ଦିନରୁ ମଧୁମେହଜନିତ ବ୍ୟାଧିରେ ପୀଡିତ ଥିଲେ ଓ ସ୍ଥାନୀୟ ସମଲେଶ୍ଵରୀ ନର୍ସିଂ ହୋମ୍ ରେ ଚିକିତ୍ସିତ ହେଉଥିଲେ l ସ୍ବାସ୍ଥ୍ୟାବସ୍ଥା!-->…
ଆଂଚଳିକ ବାଲ୍ମୀକି ଦାସକୁଳ ସାଧାରଣ ବୈଠକ…
ହିଞ୍ଜିଳିକାଟୁ : ଆଂଚଳିକ ବାଲ୍ମୀକି ଦାସ କୁଳ ମହାସଂଘର ସାଧାରଣ ବୈଠକ ରବିବାର ହିଂଜିଳିକାଟୁ ନିକଟସ୍ଥ ମା କୁରେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ତାଲୁକା ସଭାପତି ପ୍ରଭାକର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ୯ମୁଠାର ୧୧୯ଗ୍ରାମର କମିଟି ସଦସ୍ୟମାନେ ବୈଠକରେ!-->…
ବଡ଼ଡୁମ୍ବୁଳା ପଞ୍ଚାୟତରେ ଅବକାରୀ ଚଢଉ : ୩୪୦୦ ମହୁଲ ମଦପୋଚ ଓ ୮୦ ଲିଟର ରନ୍ଧା ମଦ ନଷ୍ଟ
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ବଡଡୁମ୍ବୁଳା ପଞ୍ଚାୟତ ଡାମଣାପଦର ନିକଟସ୍ଥ ମଲକୁଟପଲ୍ଲୀ ଦକ୍ଷିଣ ଦିଗ ଘଞ୍ଚ ଜଙ୍ଗଲ ନାଳ ରାସ୍ତାରେ ଅତର୍କିତ ଚଢ଼ାଉ କରାଯାଇ!-->…
ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ, ବ୍ୟବହୃତ ଗାଡି ସହ ଚାରି ଗିରଫ
ବ୍ରହ୍ମପୁର : ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକଙ୍କ ନିର୍ଦେଶକ୍ରମେ ଦିଗପହଣ୍ଡି ବନ ବିଭାଗ ଶନିବାର ରାତି ରେ ଶାଗୁଆନ କାଠ ବୋଝେଇ ଏକ ଟ୍ରାକଟର କୁ ପୁଞ୍ଜିକରା ଛକ ରେ ଜବତ କରିଛି l ଏହା ସହ ବେଆଇନ ଭାବେ ଚୋରାଚାଳନ କରୁଥିବା ଅଭିଯୋଗ ରେ ଚାରି ଜଣକୁ ଅଟକ ରୋଖାଯାଇଛି l ସେମାନଙ୍କୁ ଥାନା ରେ!-->…
ଭାରତୀୟ ଜନତା ଯୁବମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ : ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଆଶିଷ ଆଚାର୍ଯ୍ୟ ଙ୍କ ନିର୍ଦେଶରେ ୫ ଜଣିଆ କମିଟି କନ୍ଧମାଳ ଗସ୍ଥ କରି ଆସି!-->…
ଚିକିଟି ତାଲୁକା ପନ୍ଦରା ସମାଜ କର୍ମକର୍ତ୍ତାଙ୍କ ବୈଠକ
ଚିକିଟି : ଚିକିଟି କରବାଲୁଆ ପନ୍ଦରା ସମାଜ କୋଠଘରେ ଶ୍ରୀ ନରସିଂହ ବେହେରାଙ୍କ ସଭାପତିତ୍ୱରେ ଚିକିଟି ତାଲୁକା ପନ୍ଦରା ସମାଜର ପୁରାତନ ଓ ନୂତନ କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ତାଲୁକାର ସାଂଘଠନିକ, ତାଲୁକାର କୋଠଘର ଏବଂ ଗଞ୍ଜାମ ଜିଲ୍ଲା ସମ୍ପାଦକ ଶ୍ରୀ ଅନନ୍ତ ବାଡତ୍ୟା ଙ୍କ!-->…
ଦ୍ରୌପଦୀମୁର୍ମୁଙ୍କ ରାଷ୍ଟ୍ରପତି ହେବା ଖୁସିରେ ସାନ୍ତାଳୀ ସମାଜ ପକ୍ଷରୁ ବିଜୟ ଉତ୍ସବ ପାଳିତ
ମାଲକାନଗିରି (୨୪।୭) : ମାଲକାନଗିରି ଜିଲ୍ଲା ସଦର ମହକୁମା ଏମ୍.ଭି. ୨ ଗ୍ରାମରେ ସାନ୍ତାଳୀ ସମାଜ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଥିବାରୁ ବିଜୟ ଉତ୍ସବ ପାଳନ କରିଛି ସାନ୍ତାଳୀ ସମାଜ । ଏଥିପୂର୍ବେ ମଧ୍ୟ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀ ନିମନ୍ତେ ଚୟନ!-->…
ଚଳନ୍ତା ବାଇକ୍ ଉପରକୁ ଡେଇଁଲା ମାଙ୍କଡ, ଦୁର୍ଘଟଣା ଘଟି ସ୍ବାମୀ – ସ୍ତ୍ରୀ ଆହତ
ଭଞ୍ଜନଗର : ସ୍ଥାନୀୟ ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମ ନିକଟରେ ଚଳନ୍ତା ବାଇକ୍ ଉପରକୁ ମାଙ୍କଡ ଡେଇଁ ପଡ଼ିବାରୁ , ବାଇକ୍ ଦୁର୍ଘଟଣା । ବାଇକ୍ ରେ ବସିଥିବା ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଣ୍ଡରିବାଡି ଗ୍ରାମର ସୁରେଷ ପ୍ରଧାନ ଓ!-->!-->!-->…
ଗଛପଡି ରାସ୍ତା ଅବରୋଧ, ଶହ ଶହ ସଂଖ୍ୟକ ଗାଡି ଅଟକି ରହିଛି
ମାଲକାନଗିରି (୨୪।୭) : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ଠାରେ ଗଛ ପଡି ରାସ୍ତା ଅବରୋଧ ହେବା ଫଳରେ ଶହ ଶହ ସଂଖ୍ୟକ ଗାଡି ଅଟକି ରହିଛି | ସୂଚନା ମୁତାବକ ଆଜି ସକାଳୁ ପ୍ରବଳ ବର୍ଷା ହେବା ଯୋଗୁଁ ଗୋବିନ୍ଦପାଲ୍ଲୀ ଘାଟିରେ ଏକ ବିରାଟ ଗଛ ରାସ୍ତା ଉପରେ ପଡି ଯିବାରୁ ରାସ୍ତା!-->…