Browsing Category

ଆଞ୍ଚଳିକ

ପୋଖରୀରେ ବୁଡି ଯୁବକର ମୃତ୍ୟୁ

ଭଞ୍ଜନଗର : ପୋଖରୀରେ ବୁଡି ଯୁବ ମିସ୍ତ୍ରୀର ମୃତ୍ୟୁ | ଏମିତିଏକ ଦୁଖିତ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଦୋମୁହାଁଣି ଗ୍ରାମରେ | । ମୃତ ବ୍ୟକ୍ତି ହେଲେ ଦୋମୁହାଁଣି ଗ୍ରାମ ର ବାବୁଲା ବେହେରା।ଖବର ନେବାରେ ବାବୁଲା ଜଣେ ନୂତନ ଘର ତିଆରି…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା – ଦୁଇ ମୃତ

ମାଲକାନଗିରି (୨୪।୭) : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍‌.ଭି. ୩୮ ଗ୍ରାମ ନିକଟରେ ଥିବା ରାଜପଥରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁଘଟିଛି | ସୂଚନା ମୁତାବକ ମାଲକାନଗିରିରୁ ବାଲିମେଳା ଅଭିମୁଖେ ଜଣେ ବ୍ୟକ୍ତି ମୋଟର ସାଇକେଲରେ…

ଯୁବ ଛାତ୍ର ବିଜେଡି ତରଫରୁ ବୃକ୍ଷ ରୋପଣ

ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଲକ ଯୁବ ଛାତ୍ର ବିଜେଡି ତରଫରୁ ଖଲ୍ଲିକୋଟ ଶ୍ରୀମର୍ଦ୍ଦରାଜ ହାଇସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଖଲ୍ଲିକୋଟ ଏନଏସି ଯୁବ ବିଜେଡି ସଭାପତି ଚିତ୍ତରଞ୍ଜନ ମାଝୀ ଙ୍କ ଆବାହକତ୍ୱରେ ଆୟୋଜିତ ବୃକ୍ଷ ରୋପଣ ରେ ଖଲ୍ଲିକୋଟ ବିଧାୟିକା…

ବିଜୁ ଛାତ୍ର ଜନତାଦଳ ସମ୍ବଲପୁର ଜୋନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସମ୍ବଲପୁରର (ହୀରାକୁଦ) : ବିଜୁ ଜନତା ଦଳର ଦୀର୍ଘ ୨୫ ବର୍ଷର ଜୟ ଯାତ୍ରାକୁ ନେଇ ହେବାକୁଥିବା ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ସମ୍ବଲପୁର ଜୋନ ଛାତ୍ର ଜନତା ଦଳ ପକ୍ଷରୁ ହୀରାକୁଦ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି…

ସୁନାପୁର ହନୁମାନମନ୍ଦିର ପରିସରରେ ବୃକ୍ଷ ରୋପଣ

ବ୍ରହ୍ମପୁର : ଓଡିଶାର ପର୍ଯ୍ୟଟନ କ୍ଷେତ୍ର ପାତି ସୁନାପୁର ବେଳାଭୂମୀ ଠାରେ ଥିବା ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗ୍ରାମର ଯୁବଗୋଷ୍ଟୀ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନଙ୍କ ଦ୍ୱାରା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ…

ପ୍ରେମନଗର ସ୍ଥିତ ରୋଟାରି କ୍ଲବ ହଲଠାରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବ୍ରହ୍ମପୁର : ସ୍ଥାନୀୟ ପ୍ରେମ ନଗର ସ୍ଥିତ ରୋଟାରି କ୍ଲବ ହଲ ଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସବୁ ରୋଗର ପରୀକ୍ଷା କରାଯାଇଥିଲା ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ମାନଙ୍କ ସମସ୍ତ ପ୍ରକାର ରୋଗର ରକ୍ତ ପରୀକ୍ଷା କରାଯାଇଥିଲା | ଏହି…

କେଏମପି ସ୍ପୋର୍ଟସ ଏକାଡେମୀର ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା

ଛତ୍ରପୁର : ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଥିବା ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରୁ 82 ଜଣ ପରୀକ୍ଷାର୍ଥୀ ଭାଗ…

କିଶୋରୀମାନଙ୍କ ଋତୁସ୍ରାବ ଜନିତ ସମସ୍ୟା ଓ ସମାଧାନ ବିଷୟରେ ଡାକ୍ତରଙ୍କ ଉପଦେଶ

ବ୍ରହ୍ମପୁର : ଋତୁସ୍ରାବ ଜନିତ ସମସ୍ୟା ଓ ସମାଧାନ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ଖାଜା ସାହି ସ୍ଥିତ ଗଞ୍ଜାମ ମୁସଲିମ ସଂସ୍କୃତି ସମ୍ପ୍ରଦାୟ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହା ସାତ୍ତ୍ୱିକସୋଲ ଫାଉଣ୍ଡେସନ ଏବଂ ଏମ଼କେସିଜି ମେଡିକାଲର ମେଡ଼ିସିନ ବିଭାଗ ସଂଯୋଗ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ…

ଗାଧୋଇବାକୁ ଯାଇଥିବାବେଳେ ନଦୀରେ ଭାସି ବୃଦ୍ଧ ମୃତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ରେ ଗାଧୋଉଥିବା ବେଳେ ନଦୀ ରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ମୁଣ୍ଡିଗଡ଼ ଗାଁ ର ରାଇସିଂ ପାତ୍ର l ମୁଣ୍ଡିଗଡ଼ ଗାଁ ର ରାଇସିଂ ଶନିବାର ନଦୀ ତୁଠ କୁ ଗାଧେଇବାକୁ ଯାଇଥିଲେ।…

ନାବାଳକ ପୁଅକୁ ହାଇଦ୍ରାବାଦରୁ ଉଦ୍ଧାର କଲା ପୋଲିସ

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅଧୀନରେ ଥିବା ଲାଞ୍ଜିପଲ୍ଲୀ କୃଷ୍ଣନଗର ତୃତୀୟ ଲାଇନ ର ଏକ ନାବାଳିକ ପୁଅ ନିଖୋଜ କୁ ନେଇ ଥାନା ର ଦ୍ବାରସ୍ଥ ହୋଇଥିଲେ ପରିବାର l ସୂଚନା ପ୍ରକାରେ ଗତ 15 ତାରିଖ ଶୁକ୍ରବାର ରାତି ରେ ପଦ୍ମା ମହାରଣା ଙ୍କ 17 ବର୍ଷ ର ନାବାଳକ ପୁଅ ରିସନ ମହାରଣା କେଉଁ ଆଡେ…