Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ହସ୍ତଶିଳ୍ପ କାରିଗରମାନଙ୍କ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ
ଛତ୍ରପୁର (୨୨/୦୭) : ଜିଲ୍ଲାର ହସ୍ତ ଶିଳ୍ପ କାରିଗର ମାନଙ୍କୁ ଆତ୍ମ ନିର୍ଭରଶୀଳ, ପ୍ରଶିକ୍ଷଣ ଓ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲାରେ ଉପଲବ୍ଧ କଞ୍ଚାମାଲ ରେ ସେମାନେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ,କରିପାରିବେ ଏବଂ ସେଗୁଡିକ ବାହାର ରାଜ୍ୟ ଓ ବିଦେଶରେ ବିକ୍ରିବଟାର!-->…
ସୋନିଆଙ୍କୁ ଇଡି ଜେରା ପ୍ରତିବାଦରେ ଗଞ୍ଜାମରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ
ଛତ୍ରପୁର : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡ଼ିର ଜେରା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଛତ୍ରପୁର ଠାରେ ଜିଲ୍ଲା ଉପସଭାପତି ମହେଶ୍ୱର ପାତ୍ର ଛତ୍ରପୁର ନେତୃତ୍ବରେ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଜେରା!-->…
ହିଞ୍ଜିଳି ତହସିଲ ଅଫିସରେ ଭିଜିଲାନ୍ସ
ହିଂଜିଳିକାଟୁ,୨୨ା୭: ସରକାରୀ କର୍ମଚାରୀଙ୍କ ପାଇଁ ହିଂଜିଳି ଅଂଚଳ ସୁରକ୍ଷିତ ଗଡ଼ ଭାବେ ଜଣାଶୁଣା ଥିଲା । ଏଠି ଭିଜିଲାନ୍ସ ପ୍ରବେଶ ହୋଇ ପାରୁନଥିଲା । ଫଳରେ ସରକାରୀ କର୍ମଚାରୀ ବିନା ଭୟରେ ସରକାରୀ କାର୍ଯ୍ୟରେ ଖୁଲମଖୁଲା ଶେଷଣ କରୁଥିଲେ । ତେବେ ଶୁକ୍ରବାର ହିଂଜିଳି ତହସିଲ ଅଫିସ ଭିତରୁ!-->…
ମା ନାରାୟଣୀ ଯାତ୍ରାର ଦେଶୀ ବେହେରାଙ୍କ ପରଲୋକ
ଫୁଲବାଣୀ : ଫୁଲବାଣୀ ସହରର ପ୍ରସିଦ୍ଧ ନାରାୟଣୀ ଯାତ୍ରା କମିଟୀର ଦେଶୀବେହେରା ଜେ. ଖାଲୀପାତ୍ରଙ୍କ ଶୁକ୍ରବାର ଆଜି ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା ।କିଛି ମାସ ପୂର୍ବରୁ ତାଙ୍କ ପତ୍ନୀଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ଖବର ପାଇ ନାରାୟଣୀ ଯାତ୍ରା!-->…
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ଦାରିଙ୍ଗବାଡ଼ି ବ୍ଳକରେ ଉତ୍ସବ ପାଳନ
ଦାରିଙ୍ଗବାଡ଼ି(୨୨/୭) : ଓଡିଶା ମାଟିର ଝିଅ ତଥା ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା ଦ୍ରୋପଦି ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୋପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି । ଯାହାକି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହାକୁ ନେଇ!-->…
ସମସ୍ୟା ଘେରରେ ବୁଡାଗୁଡ଼ା ଅନୁସୂଚିତ ଜାତି ଓ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟ
ଦାରିଙ୍ଗବାଡ଼ି,(୨୨/୭) : ବୁଡାଗୁଡ଼ା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି ହୋଇନଥିବାରୁ ଶିକ୍ଷା ଦାନରେ ସମସ୍ୟା ହୋଇଛି । ସେହିପରି ଅନ୍ତେବାସି ଭାବେ ରହିଆସୁଥିବା ୧୧୯ ଜଣ ଛାତ୍ରୀଙ୍କ ପାଇଁ ଆବଶ୍ୟକ ହେଉଥିବା ପାଣି!-->…
ସିଆରପିଏଫ ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫର ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ସ୍ୱାଧୀନତାର ୭୫ ବର୍ଷ ରେ 'ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ଅନ୍ତର୍ଗତ 'ବନ ମହୋତ୍ସବ' କାର୍ଯ୍ୟକ୍ରମ ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି l ଏହି!-->…
ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ତାଣ୍ଡବ, ଜଣକୁ ହତ୍ୟା
ମାଲକାନଗିରି : ସୀମାନ୍ତରେ ଥମୁନି ମାଓ ହିଂସା। ମାଓ ସହିଦ ସପ୍ତାହ ପୂର୍ବରୁ ମାତିଛନ୍ତି ମାଓବାଦୀ। ଘରେ ପଶି ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଛତିଶଗଡ଼ ପୋଲମପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ ସମ୍ମୁଖରେ ମାଓବାଦୀମାନେ ମାଡକାମି ଜଗା ନାମକ ଜଣେ!-->…
ମିଟର ଲାଗିଛି, ବିଲ୍ ଆସୁଛି କିନ୍ତୁ ବିଦ୍ୟୁତ୍ ସଂଯାଗ ନାହିଁ
ଫୁଲବାଣୀ- ବିଭାଗୀୟ ଅଧିକାରୀ ସବୁ ଦେଖି ଚୁପ୍ | ତିନିବର୍ଷ ହେବ ଘରେ ବିଦ୍ୟୁତ ସଂଯୋଗ ପାଇଁ ମିଟର ଲାଗିଛି, ବିଲ୍ ମଧ୍ୟ ଆସୁଛି କିନ୍ତୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ଟଣାସୁପକାଲ ଗ୍ରାମ!-->…
ଖୁବ୍ ଶୀଘ୍ର ଜିଲ୍ଲାରେ ସ୍ବାସ୍ଥ୍ୟକଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ
ଛତ୍ରପୁର (୨୨/୦୭) : ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳ ଗୁଡିକରେ ଖୁବ୍ ଶୀଘ୍ର ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡିକ ଖୋଲିବାକୁ ଯାଉଛି । ଏହି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ମାନଙ୍କରେ ସ୍ବତନ୍ତ୍ର ସୁବିଧା ଗୁଡିକ ଉପଲବ୍ଧ ହେବ । ଏହି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡିକ ୧୫ ହଜାରରୁ ୨୦ ହଜାର!-->…