Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟଦେବା ଅଭିଯୋଗରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ…
ବାଲିଗୁଡା : ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀ ଙ୍କୁ ଜଣେ ଅଣ ହିନ୍ଦୁ ଧର୍ମର ଯୁବକ ବିଭ୍ରାନ୍ତିକର ମନ୍ତ୍ୟବ୍ୟ ଦେଇଥିବା ନେଇ ବାଲିଗୁଡା ଓ କୋଟଗଡ ଥାନାରେ ରାଷ୍ଟୀୟ ବଜରଙ୍ଗ ଦଳ ଓଡିଶା କନ୍ଧମାଳ ଶାଖା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି l ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା!-->…
ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ମୀନା ଦ୍ୟାନ ସାମନ୍ତରା
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ମୀନା ଦ୍ୟାନ ସାମନ୍ତରାଙ୍କ ନାମ ଘୋଷଣା କରିଛନ୍ତି । ମୀନା ଦ୍ୟାନ ସାମନ୍ତରା ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଦାୟିତ୍ବ!-->…
ମୃତ ମା ଝିଅଙ୍କ ପରିବାରଙ୍କୁ ସହାୟତାର ହାତ ବଢ଼େଇଲା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ତରଫରୁ ତ୍ରିଦେବ ନଗର ବସ୍ତିରେ ପାଚେରୀ ଭାଙ୍ଗି ମୃତ୍ୟୁ ବରଣ କରିଥିବା ସୁରତି ମାଝି ତାଙ୍କ ଚାରି ବର୍ଷର ଝିଅ ସହାନୀ ମାଝୀ ଙ୍କ ର ପରିବାର ବା ଆହତ ହେଇ ବ୍ରହ୍ମପୁର୍ ମେଡିକାଲ ରେ ଚିକିତ୍ସାଧିନ ଥିବା ବ୍ରଜବନ୍ଦୁ ମାଝିଙ୍କ ଅନାଥ ଦୁଇ ବର୍ଷର!-->…
ହିଞ୍ଜିଳିରେ ପୁଣି ଚୋରି
ହିଞ୍ଜିଳିକାଟୁ (୧୮।୭) : ହିଞ୍ଜିଳିକାଟୁ ଅଞ୍ଚଳରେ ଚୋର ସକ୍ରିୟ ହୋଇଥିବା ଜଣାପଡିଛି । ପ୍ରତ୍ୟହ ଦୁଇଦୁଇ ମାସକୁ ଥରେ ଆଖ ପାଖ ଅଞ୍ଚଳ ସହ ମ୍ୟୁନିସିପାଲିଟି ଅଞ୍ଚଳରେ ସିରିଜ ଚୋରି ଘଟଣା ଦେଖିବାକୁ ମିଳିଛି । ଗତ ମାସ ୨୯ ରିଖ ଵୁଧବାର ରାତ୍ର ଜାତୀୟରାଜପଥ ୫୯ କଡ କଲ୍ୟାଣ ମଣ୍ଡପ ସାମ୍ନାରୁ!-->…
ହିଞ୍ଜିଳିକାଟୁର ସବୁ ଶୈବପୀଠରେ କାଉଡିଆ ଭକ୍ତ କଲେ ଜଳଲାଗି
ହିଞ୍ଜିଳିକାଟୁ (୧୮.୦୭) ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ତେଣୁ କାଉଡିଆ ଭକ୍ତଙ୍କ ସମାଗମ ଦୁଇ ବର୍ଷ ପରେ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁର ସହରରେ । ସହରର ବଜ଼ାରରେ ଥିବା ଚନ୍ଦ୍ରକଳ୍ପେଶ୍ବର , ହିଞ୍ଜିଳିରେ ଥିବା ସ୍ଵପ୍ନେଶ୍ଵର , ନୂଆଗଡରେ ଥିବା ବାଲୁଙ୍କେଶ୍ୱର ଶୈବପୀଠରେ କାଉଡିଆ!-->…
ରାଇଘର ବ୍ଲକ ଦୁର୍ନୀତି ଚରମ ସୀମାରେ : ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?
ଉମରକୋଟ (୧୮/୦୭) : ରାଇଘର ବ୍ଲକର ଦୁର୍ନୀତିର କଥା କହିଲେ ନ ସରେ | ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ମଧ୍ୟ ପ୍ରଶାସନର ରାଇଘର ବ୍ଲକ ପ୍ରତି ଦୃଷ୍ଟି ପଡ଼ୁ ନାହିଁ | ରାଇଘର ବ୍ଲକରେ ପୋଖରୀ ଖନନ କାମରେ ଠିକାଦାର, ଜି ଆର ଏସ ଓ ଓଭରସିଓର ବିଲ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ!-->…
ଆରୋଗ୍ୟ ଭାରତୀର ସ୍ବାସ୍ଥ୍ୟ ଶିବିର
ବ୍ରହ୍ମପୁର : ଆଜି ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗଆଦିର ପରୀକ୍ଷା କରି ଚିକିତ୍ସା,!-->…
ଲାଞ୍ଚ ନେବା ମାମଲାରେ ଏମକେସିଜି ମେଡ଼ିକାଲରୁ ଦୁଇ ଆଟେଣ୍ଡାଣ୍ଟ ନିଲମ୍ବିତ…
ବ୍ରହ୍ମପୁର : ଦୁର୍ନୀତି ର ଚରମ ସୀମା ରେ ବ୍ରହ୍ମପୁର ବଡ ମେଡିକାଲ ଦଲାଲ ମାନଙ୍କ କବ୍ଜା ରେ ସମଗ୍ର ପରିବେଶ ଡାକ୍ତର ଙ୍କ ଠାରୁ ସୁଇପର ଯାଏ କିଏ କେଉଁ ବାହାନା ଦେଖାଇ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଲୁଟିବାକୁ ନେଇ ଅଭିଯୋଗ ଆସୁଛି ସୂଚନା ଥାଉକି ସେହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ!-->…
ତିଆରି କୁ ମାତ୍ର କିଛି ମାସ : ବିଜୁ କଲ୍ୟାଣ ମଣ୍ଡପ ଭିତରେ ଆଣ୍ଠୁଏ ପାଣି
ଠିକାଦାର ଓ ପ୍ରଶାସନ କଳର ମଧୁଚନ୍ଦ୍ରିକା ବାଟରୁ ଯାଇ ହାଟରେ ଗଡୁଛି...
ଫୁଲବାଣୀ - କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ସହରରେ କିଛି ମାସ ତଳେ ତିଆରି ହୋଇଥିଲା ବିଜୁ କଲ୍ୟାଣ ମଣ୍ଡପ ସମୂଖ ଭାଗରୁ ଦେଖିବାକୁ ବେଶ ଆକର୍ଷଣୀୟ ଗତକାଲିର ଲଗାଣ ବର୍ଷାରେ ମଣ୍ଡପ ଭିତରେ ଆଣ୍ଠୁଏ ପାଣି।ସହରରେ!-->!-->!-->…
ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ
ବ୍ରହ୍ମପୁର (୧୭/୦୭) : ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଦିଗପହଣ୍ଡି ରାଜ ନହର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ଉପ-ସଭାପତି ଭୃଗୁ ବକ୍ସିପାତ୍ର ପ୍ରଦୀପ ପ୍ରଜ୍ୱଳନ!-->…