Browsing Category

ଆଞ୍ଚଳିକ

ବାରହା ଆକ୍ରମଣରେ ବିଧବା ମହିଳା ଗୁରୁତର

ପାତ୍ରପୁର : ପାତ୍ରପୁର ବ୍ଲକ ସୁରଙ୍ଗୀ ପଂଚାୟତ ଅନ୍ତର୍ଗତ ତିତିଗାଁ ଗ୍ରାମର ଜଣେ ବିଧବା ମହିଳା ରବିବାର ବାରହା ଆକ୍ରମଣରେ ଗୁରୁତର ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣକ ହେଉଛନ୍ତି ଗ୍ରାମର ପ୍ରମିଳା ସେଠୀ।ରବିବାର ମଧ୍ୟାହ୍ନରେ ସେ ନିଜ ଶାଶୁ ସତ୍ୟ…

ଚିକିଟିରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ

ଚିକିଟି : ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଜାରୀ ରହିଛି ବୃକ୍ଷ ରୋପଣ, ରକ୍ତଦାନ ଶିବିର ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ । ସେହି କ୍ରମରେ ଆଜି ସ୍ଥାନୀୟ ବିଧାୟିକା…

ବ୍ଲକସ୍ତରୀୟ ସରପଞ୍ଚ ସଂଘ ଗଠନ

ମାଲକାନଗିରି (୧୭/୦୭) : ମାଲକାନଗିରି ସଦର ବ୍ଲକ ର ୧୯ ଗୋଟି ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ ସଭ୍ୟା, ସଭ୍ୟଙ୍କ ଉପସ୍ଥିତ ରେ ଆଜି ମାଲକାନଗିରି ରାଜଶ୍ରୀ ହୋଟେଲ ସମ୍ମିଳନୀ କକ୍ଷ ଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସରପଞ୍ଚ…

ଜଗଜୀବନରାମ ଛାତ୍ରାବାସରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ମାଲକାନଗିରି,୧୭/୦୭:- ମାଲକାନଗିରି ମହାବିଦ୍ୟାଳୟ ପରିସରରେ ବାବୁ ଜଗଜୀବନରାମ ଛାତ୍ରାବାସରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ଶେଷ ବର୍ଷ ପିଲାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର…

ଟାଟା କମ୍ପାନୀର ଦବଙ୍ଗଗିରି : ବିଦ୍ୟୁତ ବିଲ ଆଦାୟକୁ ନେଇ ୪ଦିନ ଅନ୍ଧାରରେ ରଖିଲା ଖଡ଼ିକାଯୋଡି ଗ୍ରାମକୁ

ପ୍ରତିବାଦରେ ବିଦ୍ୟୁତ କର୍ମଚାରୀ ଙ୍କୁ ଅଟକ ରଖିଲେ ଗ୍ରାମବାସୀ ମାଲକାନଗିରି : ବର୍ଷା ଋତୁରେ ଚାଷୀମାନେ ଜମିହଳ କରିବା, ବିହନ ସଂଗ୍ରହ, ଖତ ସାର ସଂଗ୍ରହ ଭଳି ନାନା ରକମର ଅସୁବିଧା ସମ୍ମୁଖୀନ ହୋଇ ଋଣ କରି ଚାଷ କରିଥାଆନ୍ତି । ଏହି ଆଦିବାସୀ ଚାଷୀ ଗ୍ରାମରେ ବିଜୁଳି ବିଲ ଆଦାୟ ନାଁରେ…

ଉଠାଦୋକାନୀ ସଂଘରେ ସାମିଲ ହେଲେ ଛତ୍ରପୁରରେ ମତ୍ସ୍ୟ ବ୍ୟବସାୟୀକ ସଂଘଠନ

ଛତ୍ରପୁର : ଛତ୍ରପୁର ସହରରେ ମାଛ ମାକ୍ରେଟ ଓ ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ବିକ୍ରୀ କରି ଆସୁଥିବା ମତ୍ସ୍ୟ ବ୍ୟବସାୟୀ ଓ ଆମିଷ ବିକ୍ରେତା କାରୀଙ୍କୁ ନେଇ 'ଛତ୍ରପୁର ଉଠା ଦୋକାନୀ ସଂଘ' ଉପସଭାପତି 'ଇଜୁ ଆମିନ ଖାନ୍' ଙ୍କ ନେତୃତ୍ବରେ ଛତ୍ରପୁର ନିକଟସ୍ଥ ତରେଇପାଟପୁର ଗ୍ରାମ ସ୍ଥିତ…

ଗ୍ରାହକ ସେବା କେନ୍ଦ୍ରର ଜନ୍ମବାର୍ଷିକ ପାଳନ

ଦାରିଙ୍ଗବାଡି (୧୭/୭) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ଗ୍ରାହକ ସେବା କେନ୍ଦ୍ରର କର୍ମକର୍ତ୍ତା ଗଣ ଏକତ୍ରିତ ହୋଇ ଗ୍ରାହକ ସେବା କେନ୍ଦ୍ରର ଜନ୍ମ ବାର୍ଷିକ ବୁଢା ପଣ୍ଡା ଗ୍ରାହକ ସେବା କେନ୍ଦ୍ରରେ ପାଳନ କରିଛନ୍ତି। ଏହି କାର୍ଯ୍ୟ…

କଳାକାରମାନେ ଆତ୍ମପରିଚିତି ହେବା ବିଧେୟ : ତିରୁପତି ସାହୁ

ବ୍ରହ୍ମପୁର (୧୭/୦୭) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମରେ ପବିତ୍ର ରଥଯାତ୍ରା ଅବସରରେ ଓଁ ଶ୍ରୀ ବାବା କପିଳେଶ୍ୱର ଯୁବ ଗଣନାଟ୍ୟ ସଂସଦ ପରିବେଷିତ ମହାନ୍ ପୌରାଣିକ…

ରୋଟାରୀ କ୍ଳବ ଫୁଲବାଣୀର ୪୨ତମ ଅଧିଷ୍ଠାନ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ କେ.ପି ସାଲୁଙ୍କି ପରିସରରେ ଶନିବାର ଦିନ ସନ୍ଧ୍ୟାରେ ରୋଟାରୀ କ୍ଳବ ଫୁଲବାଣୀ ର ୪୨ତମ ଅଧିଷ୍ଠାନ ଦିବସ ପାଳିତ ହୋଇ ଯାଇଛି । ସମସ୍ତ ପାରିପାର୍ଶ୍ବିକ ଶୃଙ୍ଖଳା ଓ ସାମାଜିକ ନିୟମକୁ ଆଖି ଆଗରେ ରଖି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି…

ପିଲାସାଲୁଙ୍କି ନଦୀରେ ବନ୍ୟା,୩ ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ

ଫୁଲବାଣୀ (୧୭ /୭) : ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ଆସିବା ଫଳରେ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥିବା ଖବର ମିଳିଛି l ଫୁଲବାଣୀ ପିଲା ସାଲୁଙ୍କି ନଦୀରେ ଆଜି ସକାଳୁ…