Browsing Category

ଆଞ୍ଚଳିକ

ଜାତୀୟ ମତ୍ସ୍ୟ ଚାଷୀ ଦିବସ-୨୦୨୨ ପାଳିତ…

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ-୨୦୨୨ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କହଁର କହିଲେ ଯେ, ଜୁଲାଇ ମାସ ୧୦ ତାରିଖ ସମସ୍ତ ମତ୍ସ୍ୟ ଚାଷୀଙ୍କ ପାଇଁ ଏକ ସ୍ମରଣୀୟ…

କ. ନୂଆଗାଁ ଅଞ୍ଚଳରୁ କଥା କହିପାରୁ ନଥିବା ନାବାଳକ ଉଦ୍ଧାର

ଦାରିଙ୍ଗବାଡ଼ି, (୧୦/୦୭) : କନ୍ଧମାଳ ଜିଲା କ. ନୂଆଗାଁ ବ୍ଲକ ଅଂଚଳରୁ ଜଣେ ନାବାଳକ କୁ ଚାଇଲଡ ଲାଇନ ଉଦ୍ଧାର କରିଛି l ନାବାଳକଟି କେଉଁଆଡୁ ଆସି କ. ନୂଆଗାଁ ଅଂଚଳ ରେ ଏକାକୀ ବୁଲୁଥିଲା, ପଚାରିଲେ କିଛି ଉତ୍ତର ଦେଉନି। ଏ ନେଇ ସମ୍ପୃକ୍ତ ଅଞ୍ଚଳ ରୂ କୌଣସି ସହୃଦୟଵ୍ୟକ୍ତି 1098 କୁ ଫୋନକରି…

ଚୋରକୁ ଧରି ପୋଲିସ ଜିମା ଦେଲେ ଲୋକେ

ଦାରିଙ୍ଗବାଡ଼ି,୧୦/୭, ମୋବାଇଲ ଦୋକାନରୁ ଚୋରି କରିବା ବେଳେ ଚୋରକୁ ଧରି ପୋଲିସରେ ଜିମା । ଚୋର ଜଣକ ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ସୀମାଲକିଆ ଗ୍ରାମର ବଳରାମ ପ୍ରଧାନି(୨୨) । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ବଜାରରେ ସତୀଶ ସାହୁଙ୍କ ମୋବାଇଲ ଦୋକାନରେ ଶନିବାର ଦିନ ବିଳମ୍ବିତ…

ବିଜେପିର କାର୍ଯ୍ୟକର୍ତ୍ତା ସମାବେଶ

ବ୍ରହ୍ମପୁର (୧୦/୦୭) : ଆଜି ପୂର୍ବାହ୍ନ ଘ.୧୧-୧୫ ସମୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ "କାର୍ଯକର୍ତ୍ତା ସମାବେଶ" ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ସ୍ଥାନୀୟ ଗୋଳନ୍ଥରାସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଇଶାଣେଶ୍ୱର ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି ।…

ଦାରିଙ୍ଗବାଡ଼ିରେ ଥିବା ବହୁମୂଖୀ ସମବାୟ ସମିତିର ସଭାପତି ହେଲେ ଲିଲିମା ପ୍ରଧାନ

ଦାରିଙ୍ଗବାଡ଼ି, ୧୦/୭, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଠାରେ ଥିବା ବହୁମୂଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ରବିବାର ଦିନ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଏସ ସଦାନନ୍ଦ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିବା…

ଲୁଟେରାଙ୍କ ଚରାଭୂମି ପାଲଟିଛି ବ୍ରହ୍ମପୁର ସହର

ବ୍ରହ୍ମପୁର : ବ୍ରହ୍ମପୁର ସହର ଏବେ ଲୁଟେରାଙ୍କ ଚରାଭୂମି ପାଲଟିଛି ଯାହାକୁ ନେଇ ଜନସାଧାରଣ ଙ୍କ ମନ ରେ ଗୋଟିଏ ପ୍ରକାର ଡର ଓ ଆଶଙ୍କା ଉଙ୍କି ମାରିବାରେ ଲାଗିଲାଣି l ଗତ ୫ ତାରିଖ ଦିନ ଘରେ କେହି ନଥିବାର ସୁଯୋଗ ପାଇ ଗୋସାଣି ନୁଆଁ ଗାଁ ଥାନା ଅନ୍ତର୍ଗତ ଚାଞ୍ଚଡା ପଡିଆ ସାହି ରେ ଲୁଟ…

ପରଲୋକରେ ବିଜେପି ନେତ୍ରୀ ସରଶିଳା ପ୍ରଧାନ

ଦାରିଙ୍ଗବାଡ଼ି, ୧୦/୭, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବରିଷ୍ଠ ବିଜେପି ମହିଳା ନେତ୍ରୀ ସରଶିଳା ପ୍ରଧନଙ୍କ ୫୮ବର୍ଷ ବୟସରେ ଅକାଳ ବିୟୋଗ ହୋଇଛି। ଏହି ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଖବର ନେବାରୁ ଜଣା ପଡିଛିଯେ ଦୀର୍ଘ ଦିନ ହେବ ବ୍ରେନଟ୍ୟୁମରେ ପିଡିତା ଥିଲେ। ଗତକାଲି କଟକ…

ଓଡିଶା ସାହିତ୍ୟ ଏକାଡ଼େମୀର କାର୍ଯ୍ୟକ୍ରମରେ ଗୀତ ଗାଇବେ ମାଲକାନଗିରିର ଛାତ୍ରୀ ଶାଳିନୀ

ମାଲକାନଗିରି : ରାଜ୍ୟରେ ମାଲକାନଗିରି ଜିଲ୍ଲା ଏକ ପଛୁଆ ଜିଲ୍ଲା ଭାବେ ପରିଚିତ ଥିବାରୁ ରାଜ୍ୟ ସରକାର ଏହାର ବିକାଶ ପାଇଁ ଅନେକ କାର୍ଯ୍ୟ କରୁଛନ୍ତି। ଏଠାରେ କୋୟା, ବଣ୍ଡା, ଡିଡାୟି, କନ୍ଧ ଓ ସାନ୍ତାଳି ଭଳି ଆଦିବାସୀ ସମୁଦାୟ ବସବାସ କରୁଥିବାରୁ ଏମାନଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ…

ସୁନ୍ଦରଗଡ଼ ଜିଲ୍ଲା ବିଜେପି ର ପରିବର୍ଦ୍ଧିତ ସାଙ୍ଗଠନିକ କାର୍ଯ୍ୟକାରିଣୀ ବୈଠକ…

ସୁନ୍ଦରଗଡ଼ : ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସୁନ୍ଦରଗଡ଼ର ଶଙ୍କରାସ୍ଥିତକଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ତଥା ମାନ୍ୟବର ତଳସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକକୁ…

ବାଣୀବିହାରରେ ବାହୁଡା ଯାତ୍ରା

ଭୁବନେଶ୍ବର : ଆଜି ବାଣୀକ୍ଷେତ୍ର ବାଣୀବିହାର ପରିସରରେ କାଳିଆ ସାଆନ୍ତେଙ୍କ ବାହୁଡା ଯାତ୍ରା ସମାପନ ହୋଇଯାଇଛି । ସକାଳୁ ମାଧ୍ୟାନ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି ପହଣ୍ଡି ବିଜେ ପାଇଁ ପଥ ପ୍ରସ୍ତୁତି କରାଯାଇଥିଲା। ସହ ସହ ଶ୍ରଦ୍ଧାଳୁଙ୍କ…