Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି
ଫୁଲବାଣୀ : ଆଜି ପ୍ରଭୁଙ୍କ ନଵଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯାହାକି ପବିତ୍ର ବାହୁଡା ଯାତ୍ରା ନାମରେ କଥିତ। ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ଅଭିମୁଖେ । ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଏହି ଯାତ୍ରା। ତୁହାକୁ ତୁହା ବର୍ଷା ସତ୍ତ୍ୱେ ବାହୁଡା ଯାତ୍ରାରେ ଭକ୍ତ!-->…
ବିଭିନ୍ନ ଜନ ହିତକର ଯୋଜନା ଓ ସମସ୍ୟା ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ
ଦାରିଙ୍ଗବାଡି (୯/୭) : କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ର ମନ୍ତ୍ରୀ ଜୋହନ ବାର୍ଲା ତିନି ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଆଜି ଦ୍ବିତୀୟ ଦିନରେ ବିଜେପି ଜିଲା ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର ଓ ଜିଲା ପ୍ରଭାରୀ!-->!-->!-->…
ବିଷାକ୍ତ ସାପ କାମୁଡ଼ାରେ ଦାଦା ପୁତୁରାଙ୍କ ମୃତ୍ୟୁ
ଫୁଲବାଣୀ : ବlଣୀଗୁଚ୍ଛ ଥାନା ଅଞ୍ଚଳ କlଣିପଦର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା | ଗତ କାଲି ରାତିରେ ଶୋଇଥିବା ବେଳେ ସମ୍ପର୍କୀୟ ଦାଦା ଓ ପୁତୁରାଙ୍କୁ ସାପ କାମୁଡିବାରୁ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ସୂଚନା ପ୍ରକାରେ!-->!-->!-->…
କେନ୍ଦ୍ରମନ୍ତ୍ରୀ ଜହନ ବାରଲାଙ୍କ ଦାରିଙ୍ଗବାଡି ଗସ୍ତ
ଦାରିଙ୍ଗବାଡି : କେନ୍ଦ୍ର ସଂଖ୍ୟା ଲଘୁ ସମ୍ପ୍ରଦାୟ ମନ୍ତ୍ରୀ ଜହନ ବାରଲା ଆଜି ଶନିବାର ଦାରିଙ୍ଗବାଡ଼ି ଗସ୍ତରେ ଆସି ଅଂଚଳରେ ଚାଲିଥିବା କେନ୍ଦ୍ର ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ସଂଖ୍ୟା ଲଘୁ ସମ୍ପ୍ରଦାୟର ପ୍ରତିନିଧି ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ!-->…
TPSODL କର୍ମଚାରୀ ଏବଂ ଗାଡି ଚାଳକଙ୍କୁ ମାଡ଼
ଗୋପାଳପୁର : ଆମ୍ବପୁଅ ଠାରେ TPSODL କର୍ମଚାରୀ ଏବଂ ଗାଡି ଚାଳକ ଙ୍କୁ ଉକ୍ତ ଗ୍ରାମ କିଛି ଲୋକ ମାଡ଼ ମାରିଥିବା ନେଇ ଆଜି ଗୋପାଳପୁର ଥାନା ରେ ଅଭିଯୋଗ ହୋଇଛି l ସୂଚନା ପ୍ରକାରେ ଗତ କାଲି ସନ୍ଧ୍ୟା 5 ଟା ସମୟ ରେ ବିଦ୍ୟୁତପୁର କଲୋନୀ ରେ ଥିବା TPSODL ର ସେକସନ ଦ୍ୱିତୀୟ ର କିଛି କର୍ମଚାରୀ!-->…
ହିଞ୍ଜିଳିକାଟୁରେ ବାହୁଡା ଯାତ୍ରା
ହିଞ୍ଜିଳିକାଟୁ (୯।୭) : ମହାପ୍ରଭୁ ୯ ଦିନର ଲୀଳାଖେଳ ସାରି ଗୁଣ୍ଡିଚା ମନ୍ଦିରରୁ ଫେରିଛନ୍ତି। ଶନିବାର ବାହୁଡ଼ାଯାତ୍ରା ରଵିବାର ଏକାଦଶୀ ରେ ସୁନାବେଶରେ ସଜ୍ଜିତ ହେଵେ ରଥ ଉପରେ ମନ୍ଦିର ନିକଟରେ। ଭୋର ୪ ଟାରୁ ବାହୁଡ଼ାଯାତ୍ରା ନୀତି ଆରମ୍ଭ ହୋଇ ମଙ୍ଗଳ ଆଳତି, କର୍ପୂର ଆଳତି, ଖେଚୁଡ଼ିଭୋଗ!-->…
ରାଇଘର ବାହୁଡାଯାତ୍ରାରେ ବିଶାଳ ଭକ୍ତ ସମାଗମ
ଉମରକୋଟ : ଆଜି ବାହୁଡାଯାତ୍ରାରେ ରାଇଘରରେ ଜଗତରନାଥ ଜଗନ୍ନାଥଙ୍କ ଭକ୍ତଙ୍କର ବିଶାଳ ସମାଗମ ଦେଖିବାକୁ ମିଳିଲା | ଦୁର୍ଗାପୂଜା ମନ୍ଦିର (ମାଉସୀ ମା )ରୁ ରଥ ଟଣା ହୋଇ ଚପକା ମନ୍ଦିର ଯାଏ ଯାଇଥିଲା | ବିଗତ ଦୁଇ ବର୍ଷ କରୋନାକାଳ ଥିବାରୁ ବହୁ ଭକ୍ତ ମହାପ୍ରଭୁର ଆଶୀର୍ବାଦରୁ ବଞ୍ଚିତ ଥିଲେ,!-->…
ଆଡପମଣ୍ଡପରେ ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ସାଂସ୍କୃତିକ ସଂଧ୍ୟା
ହିଞ୍ଜିଳିକାଟୁ, ୯।୭ : ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଅସ୍ଥାଇ ଆଡପ ମଣ୍ଡପରେ ଶୁକ୍ରବାର ଉଦଯାପନୀରେ ସାଂସ୍କୃତିକ ସଂଧ୍ୟା ଦର୍ଶକ ଙ୍କ ମନକୁ ମୋହିତ କରିଛି। ଅଞ୍ଚଳରେ ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି କଳାମନ୍ଦିର!-->!-->!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଇନ ବିଭାଗ ପରିସରରେ ବନମହୋତ୍ସବ ପାଳିତ
ବ୍ରହ୍ମପୁର,୯ା୭ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଏକ ସପ୍ତାହ ବ୍ୟାପି ବନ ମହୋତ୍ସବ ପାଳିତ ହେଉଛି । ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ବ୍ୟାପି ଚାଲିବାକୁ ଥିବା ବେଳେ ଶନିବାର ଦିନ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଲ’ ଡିପାର୍ଟମେଣ୍ଟ୍ ବା, ଆଇନ!-->…
ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ…
ସୁନ୍ଦରଗଡ଼ :- ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରି ରାଜଗାଙ୍ଗପୁର!-->!-->!-->…