Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସମାଜ ସେବୀ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…
ଫୁଲବାଣୀ:-ଜିଲାର ଜଣାଶୁଣା ବରିଷ୍ଠ ସମାଜସେବୀ, ଉତ୍ତମ ସଂଗଠକ ସ୍ୱର୍ଗତ ଶଶାଙ୍କ ଶେଖର ସାହୁ ତାଙ୍କ ଖଲିବେରେଣା ଫାର୍ମ ହାଉସରେ ଟ୍ରାକ୍ଟର ଓଲଟି ଅକାଳରେ ମୃତ୍ୟୁ ବରଣ କରିଛନ୍ତି।ବିଲରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିପଡିବାରୁ ଇଞ୍ଜିନ ତଳେ ପଡିଯିବାରୁ!-->!-->!-->…
୯୫%ପ୍ରତିଶତ ମାର୍କ ରଖି କନ୍ଧମାଳ ଜିଲ୍ଲାରେ ତୃତୀୟ ହେଲେ ଅଙ୍କିତ ଭୋଇ
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ସଦର ମହକୁମା ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ଅଙ୍କିତା ଭୋଇ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମୋଟ ୬୦୦ ନମ୍ବର ରୁ ୫୭୪ ମାର୍କ ରଖି ଜିଲ୍ଲାର ତୃତୀୟ ସ୍ଥାନରେ ରହିଛନ୍ତି l ବ୍ରାହ୍ମଣପାଦ ଅଞ୍ଚଳ ଶିକ୍ଷକ ସନ୍ତୋଷ ଭୋଇ ମା ହେଉଛନ୍ତି!-->!-->!-->…
ବାହୁଡାରେ ଲୋକାର୍ପଣ ହେଲା ଗୀତ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବେ…
ଫୁଲବାଣୀ:-କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଯୁବ କଣ୍ଠଶିଳ୍ପୀ ଅସିତ ନନ୍ଦଙ୍କ ଗୀତ ଗୋଟେ ଗୋଟେ ପରେ ସୁପର ହିଟ ହୋଇ ଚାଲିଛି ସମଗ୍ର ରାଜ୍ୟରେ ।ଏ ନେଇ ଚର୍ଚ୍ଚା ବଢ଼ି ଚାଲିଛି ସମଗ୍ର କନ୍ଧମାଳ ଜିଲ୍ଲାରେ। ଏବେ ଶ୍ରୀ ନନ୍ଦ ଦ୍ରୌପଦୀ ମୁର୍ମୁଙ୍କ ଗିତ ଗାଇଲେ । ଗିତଟିକୁ!-->!-->!-->…
କମ୍ବିଂରୁ ଫେରୁଥିବା ସମୟରେ ନାଳରେ ଭାସିଗଲେ ଯବାନ..
ମାଲକାନଗିରି :-୦୯/୦୭ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସି ଯାଇ ଜଣେ ସିଆରପିଏଫ ଯବାନ ନିଖୋଜ ଥିବା ଜଣା ପଡ଼ିଛି। ବିଜାପୁର ଜିଲ୍ଲାରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ସିଆରପିଏଫ ର କୋବ୍ରା!-->!-->!-->…
କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତ : ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, ଜୀବିକା ଆଦି ପ୍ରମୁଖ…
ସୁନ୍ଦରଗଡ଼ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବ ଶ୍ରୀଯୁକ୍ତ ଅନିଲ କୁମାର ଝା ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। ବିଶେଷକରି!-->!-->!-->…
ପୁର୍ବ ଶତୃତାକୁ ନେଇ ଗଣ୍ଡଗୋଳ : ନ୍ୟାୟପୂର୍ଣ୍ର ତଦନ୍ତ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଉ…
ହିଂଜିଳିକାଟୁ : ଗଂଜାମ ଜିଲା ହିଂଜିଳି ଥାନା ସାରୁ ଗ୍ରାମରେ ବୁଧବାର ରାତିରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ମହିଳାଙ୍କ ହାତରେ ଗଭୀର ଆଘାଥ ଲାଗିବା ସହ ୨ଗୋଷ୍ଠୀ ପକ୍ଷରୁ ଗୁରୁବାର ଥାନାରେ ପୃତକ ଅଭିଯୋଗ ହୋଇଛି । ଥାନାରେ ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ୨ଟି ମାମଲା ରୁଜୁ ହୋଇଛି ।!-->…
ରାଇଘରଠାରେ କଂଗ୍ରେସର ମିଶ୍ରଣ ପର୍ବ ଓ ଜନସମ୍ପର୍କ ଶିବିର
ଉମରକୋଟ : ଆଜି ରାଇଘର ବ୍ଲକ ମଣ୍ଡି ପଡ଼ିଆଠାରେ କଂଗ୍ରେସର ଏକ ମିଶ୍ରଣ ପର୍ବ ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ମିଶ୍ରଣ ପର୍ବରେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ, ଲୋକସଭା ସାଂସଦ ଡ଼କ୍ଟର ଚେଲା କୁମାର, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଭୁଜବଲ!-->…
ସାତ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ତଥା ଜିଲ୍ଲାପାଳ, ଆରକ୍ଷୀଅଧିକ୍ଷକ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା କର୍ମନିଯୁକ୍ତି ଅଫିସର, ଜୀବିକା ମିଶନ ଅଧିକାରୀଙ୍କ ଉପସ୍ଥିତରେ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ସ୍ବତନ୍ତ୍ର!-->…
ନନ୍ଦ କିଶୋର ସାହୁଙ୍କ ଦ୍ୱାଦଶାହ ଅବସରରେ “ସ୍ମୃତି ତର୍ପଣ” ସଭା
ବ୍ରହ୍ମପୁର : ଭାରତୀୟ ଜନ ସଂଘ ଓ ବିଜେପି ର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାହୁଙ୍କ ଆଜି ଦ୍ୱାଦଶାହ ଅବସରରେ "ସ୍ମୃତି ତର୍ପଣ" ସଭା ସ୍ଥାନୀୟ ଗୀତା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ!-->…
ତୁମୁଡିବନ୍ଧ ସରସ୍ବତୀ ଶିଶୁ ମନ୍ଦିରରେ ବୃକ୍ଷରୋପଣ
ଫୁଲବାଣୀ : ବୃକ୍ଷ ହିଁ ଜୀବନ l ବୃକ୍ଷ ଦ୍ୱାରା ସକଳ ଜୀବ ଜଗତ ର ଅସ୍ଥିତ୍ୱ ରହିଛି l ଆଜିର ପ୍ରଦ୍ୟୁଷିତ ପରିବେଶରେ ବୃକ୍ଷ ହିଁ ମାନବ ସମାଜ ପାଇଁ ମହୌଷଧି l ତେଣୁ ଘରେ ଘରେ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷରୋପଣ ଅବସରରେ!-->…