Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ତନୁଶ୍ରୀ ଦଶମ ଶ୍ରେଣୀ ବୋର୍ଡପରୀକ୍ଷାରେ ଜିଲ୍ଲା ଟପ୍ପର
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଅନ୍ତର୍ଗତ ରୁଦାଙ୍ଗିଆ ସ୍ଥିତ ବାଲଗଙ୍ଗାଧର ତିଲକ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତନୁଶ୍ରୀ ଆଚାର୍ଯ୍ୟ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ମୋଟ ୬୦୦ ନମ୍ବରରୁ ୫୮୦ ମାର୍କ ରଖି କନ୍ଧମାଳ ଜିଲ୍ଲା ଟପର ହୋଇଛନ୍ତି। ତନୁଶ୍ରୀ ହେଉଛନ୍ତି ସ୍ଥାନୀୟ!-->…
ପରକୀୟା ପ୍ରୀତି ଲାଗି କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଲଣ୍ଡା କଲେ ଗ୍ରାମବାସୀ
ଖଲ୍ଲିକୋଟ(୮/୭) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପାଲ୍ଲୀ ଗ୍ରାମରେ ଗତକାଲି ରାତିରେ ପରକୀୟା ପ୍ରୀତି ଯୋଗୁ ଜଣେ ଯୁବକଙ୍କୁ କଙ୍ଗାରୁ କୋର୍ଟ କରି ଲଣ୍ଡା କରି ବେକରେ ଜୋତାମାଳା ପକାଇ ମୁହଁରେ କଳାବୋଳି ଗ୍ରାମ ପରିକ୍ରମା କରିଥିବା ବେଳେ ସମ୍ପୃକ୍ତ ମହିଳା ବିଷ ପିଇ ମୃତୁବରଣ!-->!-->!-->…
ଚମ୍ପାନଗର ସରକାରୀ ବିଦ୍ୟାଳୟରେ ଦିଦିଙ୍କ ଦବଙ୍ଗଗିରି
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଦଣ୍ଡମୁକ୍ତ ଶିକ୍ଷାର ସରକାରୀ ନିୟମକୁ ବେଖାତର କରି ଚକ୍ ଖଡି ବଦଳରେ ଦିଦିଙ୍କ ହାତରେ ବାଡି । ହିତାହିତ ଜ୍ଞାନ ଭୂଲି ଶ୍ରେଣିରେ ପିଲାଙ୍କୁ କଅଣ ପାଠ ପଢାଉଛନ୍ତି ତାହା!-->…
ନାଳ ପାଣିରେ ବୁଡି ଦୁଇ ବର୍ଷର ଶିଶୁର ମୃତ୍ୟୁ
ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାଝୀପଡା ଗାଁ ନିକଟରେ ଥିବା ସୁରକା ପଟାଙ୍ଗୀ ନାଳରେ ବୁଡ଼ିଯାଇ ଜଣେ ଦୁଇ ବର୍ଷର ଶିଶୁର ମୃତ୍ୟୁ ହୋଇଛି l ମୃତ ଶିଶୁ ଜଣକ ମଝିପଡ଼ା ଗାଁର ବିକାଶ କହଁରଙ୍କ ଏକମାତ୍ର ପୁଅ ଆୟୁଷ କହଁର ବୋଲି ଜଣା ପଡିଛି l ସୂଚନା ଅନୁସାରେ ମୃତ ଶିଶୁ ଜଣକ ତା ମା!-->…
ବିଦ୍ୟାଳୟ ସୁରକ୍ଷା ସପ୍ତାହ ଉଦ୍ଯାପିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱରେ "ବିଦ୍ୟାଳୟ ସୁରକ୍ଷା ସପ୍ତାହ" ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ଶଙ୍କରାଖୋଲ ଗ୍ରାମ!-->…
ସିମନବାଡ଼ି ସେକ୍ସନରେ ୭୩ତମ ବନ ମହୋତ୍ସବ ପାଳିତ
ଦାରିଙ୍ଗବାଡ଼ି, ୮/୭, ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ସିମନବାଡ଼ି ସେକ୍ସନ ଅଧିନସ୍ତ ଗଦଡିଠାରେ ୭୩ତମ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ଚାରା ରୋପଣ ଗତକାଲି କରା ଯାଇଛି। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ପ୍ରତକ୍ଷ ତତ୍ୱାବଧାନରେ!-->…
ପ୍ରଶାସନ ର ଆଢୁଆଳ ରେ ଲୋଚାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ପିଲାଙ୍କ ଜୀବନ ପ୍ରତି ରହିଛି ବିପଦ..!
ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ପଂଚାୟତର ଏକ ମାତ୍ର ସ୍କୁଲ ଯାହାକି ବଡ ସ୍କୁଲ ନାମରେ ପରିଚିତ ଏହି ସ୍କୁଲ କେବଳ ନାମରେ ହିଁ ବଡ଼ , ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ଯାହାକି ମୋଟ ଛାତ୍ର ଛାତ୍ରୀ ଚାରୀ ଶହ ପଚାଶ ରୁ ଅଧିକ ଛାତ୍ର ଛାତ୍ରୀ ଏଠାରେ ପାଠ!-->!-->!-->…
ମରଣ ଯନ୍ତା ପାଲଟିଛି ଭୀମାଗୁଡ଼ି ଠାରୁ କୋଲସିଗୁଡ଼ି ରାସ୍ତା : ପ୍ରଶାସନର ଦୃଷ୍ଟି ପଡିବ କେବେ…?
ଉମରକୋଟ : , ନବରଙ୍ଗପୁର ଜ଼ିଲ୍ଲା୍ର ରାଇଘର ବ୍ଲକ ଏକ ଉପାନ୍ତ ଅଞ୍ଚଳ ଓ ଛତିଶଗଡ଼ ସୀମାନ୍ତ ହେଉ ଥିବାରୁ ଏଠାରେ ସବୁ ସରକାରୀ କାମ ଧର୍ମକୁ ଆଖିଠାର ନୀତିରେ ମନ ମୁଖି ହେବା ଦେଖିବାକୁ ମିଳେ, ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଦୁର୍ନୀତି ର ଗନ୍ତାଘର କହିଲେ କିଛି ବି ଭୁଲ ହେବ ନାହିଁ ସରକାରୀ!-->…
କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ହିଂଜିଳି ଗସ୍ତ : ଡ଼ାକବଙ୍ଗଳାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ…
ହିଂଜିଳିକାଟୁ : କେନ୍ଦ୍ର ରେଲ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶଙ୍କ ଆସିକା ସଂସଦୀୟ କ୍ଷେତ୍ରକୁ ଗସ୍ତ ଓ ବୁଧବାର ସଂଧ୍ୟାରେ ହିଂଜିଳିକାଟୁ ଗସ୍ତ ବେଳେ ଜାଣିଶୁଣି ପ୍ରଶାସନିକ ସ୍ତରରେ ଅସହଯୋଗ କରାଯିବା ନେଇ ଭାଜପା ନେତା ଗୁରୁତର ଅଭିଯୋଗ କରିଛନ୍ତି । ମନ୍ତ୍ରୀଙ୍କ ଗସ୍ତ ସମୟରେ!-->…
ଛେଣ୍ଡ୍ କଲୋନୀର ଏଲସିଆର ବ୍ଲକରେ ନୁତନ ନାଳ ପ୍ରକଳ୍ପର ଶୁଭାରମ୍ଭ କଲେ ସୁନ୍ଦରଗଡ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ…
ରାଉରକେଲା : ରାଉରକେଲା ମହାନଗର ନିଗମ ତରଫରୁ ଚାଳିଶ ଲକ୍ଷ ଟଙ୍କା ବ୍ୟୟରେ ଏଲସିଆର ବ୍ଲକରେ ନାଳ କାର୍ଜ୍ୟର ଶୁଭାରମ୍ଭ ସୁନ୍ଦରଗଡ ଯୋଜନାବୋର୍ଡ ଅଧକ୍ଷ ତଥା ରାଉରକେଲା ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ ଦ୍ଵାରା କରାଯାଇଅଛି । ଛେଣ୍ଡ କଲୋନୀ ଏଲସିଆର ୨୩୯ ସମୁଖରେ ହୋଇଥିବା!-->!-->!-->…