Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦୁର୍ନୀତି ରେ ଉବୁଟୁବୁ ରାଇଘର ବ୍ଲକ : ଦିନ ଦିପହର ରେ ଲୁଟୁଛନ୍ତି ପ୍ରଶାସନିକ ଅଧିକାରୀ…
ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଅଞ୍ଚଳ ବାସୀ ଜଳକା...!
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା୍ ରାଇଘର ବ୍ଲକ ଏକ ମାଓ ପ୍ରଵଣ ଅଞ୍ଚଳ ହୋଇଥିବା ବେଳେ ସରକାରୀ ବାବୁମାନେ ନକ୍ସସଲ ବାହାନା ଦେଖାଇ ସରକାରଙ୍କ ଉର୍ଣ୍ଣୟନ ମୂଳକ କାମ ଗୁଡ଼ିକ ବେଖାତିର ଭାବେ ସରକାରୀ ନିୟମ କୁ!-->!-->!-->!-->!-->!-->!-->…
ବାଇକ ଏବଂ କାର ଧକା ରେ ବାଇକ ଅରୋହୀଙ୍କ ମୃତ୍ୟୁ…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ରତଙ୍ଗ ପଂଚାୟତର ଡାଙ୍ଗିଡିକିଆ ଗ୍ରାମର କଂସ କହଁର l ଆଜି ଫିରିଙ୍ଗିଆ ହାଟକୁ ଆସି ଘରକୁ ଫେରୁଥିବା ବେଳେ ଡାଙ୍ଗିଡ଼ିକିଆ ଛକ ଠାରେ ଏକ ହୁଣ୍ଡାଇ କାର କଂସ କହଁରଙ୍କ ବାଇକକୁ ଧକା ଦେଇଥିଲା ।ଯାହାଫଳରେ କଂସଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ!-->!-->!-->…
ସୁନ୍ଦରଗଡ଼ : ଗମ୍ଭାରିଡ଼ିହି-ବଡବାହାଲପରା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ…
ନିରୋଗ ଓ ଚିନ୍ତାମୁକ୍ତ ଜୀବନଧାରଣ ନିମନ୍ତେ ଯୋଗ ଅପରିହାର୍ଯ୍ୟ...
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ସୁନ୍ଦରଗଡ଼ : “ଯୋଗ” - ମନୁଷ୍ୟର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଆବଶ୍ୟକ। ଏହି ଅମୂଲ୍ୟ ପ୍ରାଚୀନ ପରମ୍ପରା ମାନବ ସମାଜକୁ ନିରୋଗ ଓ!-->!-->!-->!-->!-->…
ଧାନଘର ଉଚ୍ଚବିଦ୍ୟାଳୟରେ ବିଶ୍ୱ ଯୋଗଦିବସ ପାଳନ
ଚିକିଟି-ଚିକିଟି ବ୍ଲକ ଧାନଘର ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ବିଶ୍ଵ ଯୋଗ ଦିବସ ପାଳନ ହୋଇଯାଇଛି। ଶୀଧେଶ୍ୱର ପ୍ରଜାପିତା ଇଶ୍ୱରୀୟ ବିଶ୍ଵବିଦ୍ୟl ଳୟ ବ୍ରହ୍ମା ର ସଂଚାଳିକ ଶିବ କନ୍ୟା ଭଉଣୀ ଯୋଗ ଦେଇ!-->…
ଦାରିଙ୍ଗବାଡ଼ିରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ
ଦାରିଙ୍ଗବାଡ଼ି, (୨୧/୬) : ଯୋଗ ଦିବସ ଅବସରରେ ଦାରିଙ୍ଗବାଡ଼ିରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର!-->…
ଆମ୍ଵଗାଁ ରେ ଗୋଷ୍ଟି ସଂଘର୍ଷ, ଦୁଇ ବାଇକ ପୋଡି ପାଉଁଶ
ହିଞ୍ଜିଳିକାଟୁ (୨୧।୬) : ହିଞ୍ଜିଳିକାଟୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନ ଆମ୍ବଗାଁ ପଞ୍ଚାୟତ ବାଦିଆମ୍ବ ଗ୍ରାମରେ ଘଟିଛି ରାଜନୈତିକ ଆକ୍ରୋଶ। ଫଳରେ!-->…
ସିଆରପିଏଫ ବାଟାଲିୟନ ତରଫରୁ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ପରିସରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡାଣ୍ଟ ଆନନ୍ଦ ଝା ଙ୍କ ସମେତ ସମସ୍ତ ଅଧିକାରୀ ଗଣ , ଓଡିଶା ପୋଲିସର ଅଧିକାରୀ ଗଣ ଏବଂ!-->…
ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି,(୨୧/୬) : ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତା ବଣ୍ଟନ ଓ ବ୍ଲକ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜୀବନ ଜୀବିକା ସ୍ୱାବଲମ୍ବୀ କରିବା ଏବଂ କ୍ଷୁଦ୍ର ବ୍ୟବସାୟୀ ପ୍ରତ୍ସାହନ ରାଶି ବଣ୍ଟନ!-->…
ହିଞ୍ଜିଳିକାଟୁରେ ଯୋଗ ଦିବସ ପାଳିତ
ହିଞ୍ଜିଳିକାଟୁ (୨୧।୬) : ପ୍ରତିବର୍ଷ ୨୧ ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିଵସ ରୂପରେ ପାଳନ କରାଯାଇଥାଏ । ଏହି ଗୋଟିଏ ଦିନ ଯୋଗର ମାହାତ୍ମ୍ୟ ଏବଂ ଯୋଗର ଉପଯୋଗୀତା ସମ୍ୱନ୍ଧରେ ସଚେତନତା କରାଯାଇଥାଏ । ଯୋଗ ଶରୀରକୁ ଫିଟ ରଖିବା ସହିତ ଶରୀର ସାଥିରେ ଯୋଡି ହୋଇଥିବା ସମସ୍ତ ସମସ୍ୟାର ଉପାୟ ଅଟେ ।!-->…
ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରରେ ଯୋଗ ଦିବସ ପାଳିତ
ଫୁଲବାଣୀ : ସ୍ଥାନୀୟ ଡ଼ଃ ଆମ୍ବେଦକର ଛକ ତୁମୁଡିବନ୍ଧ ଠାରେ ଅବସ୍ଥାପିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଷ୍ଟମ ଯୋଗ ଦିବସ ପାଳିତ ହୋଇ ଯାଇଛି l ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁମା ଗୁରୁଜୀ, ସେବକ ସେବିକା, ପରିଚାଳନା ସମିତି ଅଭିଭାବକ ଓ ଅଭିଭାବିକାମାନେ ଯୋଗ ଦେଇଥିଲେ l!-->…