Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଶ୍ଵ ଯୋଗ ଦିବସ ପାଳିତ
ବ୍ରହ୍ମପୁର (୨୧/୦୬) : ଧନ୍ଵନ୍ତରୀ ଉପନଗର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ଦୁର୍ଗା ବାହିନୀ ର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପ୍ରଭାତ ଶାଖା ର ଦୈନିକ ଅଭ୍ୟାସ ସ୍ଥାନ ଅର୍ଥାତ୍ ବ୍ରହ୍ମପୁର ବଡ ମେଡିକାଲ କଲେଜ ପଡିଆଠାରେ ବିଶ୍ଵ ଯୋଗ ଦିବସ ଉପଲକ୍ଷେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।!-->…
ନବରଙ୍ଗପୁର : ମୋବାଇଲ ଟର୍ଚ୍ଚରେ ପରୀକ୍ଷା ଖାତା ମୂଲ୍ୟାୟନ
ନବରଙ୍ଗପୁର : ପିଲାଙ୍କ ଭବିଷ୍ୟତ କୁହାଯାଉଥିବା ବୋର୍ଡ ପରୀକ୍ଷା ଖାତା ଦେଖାଚାଲିଛି ମୋବାଇଲ ଟର୍ଚ୍ଚରେ l ଯାହାକୁ ନେଇ ସଠିକ ମୂଲ୍ୟାଙ୍କନ ହେବ କି ନାହିଁ ତାହା ସନ୍ଦେହ ଘେରକୁ ଟାଣି ହେଉଛି l ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ମହାବିଦ୍ୟାଳୟ ଠାରେ l ଯେଉଁଠି ଯୁକ୍ତ ଦୁଇ ଦ୍ଵିତୀୟ!-->…
ଜିଲ୍ଲାକୋର୍ଟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ସଞ୍ଜୀବ ଦୁବେ ଯୋଗ ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ର ତାତ୍ପର୍ଯ୍ୟ ଓ ମୂଳ ଲକ୍ଷ ସମ୍ବନ୍ଧରେ କହିଥିଲେ। କୋର୍ଟ ର ସମସ୍ତ!-->…
ବଜ୍ରପାତରେ ୫ ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି
ଚିକିଟି : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ପଣସଖୋଲ ଗ୍ରାମ ନିକଟରେ ବଜ୍ରପାତ ଘଟି ୫ ଟି ଛେଳି ମୃତ୍ୟୁ ଘଟିଥିବା ବେଳେ ଛେଳି ଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାନୁସାରେ ଆଜି ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଅପରାହ୍ନରେ!-->…
୧୧ ଦଫା ଦାବି ପୂରଣ ନେଇ ବିଧାୟକଙ୍କୁ ଡ୍ରାଇଭର ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ।
ଦାରିଙ୍ଗବାଡ଼ି (୨୦/୬) : ଓଡ଼ିଶା ଡ୍ରାଇଭର ମହାସଙ୍ଘ ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ସଂଘର ସଦସ୍ୟ ମାନେ ରବିବାର ଦିନ ଡ୍ରାଇଭର ସଂଘ ୧୧ ଦଫା ଦାବି ଗୁଡ଼ିକୁ ପୂରଣ କରିବା ନିମନ୍ତେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଙ୍କୁ ତାଙ୍କ ବାସ ଭବନରେ ଭେଟି ଏକ ଦାବିପତ୍ର ପ୍ରଦାନ!-->!-->!-->…
କୃତ୍ରିମ ଜଙ୍ଗଲ ପାଇଁ ନିଜର ୨୦ଏକରରୁ ଉର୍ଦ୍ଧ୍ବ ଜମି ଦାନ କଲେ ଦେବାନନ୍ଦ
ମାଲକାନଗିରି : ଆଜିର ସ୍ୱାର୍ଥପର ସମାଜରେ ମାତ୍ର କେଇହାତ ଜାଗା ପାଇଁ ଭାଇ ଭାଇ ହେଉ କି ସାହି ପଡ଼ିଶା ଭିତରେ ହଣା କଟା ହେଉ ଥିବା ନଜିର ରହିଛି । ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଜଂଗଲ ଜମି ପଟ୍ଟା ପାଇଁ ହଜାର ହଜାର ଏକର ଜମି ସରକାରଙ୍କ ଠାରୁ ବନବାସୀ ବା ଆଦିବାସୀଙ୍କୁ!-->!-->!-->…
କଂଗ୍ରେସ କର୍ମୀଙ୍କ ଉନ୍ମତ୍ତ କାଣ୍ଡ, ଥାନା ଭିତରେ ଧସେଇ ପଶିଲେ
ମାଲକାନଗିରି : ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ହାତରେ ମାରଣାସ୍ତ୍ର ଧରି ଥାନା ପରିସରକୁ ଧଶେଇ ପଶିବା ସହ ସେଠାରେ ଘଟାଇଛନ୍ତି ଲଙ୍କାକାଣ୍ଡ । ଆଜି ଏଭଳି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପରିସରରେ । ଆନ୍ଦୋଳନକାରୀ ମାନେ ଥାନା ପରିସରରେ ଥିବା!-->!-->!-->…
ପାଷ୍ଟର ତାଲିମ ପ୍ରମାଣ ପତ୍ର ପ୍ରଦାନ ସମ୍ମିଳନୀ
ଦାରିଙ୍ଗବାଡ଼ି,(୨୦/୬) : ଦାରିଙ୍ଗବାଡ଼ି ପାଷ୍ଟର ଆସୋସିଏସନ ସଭାଗୃରେ ପାଷ୍ଟର ତାଲିମ ପ୍ରମାଣ ପତ୍ର ପ୍ରଦାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ କାରଣରୁ ବାଇବଲ ସ୍ନାତକ ପାଷ୍ଟର ତାଲିମ ଦୂରଶିକ୍ଷା ମାଧ୍ୟମରେ ବ୍ଳକ ଏକଶହ ପାଷ୍ଟର ନାମ ଲେଖାଇ ଅନଲାଇନରେ ସ୍ନାତକ ବାଇବଲ!-->…
ଅଜଣାଗାଡି ଧକ୍କାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ
ଦାରିଙ୍ଗବାଡ଼ି, (୨୦/୬) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଝିଞ୍ଜିରିଗୁଡା ଗ୍ରାମର ଶରତ ପ୍ରଧାନୀ (୨୮) ଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଥାଉକି ଗତ ଶନିବାର ୧୮/୨/୨୨ ରିଖ ଦିନ କୌଣସି କାମ ନେଇଁ ମୁଣ୍ଡାମା ଗ୍ରାମ ଯାଇ ସାଇକେଲରେ ନିଜ ଘରକୁ ଦିନ ପ୍ରାୟ!-->!-->!-->…
ଗଞ୍ଜାମରେ ଜିଲ୍ଲାରେ ନୂତନ ଦାୟିତ୍ୱ ଗ୍ରହଣ କଲେ ଜିଲାପାଳ
ଛତ୍ରପୁର (୨୦ା୬) : ଗଞ୍ଜାମ ଜିଲାରେ ନୂତନ ଜିଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ସୋମବାର ଯୋଗ ଦେଇଛନ୍ତି। ପୂର୍ବତନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କଠାରୁ ଆଜି ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି। ସେ ୨୦୧୬ ଆଇଏଏସ୍ ବ୍ୟାଚର ଏବଂ ଏହା ପୂର୍ବରୁ ସେ ସମ୍ବଲପୁରର ଜିଲାପାଳ ଭାବେ!-->!-->!-->…