Browsing Category

ଆଞ୍ଚଳିକ

କାମବେଡା ପଞ୍ଚାୟତରେ ନିର୍ମାଣଧୀନ ବେଆଇନ ଖ୍ରୀଷ୍ଟଧର୍ମ ଉପାସନା ଗୃହ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି : କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କାମବେଡା ପଞ୍ଚାୟତର ସରପଞ୍ଚ ବୁକାନ ତାଙ୍କ ପଞ୍ଚାୟତରେ ନିର୍ମାଣ ହେବାକୁ ଥିବା ଖ୍ରୀଷ୍ଟଧର୍ମର ଉପାସନା ଗୃହର ଅନୁମତି ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ°କୁ ୯ ଦଫାରେ ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଓ ସେ ଉଲ୍ଲେଖ କରିଛନ୍ତି…

ଖେଳିବା ସମୟରେ ପୋଖରୀରେ ବୁଡି ୩ବର୍ଷୀୟ ଶିଶୁ ମୃତ

ମାଲକାନଗିରି : ଘରେ ସମସ୍ତେ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ୩ ବର୍ଷର ସନ୍ତାନଟି ଖେଳୁଖେଳୁ ନିକଟରେ ଥିବା ପୋଖରୀରେ ପଡି ମୃତ୍ୟୁ ବରଣକରିଥିବା ଦେଖିବାକୁ ମିଳିଛି l ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଙ୍କଟପଲ୍ଲମ ପଞ୍ଚାୟତ ଅନ୍ତର୍ଗତ ଏମପିଭି 29…

ଫୁଲବାଣୀ ଟାଉନ ଥାନା ସମ୍ମୁଖରୁ ସିରିଜ ଚୋରି, ପୋଲିସ ନୀରବଦ୍ରଷ୍ଟା

ଫୁଲବାଣୀ (୧୫/୬) : ଫୁଲବାଣୀ ଟାଉନ ଥାନା ସମ୍ମୁଖରୁ ସିରିଜ ଚୋରି l ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟା ଦୋକାନର ତାଲା ଭାଙ୍ଗିନଗଦ ଟଙ୍କା ଓ ସାମଗ୍ରି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ l ଦୁଇଜଣ ଯୁବକ ହାତରେ ଶାବଳ, ହାତୁଡି ଧରିଏ ଦୋକାନରୁ ସେ ଦୋକାନକୁ ବୁଲିବୁଲି ଚୋରି କରୁଥିବା…

ଉତ୍କଳୀୟ ପରମ୍ପରାରେ ଗଣପର୍ବ ରଜ ଓ ବ୍ୟାସକବି ଫକୀରମୋହନଙ୍କ ପୂଣ୍ୟ ତିଥି

ଉମରକୋଟ : ସ୍ଥାନୀୟ ଫକୀରମୋହନ ପଠନଶାଳା ଆନୁକୂଲ୍ୟ ରେ, ଓଡିଶା଼ର ଗଣ ପର୍ବ ପବିତ୍ର ରଜ ସଂକ୍ରାନ୍ତି ଓ ଫକୀରମୋହନ ଶ୍ରାଦ୍ଧ ଦିବସ ପାଳିତ ହୋଇଛି | ଆୟୋଜିତ ଏକ ଆଲୋଚନା ସଭାରେ, ପାଠାଗାର ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ୱ କରିଥିବା ବେଳେ, ଓଡିଶା ସାହିତ୍ୟ ଏକାଡେମୀ…

ସାରଙ୍ଗଗଡର ସୁଧାରାଣୀଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଫୁଲବାଣୀ:-କନ୍ଧମାଳ ଜିଲ୍ଲା କ ନୁଆଗାଁ ବ୍ଳକ୍ ଅନ୍ତର୍ଗତ ସାରଙ୍ଗଗଡର ସୁଧାରାଣୀ ସତପଥିଙ୍କୁ ବନ ବିଭାଗ ତରଫରୁ ମିଳିଛି ଏ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର। ତାଙ୍କର ଉଦ୍ୟମରେ ସାରଂଗଡ ଅଂଚଳର ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବିଦ୍ୟାଳୟ…

ବ୍ରୋ ଅମ୍ଳାନ୍ ଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା “ଆତ୍ମିକ ଉଦ୍ଦିପନା ଓ ସୁସ୍ଥତା ସଭା- ୨୦୨୨” ନାମରେ ଧର୍ମ…

ଦେବସେନା ମାଲକାନଗିରି ଶାଖା ତରଫରୁ ଜିଲ୍ଲାପାଳ ଓ ଏସ.ପି ଙ୍କୁ ଦାବି ପତ୍ର... ମାଲକାନଗିରି // ଚିତ୍ରକୋଣ୍ଡା :- ଗତ କିଛିଦିନ ହେବ ଆରୋଗ୍ୟ ପ୍ରାର୍ଥନା ଶିବିର ନାମରେ ସାରା ଓଡିଶାର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲା ମାନଙ୍କରେ ବିଶେଷତଃ ଆଦିବାସୀ ଅଞ୍ଚଳ ମାନଙ୍କରେ ଧର୍ମପରିବର୍ତ୍ତନ…

ମଣିଷ ବଦଳରେ ମେସିନ କରୁଛି କାମ : ଠିକାଦାର ଓ ଅଧିକାରୀ (ପି ଇ ଓ ) ମାଲା ମାଲ, ପ୍ରଶାସନ ଏଠି ଧୃତରାଷ୍ଟ୍ର…!

ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି କାମ... ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ପଂଚାୟତ M.V-10 ଗ୍ରାମରେ ରାସ୍ତା କାମରେ ଜେସିବି ନିୟୋଜିତ । ଏହି ଭଳି ଏକ ଦୃଶ୍ୟ ଦେଖୀବାକୁ ମିଳିଛି ଗୌଡ଼ଗୁଡା ପଂଚାୟତ ଅନ୍ତର୍ଗତ M V 10 ଗାଆଁରେ । ରାଜ୍ୟ ସରକାରଙ୍କ ବହୁମୁଖୀ…

ଅମୀରଙ୍କୁ ଉଚ୍ଚ ସ୍ତରୀୟ ସ୍ଵାସ୍ଥ୍ୟ ସେବା ଯୋଗାଇବ ଜିଲ୍ଲା ପ୍ରଶାସନ : ସହଯୋଗ ଟିମ୍ ର ସହଯୋଗ ର ଆଉ ଏକ ପାଦ…

ବାଲିମେଳା ପ୍ରତିନିଧି // ନିସର୍ତ୍ତ ନିୟୁଜ ବାଲିମେଳା:- ପ୍ରକାଶ ଥାଉ କି ଗତ ବର୍ଷ ବାଲିମେଳା ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାରେ ବାଲିମେଳା ୱାର୍ଡ ନଂ-୦୭ ର ଶ୍ରୀ ଅମୀର ଡାକୁଆ (ବୟସ ୨୫ ବର୍ଷ) ଏକ ସଡ଼କ ଦୁର୍ଘଟଣା ର ସମ୍ମୁଖିନ ହୋଇଥିଲେ ଯେଉଁଥିରେ ଦୁର୍ଭାଗ୍ୟ ବଶତଃ ତାଙ୍କ ଡ଼ାହାଣ…

ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇ ଓ ଟ୍ରକ ଜବତ, ଦୁଇଜଣ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି(୧୪/୬) : ବାଲିଗୁଡ଼ା ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ୨୦୩ କେଜି ୪୦୦ଗ୍ରାମ ଗଞ୍ଜେଇ ଓ ବାର ଚକିଆ ଟ୍ରକ ଜବତ ସହ ଏହି ଘଟଣାରେ ଦୁଇଜଣକୁ କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗତକାଲି ରାତିରେ ପାଟ୍ରୋଲିଂ କରିବା ସମୟରେ…

ଶାସନପଦର ଗ୍ରାମର ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା ପ୍ରଦାନ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଶାସନ ପଦର ଗ୍ରାମର ତଳ ସାହିର ମିଟୁ ନାୟକ ଗତ ୯ ତାରିଖରେ ସୁରଟ ଠାରେ ମୃତ୍ୟୁ ବରଣ କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ମୋ ପରିବାର ସହାୟତାରେ ମର ଶରୀର କୁ ଗ୍ରାମକୁ ଆମ୍ବୁଲାନ୍ସ ଜରିଆରେ…